17 ଜିଲ୍ଲାରୁ 143, ଗଞ୍ଜାମରୁ ସର୍ବାଧିକ 32

Published: Jun 22, 2020, 11:02 am IST

ଭୁବନେଶ୍ବର : ଆଜି ନୂତନ 143 ଆକ୍ରାନ୍ତଙ୍କ ମଧ୍ୟରେ ପଶ୍ଚିମବଙ୍ଗରୁ ଆମ୍ଫାନ୍‌ କାର୍ଯ୍ୟରୁ ଫେରିଥିବା 2 ଏନ୍‌ଡିଆରଏଫ୍‌ ଯବାନ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି ଆଜି 17ଟି ଜିଲ୍‌ଲାରୁ  ଆଜି 143 କରୋନାରେ ଆକ୍ରାନ୍ତ ହୋଇଛନ୍ତି ।  ଗଞ୍ଜାମରୁ ସର୍ବାଧିକ 32 ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ କଟକରୁ 20, ଖୋର୍ଦ୍ଧାରୁ 16ଜଣ ରହିଛନ୍ତି । ସେହିପରି  ନୟାଗଡ, ବାଲେଶ୍ବରରୁ 13 ଜଣ ଲେଖାଏଁ ରହିଥିବାବେଳେ ସୁନ୍ଦରଗଡରୁ 12 ଜଣ, କେନ୍ଦ୍ରାପଡାରୁ 10ଜଣ ରହିଛନ୍ତି । କଳାହାଣ୍ଡିରୁ 6., ସମ୍ବଲପୁରୁର 5, ଭଦ୍ରକରୁ 4, ଢେଙ୍କାନାଳରୁ 3, କେଉଁଝରରୁ 2  ଓ ଝାରସୁଗୁଡା, ବରଗଡ, ବଲାଙ୍ଗିର, ଅନୁଗୁଳ ଓ ଜଗତସିଂହପୁରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

 

Related posts