Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆତସବାଜି ଠାରୁ ଅଧିକ ପ୍ରଦୂଷଣ କରୁଛି ଯାନବାହନ : ସୁପ୍ରିମକୋର୍ଟ
ଆଜିର ଖବର

ଆତସବାଜି ଠାରୁ ଅଧିକ ପ୍ରଦୂଷଣ କରୁଛି ଯାନବାହନ : ସୁପ୍ରିମକୋର୍ଟ

March 12, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
below 6months service ips officer cannot appoint as a dgp, orders supremecourt
below 6months service ips officer cannot appoint as a dgp, orders supremecourt

ଭାରତୀୟ ସୁପ୍ରିମ୍‌କୋର୍ଟ ଦେଶରେ ବଢୁଥିବା ପ୍ରଦୂଷଣ ନେଇ ବୟାନ ଦେଇଛନ୍ତି। ଏହି ମାମଲାରେ କେନ୍ଦ୍ର ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି କୋର୍ଟ। ଦେଶରେ ବଢୁଥିବା ପ୍ରଦୂଷଣ ମାତ୍ରାକୁ ନେଇ ସୁପ୍ରିମ୍‌କୋର୍ଟ କହିଛନ୍ତି ଯେ, ସମସ୍ତେ ବାୟୁ ପ୍ରଦୂଷଣ ପାଇଁ ବାଣ ତଥା ଆତସବାଜି ପଛରେ ପଡ଼ିଥିବାବେଳେ ଅଟୋମୋବାଇଲ୍‌ରୁ ନିର୍ଗତ ଧୂଆଁ ଅଧିକ ପ୍ରଦୂଷଣ କରୁଛି। ବାୟୁ ପ୍ରଦୂଷଣର ମୁଖ୍ୟ କାରଣ ହେଉଛି ଯାନବାହନରୁ ନିର୍ଗତ ଧୂଆଁ। ସୁପ୍ରିମ୍‌କୋର୍ଟର୍ ଏ ସମ୍ପର୍କିତ ତୁଳନାତ୍ମକ ଅଧ୍ୟୟନ ପୂର୍ବକ ଏକ ରିପୋର୍ଟ ଦେବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ବାଣ କାରଖାନ ବନ୍ଦକୁ ନେଇ ମଧ୍ୟ ଶୁଣାଣି କରିଛନ୍ତି ସୁପ୍ରିମ୍‌କୋର୍ଟ। ସୁପ୍ରିମ୍‌କୋର୍ଟ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, କାହାରିକୁ ଭୋକରେ ରହିବାକୁ ଦିଆଯିବ ନାହିଁ । କୌଣସି ବି ପରିସ୍ଥିତିରେ ବେରୋଜଗାରୀକୁ ପ୍ରୋତ୍ସାହନ ଦିଆଯାଇପାରିବ ନାହିଁ । ଯଦି କୌଣସି ଫ୍ୟାକ୍ଟ୍ରି ତଥା କାମକୁ ଲାଇସେନ୍ସ ଦିଆଯାଇଛି, ସେ ଆଇନ୍‌ ଅଧିକାରୀ ପ୍ରାପ୍ତ କରିଛି କାମ କରିବା ପାଇଁ। ଏହି ପରିପ୍ରେକ୍ଷୀରେ ବାଣ କାରଖାନା ଉପରେ ରୋକ ମଧ୍ୟ ଲଗାଯାଇପାରିବ ନାହିଁ । ସୁପ୍ରିମ୍‌କୋର୍ଟର୍ ଏହି ମାମଲାର ଆଗାମୀ ଶୁଣାଣିକୁ ଏପ୍ରିଲ୍‌ ୩ ତାରିଖକୁ ଧାର୍ଯ୍ୟ କରିଛନ୍ତି।

BJP Ads
pollution supremecourt thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ସ୍ବତନ୍ତ୍ର ଶିକ୍ଷକ ପଦବୀ ଅନୁମୋଦନ ପାଇଁ ଆଇନ ମନ୍ତ୍ରୀଙ୍କୁ‌ କୃତଜ୍ଞତା ଜଣାଇଲେ ଓଏସଇଏଫଡ଼ି ସଂଘ

November 2, 2025

ତୃତୀୟ ଟି-୨୦କୁ ୫ ୱିକେଟରେ ଜିତିଲା ଭାରତ: ହୋବାର୍ଟରେ ଅଷ୍ଟ୍ରେଲିଆର ପ୍ରଥମ ବିଜୟ

November 2, 2025

ସହଜ ହେଲା ଆଧାର ଅପଡେଟ୍, ଏବେ ଘରେ ବସି ଅନଲାଇନରେ କରିପାରିବେ ଏହି ସବୁ କାମ  

November 2, 2025

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆପତ୍ତିଜନକ ଭାଷା ବ୍ୟବହାର କରିବା ମହଙ୍ଗା ପଡିଲା: ଅଭିଯୁକ୍ତ ଗିରଫ

November 2, 2025
BJP Ads
Latest News

ସ୍ବତନ୍ତ୍ର ଶିକ୍ଷକ ପଦବୀ ଅନୁମୋଦନ ପାଇଁ ଆଇନ ମନ୍ତ୍ରୀଙ୍କୁ‌ କୃତଜ୍ଞତା ଜଣାଇଲେ ଓଏସଇଏଫଡ଼ି ସଂଘ

November 2, 2025

ତୃତୀୟ ଟି-୨୦କୁ ୫ ୱିକେଟରେ ଜିତିଲା ଭାରତ: ହୋବାର୍ଟରେ ଅଷ୍ଟ୍ରେଲିଆର ପ୍ରଥମ ବିଜୟ

November 2, 2025

ସହଜ ହେଲା ଆଧାର ଅପଡେଟ୍, ଏବେ ଘରେ ବସି ଅନଲାଇନରେ କରିପାରିବେ ଏହି ସବୁ କାମ  

November 2, 2025

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆପତ୍ତିଜନକ ଭାଷା ବ୍ୟବହାର କରିବା ମହଙ୍ଗା ପଡିଲା: ଅଭିଯୁକ୍ତ ଗିରଫ

November 2, 2025

“କୌଣସି ହିଂସା ଗ୍ରହଣୀୟ ନୁହେଁ”: ଦୁଲାରଚାନ୍ଦ ହତ୍ୟା ମାମଲାରେ ସିଇସି ଙ୍କ ଚେତାବନୀ

November 2, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.