Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାସିଗଲା ଦୁଇଟି ଟ୍ରକ, ଗୋଟିଏ କାର୍‌ : ଦୁଇ ମୃତ
ଆଜିର ଖବର

ଭାସିଗଲା ଦୁଇଟି ଟ୍ରକ, ଗୋଟିଏ କାର୍‌ : ଦୁଇ ମୃତ

August 26, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ଲଗାଣ ବର୍ଷା ଯୋଗୁଁ ନଦୀରେ ଜଳସ୍ତର ବୃଦ୍ଧି ହେବା ସହିତ ରାସ୍ତାରେ ପାଣି ଚାଲୁଛି । ପ୍ରବଳ ବର୍ଷା ଯୋଗୁଁ ଦୁଇଟି ଟ୍ରକ ଓ ଗୋଟିଏ କାର୍‌ ଭାସିଯିବା ସହ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । କରଞ୍ଜିଆରେ ବନ୍ୟା ପାଣିରେ ଟ୍ରକ୍‌ ଭାସିଯାଇଥିବାବେଳେ ଡ୍ରାଇଭରର ମୃତ୍ୟୁ ହୋଇଛି । ଚଢେଇଭଳ ବୈତରଣୀ ନଦୀ ପାଖ ଏକ କଲଭର୍ଟରୁ ଏକ ଟ୍ରକ୍‌ ଭାସିଯାଇଥିବାର ସୂଚନା ରହିଛି । କଲଭର୍ଟ ଉପରେ ପାଣି ଚାଲୁଥିବାବେଳେ ଟ୍ରକ୍‌ ନେବାରୁ ଏହି ଅଘଟଣ ଘଟିଛି ।

ସେହିପରି କେନ୍ଦୁଝରରେ ପ୍ରବଳ ପାଣି ସୁଅରେ ଏକ ଧାନ ବୋଝେଇ ଟ୍ରକ ଭାସିଯାଇଛି । କେନ୍ଦୁଝର ପାଟଣା ଥାନା ସ୍ବାମପାଟଣା ନିକଟରେ ଏହି ଟ୍ରକ୍‌ଟି ଭାସିଯାଇଥିବାବେଳେ ଡ୍ରାଇଭରକୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବାର ସୂଚନା ରହିଛି । ଅପରପକ୍ଷରେ ଆନନ୍ଦପୁର ଜଞ୍ଜାଳି ନିକଟ ଏକ ନାଳରେ ଏକ କାର୍‌ ଭାସିଯାଇଥିବାବେଳେ ନିକଟ ବୁଦାରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଠାବ କରାଯାଇଛି। ପ୍ରବଳ ବର୍ଷା ଯୋଗୁଁ ନାଳରେ କାର୍‌ଟି ଭାସିଯାଇଥିବାର ସୂଚନା ରହିଛି ।

କାର ଟ୍ରକ୍‌
Share. Facebook Twitter LinkedIn Email WhatsApp Copy Link

Related Posts

କେଉଁ ଜିନିଷରେ ସରକାରଙ୍କୁ ସବୁଠୁ ଅଧିକ ଟିକସ ମିଳେ? ଜାଣନ୍ତୁ ଟିକସ ବ୍ୟବସ୍ଥାର ରୋଚକ ହିସାବ

October 6, 2026

Collage Election Rules: କଲେଜ ନିର୍ବାଚନ ପାଇଁ ଜାରୀ ହେଲା ୧୯ ନିୟମ, ନ ମାନିଲେ କଟିବ ପ୍ରାର୍ଥିପତ୍ର

October 6, 2026

ନାଇଜେରିଆରେ ସେନା ବିମାନ ଦୁର୍ଘଟଣା: ୩୨ ମୃତ

October 6, 2026

ଛାତ୍ର ସଂସଦ ନିର୍ବାଚନ: କ୍ୟାମ୍ପସରେ ଅଣଛାତ୍ରଙ୍କ ଅନୁପ୍ରବେଶ ରୋକିବାକୁ DGPଙ୍କ ନିର୍ଦ୍ଦେଶ

October 6, 2026
Latest News

କେଉଁ ଜିନିଷରେ ସରକାରଙ୍କୁ ସବୁଠୁ ଅଧିକ ଟିକସ ମିଳେ? ଜାଣନ୍ତୁ ଟିକସ ବ୍ୟବସ୍ଥାର ରୋଚକ ହିସାବ

October 6, 2026

Collage Election Rules: କଲେଜ ନିର୍ବାଚନ ପାଇଁ ଜାରୀ ହେଲା ୧୯ ନିୟମ, ନ ମାନିଲେ କଟିବ ପ୍ରାର୍ଥିପତ୍ର

October 6, 2026

ନାଇଜେରିଆରେ ସେନା ବିମାନ ଦୁର୍ଘଟଣା: ୩୨ ମୃତ

October 6, 2026

ଛାତ୍ର ସଂସଦ ନିର୍ବାଚନ: କ୍ୟାମ୍ପସରେ ଅଣଛାତ୍ରଙ୍କ ଅନୁପ୍ରବେଶ ରୋକିବାକୁ DGPଙ୍କ ନିର୍ଦ୍ଦେଶ

October 6, 2026

କେରଳ ଯିବାକୁ ପ୍ଲାନ୍ କରୁଛନ୍ତି କି? IRCTCର ୮ ଦିନିଆ ପ୍ୟାକେଜ୍‌ରେ ମିଳିବ ହାଉସବୋଟ୍‌ର ମଜା

October 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.