Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରିବାରେ କେତେ ଦୂର ସଫଳ ହେବେ ନଓ୍ବାଜ୍‌ : ‘ରାତ୍‌ ଅକେଲୀ’’ର ଟ୍ରେଲର୍‌ ରିଲିଜ୍‌
ଆଜିର ଖବର

ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରିବାରେ କେତେ ଦୂର ସଫଳ ହେବେ ନଓ୍ବାଜ୍‌ : ‘ରାତ୍‌ ଅକେଲୀ’’ର ଟ୍ରେଲର୍‌ ରିଲିଜ୍‌

July 17, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ : ନଓ୍ବାଜଉଦ୍ଦିନ ସିଦ୍ଧିକି ଓ ରାଧିକା ଆପ୍ତେଙ୍କ ଅଭିନୀତ ଫିଲ୍ମ ‘ରାତ୍‌ ଅକେଲୀ ହୈ’ର ଟ୍ରେଲର୍‌ ରିଲିଜ୍‌ ହୋଇଛି । ମର୍ଡର ମିଷ୍ଟ୍ରିର ଏହି ଫିଲ୍ମରେ ନଓ୍ବାଜଉଦ୍ଦିନ୍‌ ଜଣେ ପୋଲିସ୍‌ ଭୂମିକାରେ ନଜର ଆସିଛନ୍ତି । ସସ୍‌ପେନ୍ସର ଭରପୂର ଏହି ଟ୍ରେଲରଟିରେ ଫିଲ୍ମର କାହାଣୀ ଏକ ହତ୍ୟାକାଣ୍ଡକୁ ନେଇ ଗତିଶୀଳ ହୋଇଛି । ଟ୍ରେଲର୍‌ରେ ନଜର ଆସିଥିବା ସମସ୍ତ ଚରିତ୍ର କିଛି ନା କିଛି ଲୁଚାଉଥିବାର ନଜର ଆସୁଛନ୍ତି । ଏହି ଫିଲ୍ମଟି ହଲିଉଡ୍‌ ଫିଲ୍ମ ’ନାଇବସ୍‌ ଆଉଟ୍‌’ ସହ ମେଳ ଖାଉଛି ।ଏହି ଫିଲ୍ମରେ ନଓ୍ବାଜ ଉଦ୍ଦିନ୍‌ ଓ ରାଧିକା ଆପ୍ତେଙ୍କ ସମେତ ସୁଧୀର ମିଶ୍ର ମୁଖ୍ୟ ଚରିତ୍ରରେ ନଜର ଆସିଛନ୍ତି ।

ଫିଲ୍ମର କାହାଣୀ ଅନୁସାରେ ଘରର ମାଲିକ ଠାକୁର ରଘୁବୀର ସିଂଙ୍କ ମୃତ୍ୟୁ ହୋଇ ଯାଉଛି । ତେବେ ପରବର୍ତ୍ତୀ ସମୟରେ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡୁଛି । ଏହି ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରୁଛନ୍ତି ଇନ୍ସପେକ୍ଟର ଜଟିଲ୍‌ ଯାଦବ । ତେବେ ସତରେ କ’ଣ ନଓ୍ବାଜ୍‌ ଏହି କାମରେ ସଫଳତା ପାଉଛନ୍ତି, ତାହା ଦେଖିବାକୁ ଫିଲ୍ମର ରିଲିଜ୍‌ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ।

ଏହି ଫିଲ୍ମଟି ନେଟଫିଲକ୍ସରେ ରିଲିଜ୍‌ ହେବ । ଦେଶରେ କରୋନା ପାଇଁ ଲକ୍‌ଡାଉନ୍‌ ଜାରି ରହିଥିବାବା ଥିଏଟର ଆଦି ବନ୍ଦ ରହିଛି । ଏହି ସମୟରେ ଫିଲ୍ମଗୁଡିକ ଏବେ ଓ୍ବେବ୍‌ ପ୍ଲାଟଫର୍ମରେ ରିଳିଜ୍‌ କରାଯାଉଛି । ତେବେ ନେଟଫିଲକ୍ସରେ ଅନ୍ୟ 15ଟି ଫିଲ୍ମ ରିଲିଜ୍‌ ହେବ ବୋଲି ସୂଚନା ରହିଛି। ଏହି ସୂଚୀରେ ଗୁଞ୍ଜନ ସକ୍ସେସନା : ଦ କାର୍ଗିଲ୍‌ ଗାର୍ଲ, ତୋରବାଜ୍‌, ଏକେ ଭର୍ସେସ୍‌ ଏକେ, ତ୍ରିଭଙ୍ଗା-ତେଢୀ ମେଢୀ କ୍ରେଜୀ, ଲୁଡୋ ସଙ୍ଗ ଅନ୍‌ ସାମିଲ୍‌ ରହିଛି । (ଏଜେନ୍ସି)

radhikaapte
Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦ୍ରୀୟ ବଜେଟ୍: ମେଡିକାଲ୍ ଟୁରିଜିମ୍ ପ୍ରୋତ୍ସାହନ ପାଇଁ ପ୍ରତିଷ୍ଠା ହେବ ୫ ଆଞ୍ଚଳିକ ମେଡିକାଲ୍ ହବ୍

February 1, 2026

କେନ୍ଦ୍ରୀୟ ବଜେଟ୍ ରେ କ୍ରୀଡ଼ା ସାମଗ୍ରୀ ଉତ୍ପାଦନ, ଗବେଷଣା ଏବଂ ନବସୃଜନକୁ ପ୍ରୋତ୍ସାହନ

February 1, 2026

୨୦୨୬ -୨୭ ଆର୍ଥିକ ବର୍ଷ ପାଇଁ ୧୨.୨ ଲକ୍ଷ କୋଟି  ଟଙ୍କା ସାର୍ବଜନୀନ ପୁଞ୍ଜି ବ୍ୟୟ ପ୍ରସ୍ତାବିତ

February 1, 2026

କେନ୍ଦ୍ର ବଜେଟ୍ 2026-27 ର ମୁଖ୍ୟାଂଶ

February 1, 2026
Latest News

କେନ୍ଦ୍ରୀୟ ବଜେଟ୍: ମେଡିକାଲ୍ ଟୁରିଜିମ୍ ପ୍ରୋତ୍ସାହନ ପାଇଁ ପ୍ରତିଷ୍ଠା ହେବ ୫ ଆଞ୍ଚଳିକ ମେଡିକାଲ୍ ହବ୍

February 1, 2026

କେନ୍ଦ୍ରୀୟ ବଜେଟ୍ ରେ କ୍ରୀଡ଼ା ସାମଗ୍ରୀ ଉତ୍ପାଦନ, ଗବେଷଣା ଏବଂ ନବସୃଜନକୁ ପ୍ରୋତ୍ସାହନ

February 1, 2026

୨୦୨୬ -୨୭ ଆର୍ଥିକ ବର୍ଷ ପାଇଁ ୧୨.୨ ଲକ୍ଷ କୋଟି  ଟଙ୍କା ସାର୍ବଜନୀନ ପୁଞ୍ଜି ବ୍ୟୟ ପ୍ରସ୍ତାବିତ

February 1, 2026

କେନ୍ଦ୍ର ବଜେଟ୍ 2026-27 ର ମୁଖ୍ୟାଂଶ

February 1, 2026

ପୂର୍ବ ଭାରତ ସମେତ ଓଡ଼ିଶାର ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ଚଳିତ ବଜେଟ: ଧର୍ମେନ୍ଦ୍ର ପ୍ରଧାନ

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.