Skip to the content
Menu
ହୋମ
ବିଶେଷ ଖବର
ନିର୍ବାଚନ ଖବର
ରାଜ୍ୟ ଖବର
ଜାତୀୟ ଖବର
ଆଞ୍ଚଳିକ
ସଂସ୍କୃତି
ବ୍ୟବସାୟ
ମନୋରଂଜନ
ଧର୍ମ
ବଜେଟ ୨୦୨୪
More
ଅନ୍ତରାଷ୍ଟ୍ରୀୟ
ଜୀବନ ଶୈଳୀ
ଖେଳ
Download App
The Samikhsya Odia
ENG
Wednesday, Jun 25, 2025 | Last Update : 2:40 PM IST
ହୋମ
ବିଶେଷ ଖବର
ନିର୍ବାଚନ ଖବର
ରାଜ୍ୟ ଖବର
ଜାତୀୟ ଖବର
ଆଞ୍ଚଳିକ
ସଂସ୍କୃତି
ବ୍ୟବସାୟ
ମନୋରଂଜନ
ଧର୍ମ
ବଜେଟ ୨୦୨୪
More
ଅନ୍ତରାଷ୍ଟ୍ରୀୟ
ଜୀବନ ଶୈଳୀ
ଖେଳ
ଆଜିର ଖବର
,
ଜାତୀୟ ଖବର
ଅନଲାଇନ୍ରେ ଦାଖଲ ହେବ ନାମାଙ୍କନ ପତ୍ର, ଜାରି ହେଲା ନିର୍ଦ୍ଦେଶାବଳୀ
Samikhsya Bureau
Published:
Aug 21, 2020, 5:55 pm IST
ବିହାର :
ନିର୍ବାଚନ ଆୟୋଗ ନିର୍ବାଚନ ପାଇଁ ଏକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏହି ନିର୍ଦ୍ଦେଶାବଳୀ ଅନୁସାରେ ବିହାର ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ଅନଲାଇନରେ ଦାଖଲ କରାଯିବ। ଏଥର ପ୍ରାର୍ଥୀମାନେ ଅନଲାଇନରେ ସିକ୍ୟୁରିଟି ମନି ଜମା କରିପାରିବେ ବୋଲି ବିହାର ବିଧାନସଭା ନିର୍ବାଚନ ପାଇଁ ଜାରି ହୋଇଥିବା ଗାଇଡଲାଇନରେ ସୂଚନା ରହିଛି। ଏହା ବ୍ୟତୀତ ପ୍ରାର୍ଥୀଙ୍କୁ ଅନଲାଇନରେ ନାମାଙ୍କନ ଦାଖଲ କରିବାକୁ ପଡିବ।
ନିର୍ବାଚନ ଆୟୋଗର ନିର୍ଦ୍ଦେଶାବଳୀ ଅନୁଯାୟୀ ସର୍ବାଧିକ ପାଞ୍ଚ ଜଣ ଲୋକ ଦ୍ୱାରରୁ ଦ୍ୱାର ପ୍ରଚାର ପାଇଁ ପ୍ରାର୍ଥୀଙ୍କ ସହ ରହିପାରିବେ। ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ସାଧାରଣ ସଭା ଏବଂ ରୋଡ୍ ସୋକୁ ଅନୁମତି ଦିଆଯିବ ବୋଲି ନିର୍ବାଚନ ଆୟୋଗ କହିଛନ୍ତି। ନିର୍ବାଚନ ସମୟରେ କରୋନା ସଙ୍କଟକୁ ଦୃଷ୍ଟିରେ ରଖି ସତର୍କତା ଅବଲମ୍ବନ କରିବାକୁ ନିର୍ବାଚନ ଆୟୋଗ କହିଛନ୍ତି।
ନିର୍ବାଚନ ପ୍ରକ୍ରିୟା ସମୟରେ ଫେସ୍ ମାସ୍କ, ସାନିଟାଇଜର, ଥର୍ମାଲ୍ ସ୍କାନର୍, ଗ୍ଲୋଭସ୍, ପିପିଏ କିଟ୍ ବ୍ୟବହାର କରାଯିବ ଏବଂ ସାମାଜିକ ଦୂରତା ନିୟମ ମଧ୍ୟ ପାଳନ କରାଯିବ।