Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଟାଙ୍ଗୀ ବ୍ଲକ ନିକଟରେ ସଡ଼କ ଦୁର୍ଘଟଣା : ତିନି ଆହତ
ଆଜିର ଖବର

ଟାଙ୍ଗୀ ବ୍ଲକ ନିକଟରେ ସଡ଼କ ଦୁର୍ଘଟଣା : ତିନି ଆହତ

August 25, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ

ଟାଙ୍ଗୀ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ବ୍ଳକ ଛକ ନିକଟରେ ଏକ ବାଇକ ଦୁର୍ଘଟଣା ଘଟିଯାଇଛି । ସୂଚନା ଅନୁସାରେ ଏକ ବାଇକ ଯୋଗେ ତିନି ଜଣ ଯାଉଥିବା ବେଳେ ଟାଙ୍ଗୀ ବ୍ଳକ ଛକ ନିକଟରେ ଥିବା ହମ୍ପସଟିକୁ ବାଇକ ଚାଳକ ଜଣକ ଡିଆଁଇ ଦେଇଥିଲେ ଯାହା ଫଳରେ ତିନି ଜଣ ବାଇକରେ ବସିଥିବା ତଳେ ପଡିଯାଇଥିଲେ।ଯାହା ଫଳରେ ଦୁଇ ଜଣକଙ୍କର ମୁଣ୍ଡ ଫାଟି ଯାଇଥିବା ବେଳେ ଜଣେ ଆହତ ହୋଇଥିଲେ । ଜଣେ ଯୁବକ ଯାଉଥିବା ବେଳେ ଘଟଣା ଦେଖି ଟାଙ୍ଗୀ ଅଗ୍ନିଶମ ବିଭାଗକୁ ଜଣାଇଥିଲେ ଟାଙ୍ଗୀ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଖବର ଅନୁସାରେ ତିନି ଜଣ ଲୋକ କୌଣସି କାରଣରେ ଗୌରୀଚନ୍ଦ୍ରପୁର ରୁ ବାଣପୁର ସୁନାକେରା ଗ୍ରାମକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଗୁରୁତର ଜଣକ ହେଲେ ୬୫ ବର୍ଷୀୟ  କାଶୀନାଥ ଭୋଳ ଓ ଅନ୍ୟ ଜଣେ ହେଲେ ବାଣପୁର ର ସୁନାକେରା ଗ୍ରାମର ୪୪ ବର୍ଷୀୟ ଆନନ୍ଦ ସାହୁ ବୋଲି ଜଣାପଡିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ପୁରୀ ଗୋବର୍ଦ୍ଧନ ପୀଠ ଓ ସ୍ୱର୍ଗଦ୍ୱାର ବେଳାଭୂମିର ଉନ୍ନତିକରଣ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

August 12, 2026

ଶ୍ରମିକଙ୍କ ପିଲାମାନଙ୍କ ପାଇଁ ଛାତ୍ର ବୃତ୍ତି ପୋର୍ଟାଲରେ ଆବେଦନ ଆହ୍ୱାନ

August 12, 2026

“RSS କୁ ସମସ୍ତ ପାଣ୍ଠି ଯିବା ପାଇଁ ବ୍ୟବସ୍ଥା”: FCRA ବିଲ୍ କୁ ତାଚ୍ଛଲ୍ୟ କଲେ ମହୁଆ ମୋଇତ୍ରା 

August 12, 2026

ପ୍ରଜ୍ଞା ନୃତ୍ୟାୟନର ୧୫ତମ ଗୁରୁଶ୍ରୀ ସମ୍ମାନ ଉତ୍ସବ, ଗୁରୁ ଭାଗୀରଥୀ ମହାପାତ୍ର ସମ୍ମାନିତ

August 12, 2026
Latest News

ପୁରୀ ଗୋବର୍ଦ୍ଧନ ପୀଠ ଓ ସ୍ୱର୍ଗଦ୍ୱାର ବେଳାଭୂମିର ଉନ୍ନତିକରଣ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

August 12, 2026

ଶ୍ରମିକଙ୍କ ପିଲାମାନଙ୍କ ପାଇଁ ଛାତ୍ର ବୃତ୍ତି ପୋର୍ଟାଲରେ ଆବେଦନ ଆହ୍ୱାନ

August 12, 2026

“RSS କୁ ସମସ୍ତ ପାଣ୍ଠି ଯିବା ପାଇଁ ବ୍ୟବସ୍ଥା”: FCRA ବିଲ୍ କୁ ତାଚ୍ଛଲ୍ୟ କଲେ ମହୁଆ ମୋଇତ୍ରା 

August 12, 2026

ପ୍ରଜ୍ଞା ନୃତ୍ୟାୟନର ୧୫ତମ ଗୁରୁଶ୍ରୀ ସମ୍ମାନ ଉତ୍ସବ, ଗୁରୁ ଭାଗୀରଥୀ ମହାପାତ୍ର ସମ୍ମାନିତ

August 12, 2026

କେନ୍ଦ୍ର ବିରୋଧରେ ୨ ଦିନରେ ୨ ଟି ପ୍ରସ୍ତାବ ପାରିତ କଲେ ମୁଖ୍ୟମନ୍ତ୍ରୀ ବିଜୟ: ସମର୍ଥନ କଲା DMK

August 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.