Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହାରାଷ୍ଟ୍ରରେ ’ଅପରେସନ୍‌ ଲୋଟସ୍‌’କୁ ନେଇ ଉଦ୍ଧବଙ୍କ ଚେତାବନୀ
ଆଜିର ଖବର

ମହାରାଷ୍ଟ୍ରରେ ’ଅପରେସନ୍‌ ଲୋଟସ୍‌’କୁ ନେଇ ଉଦ୍ଧବଙ୍କ ଚେତାବନୀ

July 26, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ : ଦେଶରେ କରୋନା ସ୍ଥିତି ସଂକଟାପନ୍ନ ରହିଥିବାବେଳେ ରାଜନୀତି ମଧ୍ୟ ବେଶ୍‌ ଚର୍ଚ୍ଚାରେ ରହିଛି । ରାଜସ୍ଥାନରେ ଜାରି ରହିଥିବା ରାଜନୀତି ସଂକଟ ମଧ୍ୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ବୟାନ୍‌ ବେଶ୍‌ ଚର୍ଚ୍ଚାକୁ ଆସିଛି । ଉଦ୍ଧବ କହିଛନ୍ତି ଯେ, କେହି ଯଦି ମୋ ସରକାରକୁ ଭାଙ୍ଗିବାକୁ ଚାହୁଁଛି, ତେବେ ଭାଙ୍ଗୁ । ମୁଁ ଏବେ ଦେଖୁଛି… ଅପେକ୍ଷଶ କାହାକୁ ? ବର୍ତ୍ତମାନ ସରକାର ଭାଙ୍ଗ । ଏ ସରକାର ତିନି ଚକିଆ ବିଶିଷ୍ଟ କିନ୍ତୁ ଏହା ଗରିବଙ୍କ ବାହନ । କିନ୍ତୁ ଏହାର ଷ୍ଟେରିଙ୍ଗ୍‌ ମୋ  ହାତରେ ରହିଛି । ବୁଲେଟ୍‌ ଟ୍ରେନ୍‌ ଓ ରିକ୍ସା ମଧ୍ୟରେ ମୁଁ କେବଳ ରିକ୍ସାକୁ ହିଁ ବାଛିବି ।

ସେ ସର୍ବଦା ଗରିବଙ୍କ ସହ ରହିଛନ୍ତି ଓ ରହିବେ । ଏହି ଭୂମିକା କେବେ ବଦଳିବ ନାହିଁ । ମୁଖ୍ୟମନ୍ତ୍ରୀ ହେବା ପରେ ବୁଲେଟ୍‌ ଟ୍ରେନ୍‌ ପଛରେ ଛିଡା ହେବି ଏପରି ମାନସିକତା ନ ଆଣନ୍ତୁ ବୋଲି ଉଦ୍ଧବ ସ୍ପଷ୍ଟ କରିଛନ୍ତି । ଏହି ଅବସରରେ କେନ୍ଦ୍ର ସରକାର 30-35 ଚକିଆ ବା ରେଳଗାଡି ବୋଲି କଟାକ୍ଷ କରିଛନ୍ତି ଉଦ୍ଧବ । ଅପରପକ୍ଷରେ ମହାରାଷ୍ଟ୍ରରେ ’ଅପରେସନ ଲୋଟସ୍‌’ ବାବଦରେ ଉଦ୍ଧବ କିଛି ଭବିଷ୍ୟବାଣୀ କରିପାରିବେ ନାହିଁ ବୋଲି କହିଛନ୍ତି। (ଏଜେନ୍ସି)

udhavthakery
Share. Facebook Twitter LinkedIn Email WhatsApp Copy Link

Related Posts

NEET ପେପର ଲିକ୍ କୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ କଣ କହିଲେ

May 14, 2026

ଧାନର ଏମଏସପି ବୃଦ୍ଧି

May 14, 2026

ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷାରେ ଡିଏଭି ପୋଖରୀପୁଟର ସଫଳତା

May 13, 2026

ଭୁବନେଶ୍ବରରେ ହେବ ‘କଲରାପତ୍ରିଆ ବାଘ ସଂରକ୍ଷଣ’ ଶୀର୍ଷକ କାର୍ଯ୍ୟକ୍ରମ

May 13, 2026
Latest News

ଆଜି ମଇ ୧୪ ତାରିଖ ବୁଧବାରରେ ଏହି ଛଅଟି ରାଶି ପାଇଁ ରହିଛି ଶୁଭ ଖବର

May 14, 2026

NEET ପେପର ଲିକ୍ କୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ କଣ କହିଲେ

May 14, 2026

ଧାନର ଏମଏସପି ବୃଦ୍ଧି

May 14, 2026

ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷାରେ ଡିଏଭି ପୋଖରୀପୁଟର ସଫଳତା

May 13, 2026

ଭୁବନେଶ୍ବରରେ ହେବ ‘କଲରାପତ୍ରିଆ ବାଘ ସଂରକ୍ଷଣ’ ଶୀର୍ଷକ କାର୍ଯ୍ୟକ୍ରମ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.