ଛାତ୍ରଛାତ୍ରୀଙ୍କ ଆକାଉଣ୍ଟକୁ ଯିବ ମଧ୍ୟାନଭୋଜନ ରୋଷେଇ ଖର୍ଚ୍ଚ

Published: Jun 3, 2020, 8:04 pm IST

ଭୁବନେଶ୍ବର: ରାଜ୍ୟ ନୋଡାଲ ଅଧିକାରୀ ମଧ୍ୟାନଭୋଜନ ରୋଷେଇ ଖର୍ଚ୍ଚ ଛାତ୍ରଛାତ୍ରୀଙ୍କ ଆକାଉଣ୍ଟକୁ ପଠାଯିବ ନେଇ ଚିଠି କରିଛନ୍ତି। ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଏନେଇ ଚିଠି ମିଳିଥିବା ସୂଚନା ରହିଛି। ୯୦ ଦିନର ରୋଷେଇ ଖର୍ଚ୍ଚ ଛାତ୍ରଛାତ୍ରୀଙ୍କ ଆକାଉଣ୍ଟକୁ ପଠାଯିବା। ପ୍ରାଥମିକ ଛାତ୍ରଛାତ୍ରୀଙ୍କ ଆକାଉଣ୍ଟକୁ ପଠାଯିବ ୪୭୯ ଟଙ୍କା ଏବଂ ଉଚ୍ଚ ପ୍ରାଥମିକ ଛାତ୍ରଛାତ୍ରୀଙ୍କ ଆକାଉଣ୍ଟକୁ ପଠାଯିବ ୭୧୭ ଟଙ୍କା।

Related posts