Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କରୋନା ପାଇଁ ଅଛୁଆଁ ମୃତଦେହ : ହସ୍ପିଟାଲରେ ପଡିଛି ପୋଲିସ୍‌ ଏସ୍‌ଆଇଙ୍କ ମରଶରୀର
ଆଜିର ଖବର

କରୋନା ପାଇଁ ଅଛୁଆଁ ମୃତଦେହ : ହସ୍ପିଟାଲରେ ପଡିଛି ପୋଲିସ୍‌ ଏସ୍‌ଆଇଙ୍କ ମରଶରୀର

July 25, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଖଲ୍ଲିକୋଟ : କୋଦଳା ହସ୍ପିଟାଲରେ ପଡିଛି ପୋଲିସ୍‌ ଏସ୍‌ଆଇଙ୍କ ମରଶରୀର । ମିଳିଥିବା ସୂଚନା ଅନୁସାରେ ଭଞ୍ଜନଗର କୋର୍ଟରେ କାର୍ଯ୍ୟରତ ଥିବା ପୋଲିସ୍‌ ଏଏସ୍‌ଆଇଙ୍କର ମୃତ୍ୟୁ ହୋଇଛି । କାଲି ମୃତ୍ୟୁ ପରେ କରୋନା ଭୟରେ ମୃତଦେହ ପାଖକୁ କେହି ଯାଉନାହାନ୍ତି । କରୋନା ଭୟରେ ସ୍ଥାନୀୟ ଲୋକେ ବି ମେଡ଼ିକାଲ ଷ୍ଟାଫ୍‌ ପାଖ ମାଡୁ ନାହାନ୍ତି । ଚାରି ଦିନରୁ ଥଣ୍ଡା, କାଶ ଲାଗି ରହିଥିଲା । କାଲି ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ । ଗୁରୁତର ପରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ହସ୍ପିଟାଲରେ ମୃତ୍ୟୁ ହୋଇଥିଲା । ଏପରିକି ପରିବାର କି ସ୍ଥାନୀୟ ଲୋକେ ମୃତଦେହକୁ ଉଠାଉନଥିବାର ଦେଖାଯାଇଛି ।

କରୋନା ଯୋଗୁଁ ମାନବିକତା ହଜି ଯାଇଛି । କୋଭିଡ୍‌ ଯୋଦ୍ଧାଙ୍କୁ ମୃତ୍ୟୁ ପରେ ତାଙ୍କୁ ସମ୍ମାନ ଦିଆଯାଉନାହିଁ । ଏପରିକି ଶ୍ମଶାନରେ ମଧ୍ୟ ଜାଗା ଦେଉନାହାନ୍ତି ଲୋକେ । ନିକଟରେ ଜଣେ ଡାକ୍ତର କୋଭିଡ୍‌‌ ଯୋଦ୍ଧାଙ୍କ ମୃତ୍ୟୁପରେ ତାଙ୍କୁ ଶ୍ମଶାନରେ ଜାଗା ନ ଦେବାର ବିଡମ୍ବନାର ବିଷୟ । କରୋନାକୁ ନେଇ ଲୋକଙ୍କ ମଧ୍ୟରେ ଭୟ ଏବେ ଆମକୁ ଅସଭ୍ୟ କରିଦେଲାଣି ।

କୋଭିଡ୍‌ ଯୋଦ୍ଧା
Share. Facebook Twitter LinkedIn Email WhatsApp Copy Link

Related Posts

“ତୃଷା କେବେ ଉପମୁଖ୍ୟମନ୍ତ୍ରୀ ହେବେ?”: ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ତାତ୍ସଲ୍ୟ କଲେ ଏଆଇଏଡିଏମକେ ବିଧାୟକ 

August 11, 2026

ପୂର୍ବତଟ ରେଳପଥ ପକ୍ଷରୁ ସମ୍ବଲପୁର–ଚର୍ଲାପଲ୍ଲୀ ସ୍ପେଶାଲ୍ ଏକ୍ସପ୍ରେସ୍ ଟ୍ରେନ

August 11, 2026

ଏବେ ଭୋପାଳରେ Gen Z ଆନ୍ଦୋଳନ!: ସରକାରଙ୍କ ନିକଟରେ କଲେ ଏହି ଦାବି

August 11, 2026

ପୂର୍ବତନ ସିରିଆ ରାଷ୍ଟ୍ରପତି ବଶର ଅଲ-ଅସଦଙ୍କୁ ମୃତ୍ୟୁଦଣ୍ଡ: ଜାଣନ୍ତୁ କାରଣ

August 11, 2026
Latest News

“ତୃଷା କେବେ ଉପମୁଖ୍ୟମନ୍ତ୍ରୀ ହେବେ?”: ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ତାତ୍ସଲ୍ୟ କଲେ ଏଆଇଏଡିଏମକେ ବିଧାୟକ 

August 11, 2026

ପୂର୍ବତଟ ରେଳପଥ ପକ୍ଷରୁ ସମ୍ବଲପୁର–ଚର୍ଲାପଲ୍ଲୀ ସ୍ପେଶାଲ୍ ଏକ୍ସପ୍ରେସ୍ ଟ୍ରେନ

August 11, 2026

ଏବେ ଭୋପାଳରେ Gen Z ଆନ୍ଦୋଳନ!: ସରକାରଙ୍କ ନିକଟରେ କଲେ ଏହି ଦାବି

August 11, 2026

ପୂର୍ବତନ ସିରିଆ ରାଷ୍ଟ୍ରପତି ବଶର ଅଲ-ଅସଦଙ୍କୁ ମୃତ୍ୟୁଦଣ୍ଡ: ଜାଣନ୍ତୁ କାରଣ

August 11, 2026

ଭାରତ-ଆଫଗାନିସ୍ତାନ ଟି-୨୦ ସିରିଜ୍ ସୂଚୀ ପ୍ରକାଶିତ: ଜାଣନ୍ତୁ ତାରିଖ

August 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.