Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୋଭିଡ୍‌ କଟକଣା ନିୟମ ଭାଙ୍ଗି ବାହା ହେବା ପଡିଲା ମହଙ୍ଗା, ବରର ମୃତ୍ୟୁ, 95 ଜଣ ସଂକ୍ରମିତ
ଆଜିର ଖବର

କୋଭିଡ୍‌ କଟକଣା ନିୟମ ଭାଙ୍ଗି ବାହା ହେବା ପଡିଲା ମହଙ୍ଗା, ବରର ମୃତ୍ୟୁ, 95 ଜଣ ସଂକ୍ରମିତ

June 30, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ପାଟନା : ବିହାରର ରାଜଧାନୀ ପାଟନାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏଠାରେ ଏକାସାଙ୍ଗରେ 95 ଜଣ କରୋନା ସଂକ୍ରମିତ ହୋଇଥିବାବେଳେ ବରର ମୃତ୍ୟୁ ଘଟିଛି । ପାଟନାରୁ ପ୍ରାୟ 50 କିଲୋମିଟର ଦୂର ପାଲିଗଞ୍ଜ ଅଞ୍ଚଳରେ ଏଭଳି ଘଟଣା ମିଳିଛି । ଜୁନ୍‌ 15ରେ ଏଠାରେ ବିବାହ କାର୍ଯ୍ୟକ୍ରମ ହୋଇଥିବାବେଳେ ଏହି ବାହାଘରରେ 95 ଜଣ ଅତିଥି ଯୋଗ ଦେଇଥିଲେ । ଏଥିରୁ 80 ଜଣଙ୍କର ରିପୋର୍ଟ ପଜିଟିଭ୍‌ ଆସିଥିଲା ।

30 ବର୍ଷୀୟ ବର ଜଣକ ଗୁରୁଗାଓଁଠାରେ ସପ୍ଟଓ୍ବେୟାର ଇଞ୍ଜିନିୟର ରୂପେ କାର୍ଯ୍ୟ କାର୍ଯ୍ୟରତ ଥିବା ବର ମେ 12କୁ ପାଟନାସ୍ଥିତ ନିଜ ଗ୍ରାମ ଡିହପାଲିକୁ ଆସିଥିଲେ । ତେବେ ବରଙ୍କ ନିକଟରେ ପୂର୍ବରୁ କୋଭି୍ଡ୍‌ର ଲକ୍ଷଣ ଦେଖିବାକୁ ମିଳିଥିଲେ ହେଁ ପରିବାର ଲୋକେ ତାଙ୍କର ନମୁନା ପରୀକ୍ଷା ନ କରି ବାହାଘର କରିଦେଇଥିଲେ ।

ବାହାଘରର ଦୁଇ ଦିନ ପରେ ତାଙ୍କ ଦେହ ଅସୁସ୍ଥ ହୋଇଥିଲା । ଏହାପରେ ତାଙ୍କୁ ପାଟନା ସ୍ଥିତ ଏମ୍ସ ହସ୍ପିଟାଲକୁ ନେଇଥିଲେ । ସେଠାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଖବର ମିଳିବା ପରେ ଜିଲ୍ଲା ପ୍ରଶାସନ ବାହାଘରରେ ଉପସ୍ଥିତ ଥିବା ସମସ୍ତ ଅତିଥିଙ୍କର ଯାଞ୍ଚ କରାଯାଇଥିଲା । ଯାଞ୍ଚ ପରେ ପ୍ରଥମେ 15 ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିବାବେଳେ ପରେ ପରେ ଅନ୍ୟ 80 ଜଣଙ୍କ ରିପୋର୍ଟ ମଧ୍ୟ ପଜିଟିଭ୍‌ ଆସିଥିଲା । ତେବେ ବଧୂ ଜଣକ ସଂକ୍ରମିତ ହୋଇନଥିବା ରଜଣାପଡିଛି । କୋଭିଡ୍‌-ନିୟମକୁ ଭାଙ୍ଗିବା ବର ସମେତ ବରଙ୍କ ପରିବାର ପାଇଁ ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଛି । ବାହାଘର ରେ କେବଳ 50ଜଣଙ୍କ ଉପସ୍ଥିତ ରହିବାକୁ ପ୍ରଶାସନ ତରଫରୁ ନିୟମ କରାଯାଇଥିବାବେଳେ ଏହି ନିୟମକୁ ଭଙ୍ଗ କରାଯାଉଥିବା ଦେଖାଯାଉଛି ।

ପୂର୍ବରୁ ମଧ୍ୟ ଭୀଲଓ୍ବାଡାର ଏକ ବାହାଘରରେ 250 ଜଣ ଲୋକ ସାମିଲ୍‌ ହୋଇଥିଲେ। ଏହି ବାହାଘରରେ 15 ଜଣ ସଂକ୍ରମିତ ହୋଇଥିବାବେଳେ ବରର ଜେଜେବାପାଙ୍କର ମୃତ୍ୟୁ ହୋଇଥିଲା । ଏଥିପାଇର ବର ପିତାଙ୍କୁ ମୋଟା ରକମର ଜରିମାନା ମଧ୍ୟ କରାଯାଇଥିଲା । (ଏଜେନ୍ସି)

corona marriage
Share. Facebook Twitter LinkedIn Email WhatsApp Copy Link

Related Posts

ନିପୁଣ ଓଡ଼ିଶା ମିଶନ ସମ୍ବନ୍ଧୀୟ ରାଜ୍ୟସ୍ତରୀୟ ସମୀକ୍ଷା ଓ ଦିଗଦର୍ଶନ କର୍ମଶାଳା

February 12, 2026

OSDMA ର ୩୮ତମ ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ

February 12, 2026

ଆଜି ଫେବୃୟାରୀ ୧୨ ତାରିଖ ଗୁରୁବାର ଦିନ ଏହି ରାଶିଗୁଡିକ ହଠାତ ଧନ ପ୍ରାପ୍ତର ସୁଯୋଗ ପାଇବେ

February 12, 2026

ପୁଣି ଆଇଏଏସ ସ୍ତରରେ ଅଦଳବଦଳ, ବାତିଲ ହେଲା ସ୍ମାର୍ଟ ସିଟି ଓ ବିଡିଏ ଉପାଧ୍ୟକ୍ଷ ନିଯୁକ୍ତି

February 11, 2026
Latest News

ନିପୁଣ ଓଡ଼ିଶା ମିଶନ ସମ୍ବନ୍ଧୀୟ ରାଜ୍ୟସ୍ତରୀୟ ସମୀକ୍ଷା ଓ ଦିଗଦର୍ଶନ କର୍ମଶାଳା

February 12, 2026

OSDMA ର ୩୮ତମ ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ

February 12, 2026

ଆଜି ଫେବୃୟାରୀ ୧୨ ତାରିଖ ଗୁରୁବାର ଦିନ ଏହି ରାଶିଗୁଡିକ ହଠାତ ଧନ ପ୍ରାପ୍ତର ସୁଯୋଗ ପାଇବେ

February 12, 2026

ଚିଲିକା: ଭିବି ରାମଜି ଅଧୀନରେ ବ୍ଲକ୍ ସ୍ତରୀୟ ସାଧାରଣ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

February 11, 2026

ପୁଣି ଆଇଏଏସ ସ୍ତରରେ ଅଦଳବଦଳ, ବାତିଲ ହେଲା ସ୍ମାର୍ଟ ସିଟି ଓ ବିଡିଏ ଉପାଧ୍ୟକ୍ଷ ନିଯୁକ୍ତି

February 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.