ଖୋର୍ଦ୍ଧା ଏସ୍‌ପି ଅଜେୟ ପ୍ରତାପ ସ୍ବାଇଁଙ୍କୁ କରୋନା

Published: Aug 6, 2020, 12:28 pm IST

ଖୋର୍ଦ୍ଧା: ଖୋର୍ଦ୍ଧା ଏସ୍‌ପି ଅଜେୟ ପ୍ରତାପ ସ୍ବାଇଁଙ୍କୁ କରୋନା। ସ୍ବାବ୍‌ ରିପୋର୍ଟ ପଜିଟିଭ୍‌ ଆସିଥିବା ନେଇ ସୂଚନା ଦେଇଛନ୍ତି ଏସ୍‌ପି। ଜିଲ୍ଲା ପୋଲିସ୍‌ ମୁଖ୍ୟାଳୟର ଜଣେ ଷ୍ଟାଫ୍‌ ସଂକ୍ରମିତ ହୋଇଥିଲେ। ସମ୍ପୃକ୍ତ ଷ୍ଟାଫ୍‌ ସଂକ୍ରମିତ ହେବାରୁ ଅନ୍ୟମାନଙ୍କ ସ୍ବାବ୍‌ ନିଆଯାଇଥିଲା। ସ୍ବାବ୍‌ ଟେଷ୍ଟରେ ଏସ୍‌ପିଙ୍କର ପଜିଟିଭ୍‌ ଆସିଥିବା ଜଣାପଡିଥିଲା। ତେବେ ତାଙ୍କର କିଛି ଲକ୍ଷଣ ନଥିଲା ବୋଲି ସୂଚନା ଦେଇଛନ୍ତି ଏସ୍‌ପି।

ସୂଚନାଯୋଗ୍ୟ, ଆଜି ଖୋର୍ଦ୍ଧା ଜିଲ୍ଲାରୁ 220 ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

Related posts