Skip to the content
Menu
ହୋମ
ବିଶେଷ ଖବର
ନିର୍ବାଚନ ଖବର
ରାଜ୍ୟ ଖବର
ଜାତୀୟ ଖବର
ଆଞ୍ଚଳିକ
ସଂସ୍କୃତି
ବ୍ୟବସାୟ
ମନୋରଂଜନ
ଧର୍ମ
ବଜେଟ ୨୦୨୪
More
ଅନ୍ତରାଷ୍ଟ୍ରୀୟ
ଜୀବନ ଶୈଳୀ
ଖେଳ
Download App
The Samikhsya Odia
ENG
Saturday, Nov 23, 2024 | Last Update : 6:48 AM IST
ହୋମ
ବିଶେଷ ଖବର
ନିର୍ବାଚନ ଖବର
ରାଜ୍ୟ ଖବର
ଜାତୀୟ ଖବର
ଆଞ୍ଚଳିକ
ସଂସ୍କୃତି
ବ୍ୟବସାୟ
ମନୋରଂଜନ
ଧର୍ମ
ବଜେଟ ୨୦୨୪
More
ଅନ୍ତରାଷ୍ଟ୍ରୀୟ
ଜୀବନ ଶୈଳୀ
ଖେଳ
ଆଜିର ଖବର
,
ଜାତୀୟ ଖବର
ଅନଲାଇନ୍ରେ ଦାଖଲ ହେବ ନାମାଙ୍କନ ପତ୍ର, ଜାରି ହେଲା ନିର୍ଦ୍ଦେଶାବଳୀ
Samikhsya Bureau
Published:
Aug 21, 2020, 5:55 pm IST
ବିହାର :
ନିର୍ବାଚନ ଆୟୋଗ ନିର୍ବାଚନ ପାଇଁ ଏକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏହି ନିର୍ଦ୍ଦେଶାବଳୀ ଅନୁସାରେ ବିହାର ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ଅନଲାଇନରେ ଦାଖଲ କରାଯିବ। ଏଥର ପ୍ରାର୍ଥୀମାନେ ଅନଲାଇନରେ ସିକ୍ୟୁରିଟି ମନି ଜମା କରିପାରିବେ ବୋଲି ବିହାର ବିଧାନସଭା ନିର୍ବାଚନ ପାଇଁ ଜାରି ହୋଇଥିବା ଗାଇଡଲାଇନରେ ସୂଚନା ରହିଛି। ଏହା ବ୍ୟତୀତ ପ୍ରାର୍ଥୀଙ୍କୁ ଅନଲାଇନରେ ନାମାଙ୍କନ ଦାଖଲ କରିବାକୁ ପଡିବ।
ନିର୍ବାଚନ ଆୟୋଗର ନିର୍ଦ୍ଦେଶାବଳୀ ଅନୁଯାୟୀ ସର୍ବାଧିକ ପାଞ୍ଚ ଜଣ ଲୋକ ଦ୍ୱାରରୁ ଦ୍ୱାର ପ୍ରଚାର ପାଇଁ ପ୍ରାର୍ଥୀଙ୍କ ସହ ରହିପାରିବେ। ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ସାଧାରଣ ସଭା ଏବଂ ରୋଡ୍ ସୋକୁ ଅନୁମତି ଦିଆଯିବ ବୋଲି ନିର୍ବାଚନ ଆୟୋଗ କହିଛନ୍ତି। ନିର୍ବାଚନ ସମୟରେ କରୋନା ସଙ୍କଟକୁ ଦୃଷ୍ଟିରେ ରଖି ସତର୍କତା ଅବଲମ୍ବନ କରିବାକୁ ନିର୍ବାଚନ ଆୟୋଗ କହିଛନ୍ତି।
