Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୀବନ-ଜୀବିକାର ସଂଘର୍ଷରେ ସନ୍ତୁଳନ ଲୋଡା- ଏସ୍‌ଆରସି
ଆଜିର ଖବର

ଜୀବନ-ଜୀବିକାର ସଂଘର୍ଷରେ ସନ୍ତୁଳନ ଲୋଡା- ଏସ୍‌ଆରସି

September 7, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ରାଜ୍ୟରେ କରୋନା ମୁକାବିଲାକୁ ନେଇ ଆଜି ଏସ୍‌ଆରସି ସାମ୍ବାଦିକ ସମ୍ମିଳନୀରେ ଜୀବନ ଜୀବିକାର ସଂଘର୍ଷରେ ସନ୍ତୁଳନ ନିତାନ୍ତ ଆବଶ୍ୟକତା ବୋଲି କହିଛନ୍ତି । ଲକ୍‌ଡାଉନ୍‌, ସଟଡାଉନ୍‌ର କୁ ପ୍ରଭାବ ଅର୍ଥନୀତି ଉପରେ ପଡିଛି । ତେଣୁ ଜୀବନ ଓ ଜୀବିକାର ସଂଘର୍ଷରେ ଏକ ସନ୍ତୁଳନର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଏସ୍‌ଆରସି । ତିନୋଟି ଜିନିଷକୁ ମାନିଲେ, ରୋଗ ସଂକ୍ରମଣକୁ କମାଯାଇ ପାରିବ । ସାମାଜିକ ଦୂରତ୍ବ, ମାସ୍କ, ସ୍ବାସ୍ଥ୍ୟ ସଚେତନ ହେଲେ ସଂକ୍ରମଣ ରୋକି ହେବ ବୋଲି କହିଛନ୍ତି ଏସ୍‌ଆରସି ।

ଏବେ ଦୈନିକ ଓଡ଼ିଶାରେ ସାଢ 3 ହଜାର ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । କଟକ ଭୁବନେଶ୍ବରରେ ଦୈନିକ 12 ଶହ ରୋଗୀ ଚିହ୍ନଟ ହେଉଛନ୍ତି । କରୋନା ଭୂତାଣୁ କିଛି କାରଣ ଯୋଗୁଁ ଲୋକଙ୍କ ଦେହରେ ପ୍ରବେଶ କରୁଛି । କେଉଁ କାରଣ ଯୋଗୁଁ ପଶୁଛି, ତାହାର କାରଣ ଓ ପ୍ରତିକାର ନ କଲେ ସଂକ୍ରମଣ ଲାଗିରହିବ । ଏଥିପ୍ରତି ଦୃଷ୍ଟି ଦିଆଯିବା ଅତ୍ୟନ୍ତ ଆବଶ୍ୟକ । କିଛି ଲୋକ କଟକଣା ମାନୁନାହାନ୍ତି, ଦାୟିତ୍ବହୀନ ଭାବେ କାମ କରୁଛନ୍ତି ।  ଆମେ ନିଜେ ନିୟମ ମାନିବା ସହ ଖିଲାପକାରୀଙ୍କୁ ତାଗିଦ କରିବାକୁ ପଡିବ । ଆମକୁ ଯେମିତି ହେଲେ କୋଭିଡ୍‌ ସଂକ୍ରମଣ ହ୍ରାସ କରିବାକୁ ପଡିବ । ସଂକ୍ରମଣ କମିବା ପାଇଁ ସମେସ୍ତ ପ୍ରଚେଷ୍ଟା କରିବା ଆବଶ୍ୟକତା ରହିଛି ।ପ୍ରତି ସପ୍ତାହରେ ନୂଆ ହସ୍ପିଟାଲ ହେଉଛି, ଟେଷ୍ଟିଂ ଲ୍ୟାବ୍‌ କରାଯାଉଛି ।

ସୂଚନାଯୋଗ୍ୟ, ରାଜ୍ୟରେ ଏବେ କରେନା ଟେଷ୍ଟିଂ ବଢିଥିବାବେଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ବିଶେଷକରି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏଥିପାଇଁ ଖୋର୍ଦ୍ଧା ଜିଲ୍ଲାପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଉଛି । (ଏଜେନ୍ସି)

 

Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ପୁଲିସରେ ଗଠନ ହେବ ୩ ନୂଆ ବିଭାଗ

August 12, 2026

ରାଜ୍ୟ କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି: ୬ ବିଭାଗର ୧୦ ପ୍ରସ୍ତାବକୁ ମଞ୍ଜୁରୀ, ପେପରଲେସ୍‌ ହେବ ସରକାରୀ କାର୍ଯ୍ୟାଳୟ

August 12, 2026

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର CDAO

August 12, 2026

Urdu Poets’ Conference: ଭୁବନେଶ୍ବରରେ ଆୟୋଜିତ ହେଲା ଉର୍ଦ୍ଦୁ କବି ସମ୍ମିଳନୀ

August 12, 2026
Latest News

ଗ୍ରାମୀଣ ଜ୍ଞାନ ସେତୁ ଆପର ଶୁଭାରମ୍ଭ କଲେ ଅମିତ ଶାହ

August 12, 2026

ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଆତ୍ମଜୀବନୀ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

August 12, 2026

ଓଡ଼ିଶା ପୁଲିସରେ ଗଠନ ହେବ ୩ ନୂଆ ବିଭାଗ

August 12, 2026

ବେଲୁଚିସ୍ତାନରେ ପାକିସ୍ତାନୀ ସେନାର ନରସଂହାର: ୯ ଶିଶୁ ଓ ୭ ମହିଳାଙ୍କ ସମେତ ୨୮ ମୃତ

August 12, 2026

ରାଜ୍ୟ କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି: ୬ ବିଭାଗର ୧୦ ପ୍ରସ୍ତାବକୁ ମଞ୍ଜୁରୀ, ପେପରଲେସ୍‌ ହେବ ସରକାରୀ କାର୍ଯ୍ୟାଳୟ

August 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.