Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି 21 ଜିଲ୍ଲାରୁ 130 ପଜିଟିଭ୍‌‌ ଚିହ୍ନଟ
ଆଜିର ଖବର

ଆଜି 21 ଜିଲ୍ଲାରୁ 130 ପଜିଟିଭ୍‌‌ ଚିହ୍ନଟ

June 5, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ରାଜ୍ୟରେ ଆଜି ଆଉ 130 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂତନ 130 ଆକ୍ରାନ୍ତଙ୍କ ମଧ୍ୟରୁ 124 କ୍ବାରେଣ୍ଟିନ୍‌ କେନ୍ଦ୍ରର ହୋଇଥିବାବେଳେ 6ଟି ଲୋକାଲ୍‌ କେସ୍‌ ରହିଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଆଜି ଚିହ୍ନଟ ହୋଇଥିବା 130 ଆକ୍ରାନ୍ତ 21ଟି ଜିଲ୍ଲାର ।  କଟକରୁ 23 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ମୟୂରଭଞ୍ଜ ଓ ଖୋର୍ଦ୍ଧାରୁ 22 ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଗଞ୍ଜାମରୁ 12, ସୁନ୍ଦରଗଡ ଓ ଗଜପତିରୁ 7 ଲେଖାଏଁ ଚିହ୍ନଟ ହୋଇଥିବାବେଳେ କୋରାପୁଟରୁ 6, ବରଗଡ ଓ ଭଦ୍ରକରୁ 4 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି କୋରାପୁଟରୁ 6, ବରଗଡ  ଓ ଭଦ୍ରକରୁ 4 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ବଲାଙ୍ଗିର, କନ୍ଧମାଳ ଓ କଳାହାଣ୍ଡିରୁ 3 ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ କେନ୍ଦ୍ରାପଡା, କେନ୍ଦୁଝର ଓ ଢେଙ୍କାନାଳରୁ 2 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି ପୁରୀ, ଜଗତସିଂହପୁର, ରାୟଗଡା, ଅନୁଗୁଳୁ, ସୋନପୁରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ରାୟପୁରରେ ମହାନଦୀ ଗୋଲ ଟେବୁଲ ବୈଠକ, ନିଆଗଲା ଏହିସବୁ ନିଷ୍ପତି

August 28, 2025

ଉତ୍କଳ ଆଲୁମିନା ସିଏସଆର, ଗ୍ରାମବାସୀଙ୍କ ଜୀବନଶୈଳୀରେ ଆଣିଲା ପରିବର୍ତ୍ତନ

August 28, 2025

ନୂଆ ଓଡ଼ିଆ ଫିଲ୍ମ ‘ବିଘ୍ନ ବିନାଶିବେ ବିନାୟକ’ ର ଅଡିଓ ରିଲିଜ୍, ଏହି ଦିନ ୱାର୍ଲଡ ଟିଭି ପ୍ରିମିୟର

August 28, 2025

ଲଞ୍ଚ୍ ହେଲା ନୂତନ ଇଲେକ୍ଟ୍ରିକ୍ ସ୍କୁଟର TVS Orbiter, ଜାଣନ୍ତୁ ମୂଲ୍ୟ କେତେ?

August 28, 2025
Latest News

ରାୟପୁରରେ ମହାନଦୀ ଗୋଲ ଟେବୁଲ ବୈଠକ, ନିଆଗଲା ଏହିସବୁ ନିଷ୍ପତି

August 28, 2025

ଉତ୍କଳ ଆଲୁମିନା ସିଏସଆର, ଗ୍ରାମବାସୀଙ୍କ ଜୀବନଶୈଳୀରେ ଆଣିଲା ପରିବର୍ତ୍ତନ

August 28, 2025

ନୂଆ ଓଡ଼ିଆ ଫିଲ୍ମ ‘ବିଘ୍ନ ବିନାଶିବେ ବିନାୟକ’ ର ଅଡିଓ ରିଲିଜ୍, ଏହି ଦିନ ୱାର୍ଲଡ ଟିଭି ପ୍ରିମିୟର

August 28, 2025

ଲଞ୍ଚ୍ ହେଲା ନୂତନ ଇଲେକ୍ଟ୍ରିକ୍ ସ୍କୁଟର TVS Orbiter, ଜାଣନ୍ତୁ ମୂଲ୍ୟ କେତେ?

August 28, 2025

ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ଧୂମଧାମରେ ଗଣେଶ ପୂଜା ପାଳିତ

August 28, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.