ନିର୍ବାଚନ ପ୍ରକ୍ରିୟା ସମୟରେ ଫେସ୍ ମାସ୍କ, ସାନିଟାଇଜର, ଥର୍ମାଲ୍ ସ୍କାନର୍, ଗ୍ଲୋଭସ୍, ପିପିଏ କିଟ୍ ବ୍ୟବହାର କରାଯିବ ଏବଂ ସାମାଜିକ ଦୂରତା ନିୟମ ମଧ୍ୟ ପାଳନ କରାଯିବ।ସେହିପରି ରେଜିଷ୍ଟରରେ ଦସ୍ତଖତ କରିବା ପାଇଁ ଭୋଟରମାନଙ୍କୁ ଗ୍ଲୋଭସ୍ ଯୋଗାଇ ଦିଆଯିବ। ଇଭିଏମ୍ ମେସିନରେ ଭୋଟ୍ ଦେବା ପୂର୍ବରୁ ଭୋଟରଙ୍କୁ ଗ୍ଲୋଭସ୍ ଦିଆଯିବ। ଏହା ବ୍ୟତୀତ, ଭୋଟର ଚିହ୍ନଟ ପ୍ରକ୍ରିୟା ସମୟରେ ଆବଶ୍ୟକସ୍ଥଳେ ପରିଚୟ ପାଇଁ ଫେସ୍ ମାସ୍କକୁ ମଧ୍ୟ ହଟାଇପାରିବେ ବୋଲି ସୂଚନା ରହିଛି । ପୋଷ୍ଟାଲ ବାଲାଟକୁ ଅଧିକ ପ୍ରସାର କରାଯିବ ବୋଲି ସୂଚନା ରହିଛି। (ଏଜେନ୍ସି)
Tags:
biharassemblyelection
,
onlinenominationfiling
Related posts
ଆଜି ନଭେମ୍ବର ୨୩ ତାରିଖ ଶନିବାର ଦିନ ସାତୋଟି ରାଶିର ବ୍ୟକ୍ତିମାନଙ୍କ ପାଇଁ ରହିଛି ଖୁସି ଖବର
ରାଷ୍ଟ୍ରପତିଙ୍କ ଦ୍ୱାରା ଦିଲ୍ଲୀରେ ‘ଓଡ଼ିଶା ପର୍ବ -୨୦୨୪’ ଉଦଘାଟିତ
ରାଜ୍ୟସ୍ତରୀୟ ଶହୀଦ ଲକ୍ଷ୍ମଣ ନାଏକଙ୍କ ଜୟନ୍ତୀ ପାଳିତ
ନାସ୍କମ୍ ଟେକ୍ନୋଲୋଜି କନଫ୍ଲୁଏନ୍ସର ଭୁବନେଶ୍ୱର ସଂସ୍କରଣ ଆୟୋଜିତ
ଭାରତ ଓ ଗୁୟାନାକୁ କ୍ରିକେଟ ଅଧିକ ନିକଟତର କରିଛି ଏବଂ ସାଂସ୍କୃତିକ ସମ୍ପର୍କକୁ ଗଭୀର କରିଛି: ପ୍ରଧାନମନ୍ତ୍ରୀ
ଗୁୟାନାରେ ରହୁଥିବା ଭାରତୀୟ ସମାଜକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ
ବିଶ୍ୱ ବ୍ୟାଙ୍କର ‘ଜବ୍ସ ଆଟ୍ ୟୋର୍ ଡୋର୍ ଷ୍ଟେପ୍’ ରିପୋର୍ଟ୍ ଉନ୍ମୋଚିତ
ଗୋଆର ମୀରାମାର ବେଳାଭୂମିରେ ସୁଦର୍ଶନ ପଟ୍ଟନାୟକଙ୍କ ଚମତ୍କାର ବାଲୁକା କଳାକୃତି ପ୍ରଦର୍ଶିତ
ପରିବହନ ଗାଡିରେ ଓଭର ଲୋଡିଙ୍ଗ ବନ୍ଦ ପାଇଁ ଦାବୀ
ସୋଆ କମ୍ୟୁନିଟି ରେଡ଼ିଓ ପକ୍ଷରୁ ‘ଆମର ବରିଷ୍ଠ, ଆମର ଅଭିଯାନ’ କାର୍ଯ୍ୟକ୍ରମ ଆରମ୍ଭ
MVA ସହିତ ବଡ ଖେଳ ଖେଳିବେ କି ଶରଦ ପାୱାର?: ନାରାୟଣ ରାଣେଙ୍କ ଦାବି କଂଗ୍ରେସ-ଉଦ୍ଧବଙ୍କ ବଢାଇଲା ଚିନ୍ତା