ସେହିପରି ରେଜିଷ୍ଟରରେ ଦସ୍ତଖତ କରିବା ପାଇଁ ଭୋଟରମାନଙ୍କୁ ଗ୍ଲୋଭସ୍ ଯୋଗାଇ ଦିଆଯିବ। ଇଭିଏମ୍ ମେସିନରେ ଭୋଟ୍ ଦେବା ପୂର୍ବରୁ ଭୋଟରଙ୍କୁ ଗ୍ଲୋଭସ୍ ଦିଆଯିବ। ଏହା ବ୍ୟତୀତ, ଭୋଟର ଚିହ୍ନଟ ପ୍ରକ୍ରିୟା ସମୟରେ ଆବଶ୍ୟକସ୍ଥଳେ ପରିଚୟ ପାଇଁ ଫେସ୍ ମାସ୍କକୁ ମଧ୍ୟ ହଟାଇପାରିବେ ବୋଲି ସୂଚନା ରହିଛି । ପୋଷ୍ଟାଲ ବାଲାଟକୁ ଅଧିକ ପ୍ରସାର କରାଯିବ ବୋଲି ସୂଚନା ରହିଛି। (ଏଜେନ୍ସି)
Tags:
biharassemblyelection
,
onlinenominationfiling
Related posts
‘ମୋ କାନ୍ଧରେ ମୋର ତ୍ରିରଙ୍ଗା, ଜୟ ହିନ୍ଦ, ଜୟ ଭାରତ’: ମହାକାଶରୁ ଆସିଲା ଶୁଭାଂଶୁ ଶୁକ୍ଳାଙ୍କ ପ୍ରଥମ ବାର୍ତ୍ତା
ଅକାଳି ନେତା ବିକ୍ରମ ସିଂହ ମଜିଠିଆଙ୍କୁ ଗିରଫ କଲା ପଞ୍ଜାବ ଭିଜିଲାନ୍ସ ବ୍ୟୁରୋ, ୨୫ଟି ସ୍ଥାନରେ ଚଢ଼ାଉ
ରଥଯାତ୍ରା ଶ୍ରଦ୍ଧାଳୁଙ୍କ ସେବାରେ ଭାରତୀୟ ରେଳ: କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
ରଥଯାତ୍ରାରେ ‘ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ’କୁ ବର୍ଜନ କରିବା ପାଇଁ ପରାମର୍ଶ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭାରତକୁ ପରାସ୍ତ କରିବା ପରେ WTC ରାଙ୍କିଙ୍ଗର ଶୀର୍ଷରେ ଇଂଲଣ୍ଡ, ଜାଣନ୍ତୁ ଟିମ୍ ଇଣ୍ଡିଆର ସ୍ଥିତି
ମୋଦୀଙ୍କୁ କାହିଁକି ପ୍ରଶଂସା କରନ୍ତି, ବିଜେପି ରେ ଯୋଗ ଦେବେ କି ଶଶି ଥରୁର?: ସ୍ପଷ୍ଟ କଲେ କଂଗ୍ରେସ ସାଂସଦ
ପାକିସ୍ତାନକୁ ବଡ଼ ଝଟକା!: ଭାରତର ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଧରିଥିବା ପାକ୍ ଅଧିକାରୀ ନିହତ
ବ୍ରହ୍ମପୁରରେ ଦୁଷ୍କର୍ମ ଅଭିଯୋଗରେ ବିଜେପି ନେତା ଗିରଫ, ରାଜନୀତି ସରଗରମ
ମୁହଁ ଖୋଲିଲେ ଦୀପାଳି ଦାସ, ବିଜେପିରେ ଯୋଗ ଦେବା ନେଇ ଚାଲିଥିବା ଚର୍ଚ୍ଚା ଉପରେ କହିଲେ….
ବିଶ୍ଵପ୍ରସିଦ୍ଧ ରଥଯାତ୍ରାକୁ ତ୍ରୁଟି ଶୂନ୍ୟ, ଶୃଙ୍ଖଳିତ ଏବଂ ସୁପରିଚାଳନା ନିମନ୍ତେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ
ଦଶମୂଳ ମୋଦକ ଚୋରୀ ଘଟଣା: ଜାଣନ୍ତୁ କ’ଣ କହିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ?
ରଥଯାତ୍ରାକୁ ସୁନିୟନ୍ତ୍ରିତ ଓ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