Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟରେ ବର୍ଷାର ପରିମାଣ : ଜାଣନ୍ତୁ କେଉଁଠାରେ କେତେ ବର୍ଷା ହୋଇଛି
ଆଜିର ଖବର

ରାଜ୍ୟରେ ବର୍ଷାର ପରିମାଣ : ଜାଣନ୍ତୁ କେଉଁଠାରେ କେତେ ବର୍ଷା ହୋଇଛି

August 26, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ସମଗ୍ର ରାଜ୍ୟରେ ଭୟଙ୍କର ବର୍ଷା ଲାଗି ରହିଛି । ଆସନ୍ତା ଅଗଷ୍ଟ ୨୮ ତାରିଖ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ  ବିଭାଗ ତରଫରୁ ମିଳିଥିବାସୂଚନା ଅନୁସାରେ ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ ହାରାହାରି  76.6 ମିଲିମିଟିର ବର୍ଷା ହୋଇଛି ।

ନଅଟି ଜିଲ୍ଲାରେ100 ମିଲିମିଟରରୁ ଅଧିକ ବର୍ଷା ହୋଇଛି । ସେହି ଜିଲ୍ଲାଗୁଡିକ ହେଲା – କେନ୍ଦ୍ରାପଡାରେ ସର୍ବାଧିକ 168.3 ମିଲିମିଟିର, ସୁବଣ୍ଣପୁରରେ 162.3 ମିମି, ଜଗତସିଂହପୁରରେ 146.5 ମିମି, ବୌଦ୍ଧରେ 133.3 ମିମି, କେଉଁଝରରୁ 124.8 ମିମି, ମୟୂରଭଞ୍ଜରୁ 122.2ମିମି, ଭଦ୍ରକରୁ 117.0ମିମି, ଯାଜପୁରରୁ 115.0ମିମି ଓ କଟକରୁ 101.9 ମିମି ବର୍ଷା ହୋଇଥିବାର ରେକର୍ଡ କରାଯାଇଛି ।

ସେହିପରି 11ଟି ଜିଲ୍ଲାରେ 50ରୁ 100 ମିଲିମିଟର ମଧ୍ୟରେ ବର୍ଷା ହୋଇଥିବାର ସୂଚନା ଦେଇଛି ପାଣିପାଗ ବିଭାଗ । ଏହି ଜିଲ୍ଲାଗୁଡିକ ମଧ୍ୟରେ ରହିଛି ଦେବଗଡରେ 94.9 ମିଲିମିଟର ବର୍ଷା ହୋଇଥିବାବେଳେ ଅନୁଗୁଳରେ 89.2 ମିଲିମିଟର, ସମ୍ବଲପୁରରେ 87.0 ମିଲିମିଟର, ବାଲେଶ୍ବରରେ 84.3 ମିଲିମିଟିର, ଢେଙ୍କାନାଳରୁ 78.3 ମିଲିମିଟର, ପୁରୀରେ 76.1 ମିଲିମିଟର, କନ୍ଧମାଳରେ 73.0 ମିଲିମିଟର ବର୍ଷା ହୋଇଥିବାବେଳେ ବରଗଡରେ 71.3 ମିଲିମିଟର, ଖୋର୍ଦ୍ଧାରେ 60. 6 ମିଲିମିଟର, ସୁନ୍ଦରଗଡରେ 60.1 ମିଲିମିଟର ଓ ଝାରସୁଗୁଡାରେ 50.9ମିଲିମିଟର ବର୍ଷା ହୋଇଥିବାର ରେକର୍ଡ ହୋଇଛି ।

ସେହିପରି ପାଞ୍ଚଟି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହୋଇଛି । ଏହି ଜିଲ୍ଲାଗୁଡିକରେ 25ମିଲିମିଟରରୁ 50 ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇଥିବାର ରେକର୍ଡହୋଇଛି । ଏହି ପାଞ୍ଚୋଟି ଜିଲ୍ଲା ମଧ୍ୟରେରହିଛି  ବଲାଙ୍ଗିର – 48.1 ମିଲିମିଟର, ନୟାଗଡ- 44.7 ମିଲିମିଟର, କଳାହାଣ୍ଡି- 44.5 ମିଲିମିଟର, ନୂଆପଡା-37.6 ମିଲିମିଟର ଓ ରାୟଗଡାରେ 33.9 ମିଲିମିଟର ବର୍ଷା ହୋଇଛି ।

25ମିଲିମିଟରରୁ କମ୍ ବର୍ଷା ହୋଇଥିବା ଜିଲ୍ଲାଗୁଡିକ ମଧ୍ୟରେ ରହିଛଛି କୋରାପୁଟରେ 23.3 ମିମି, ଗଞ୍ଜାମରେ 16.4 ମିମି, ନବରଙ୍ଗପୁରରୁ 15.3 ମିମି, ଗଜପତିରେ 10.9 ମିମି ବର୍ଷା ଓ ମାଲକାନଗିରିରେ 7.1 ମିମି ବର୍ଷା ହୋଇଛି ।

ଜୁନ୍‌ 1, 2020ରୁ 26 ଅଗଷ୍ଟ 2020 ମଧ୍ୟରେ 6.0% ପ୍ରତିଶତ ଅଧିକ ବର୍ଷା ହୋଇଥିବାର ରେକର୍ଡ କରାଯାଇଛି । ମାଲକାନଗିରି, ଭଦ୍ରକ, କେନ୍ଦ୍ରାପଡା ଓ କଟକରେ 19 ପ୍ରତିଶତ ଅଧିକ ବର୍ଷା ହୋଇଥିବାର ରେକର୍ଡ ହୋଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦ୍ର ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଓ ସମିତିସଭ୍ୟ 

March 15, 2026

ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପ୍ରଭାବ: ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ କଲା CBSE

March 15, 2026

Assembly Elections 2026: ଦେଖନ୍ତୁ ସମସ୍ତ ପାଞ୍ଚଟି ରାଜ୍ୟର ସମ୍ପୂର୍ଣ୍ଣ ନିର୍ବାଚନ କାର୍ଯ୍ୟସୂଚୀ

March 15, 2026

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ: ଦୁଇଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ, ଜାଣନ୍ତୁ କେବେ?

March 15, 2026
Latest News

କେନ୍ଦ୍ର ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଓ ସମିତିସଭ୍ୟ 

March 15, 2026

ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପ୍ରଭାବ: ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ କଲା CBSE

March 15, 2026

Assembly Elections 2026: ଦେଖନ୍ତୁ ସମସ୍ତ ପାଞ୍ଚଟି ରାଜ୍ୟର ସମ୍ପୂର୍ଣ୍ଣ ନିର୍ବାଚନ କାର୍ଯ୍ୟସୂଚୀ

March 15, 2026

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ: ଦୁଇଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ, ଜାଣନ୍ତୁ କେବେ?

March 15, 2026

ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ପଦ୍ମଶ୍ରୀ ପ୍ରଫେସର ହର୍‍ମାନ କୁଲ୍‍କେଙ୍କ ସ୍ମୃତିସଭା

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.