Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବଲାଙ୍ଗିର ସହ ବଦଳିଲେ ଚାରୋଟି ଜିଲ୍ଲାର ଜିଲ୍ଲାପାଳ, ଜାଣନ୍ତୁ କେଉଁ ଜିଲ୍ଲାରେ କାହାକୁ ଦିଆଗଲା ଦାୟିତ୍ବ
ବିଶେଷ ଖବର

ବଲାଙ୍ଗିର ସହ ବଦଳିଲେ ଚାରୋଟି ଜିଲ୍ଲାର ଜିଲ୍ଲାପାଳ, ଜାଣନ୍ତୁ କେଉଁ ଜିଲ୍ଲାରେ କାହାକୁ ଦିଆଗଲା ଦାୟିତ୍ବ

September 9, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
ବଲାଙ୍ଗିର ସହ ବଦଳିଲେ ଚାରୋଟି ଜିଲ୍ଲାର ଜିଲ୍ଲାପାଳ, ଜାଣନ୍ତୁ କେଉଁ ଜିଲ୍ଲାରେ କାହାକୁ ଦିଆଗଲା ଦାୟିତ୍ବ

ଭୁବନେଶ୍ୱର, ଆଜି ରାଜ୍ୟ ସରକାର 4ଟି ଜିଲ୍ଲାର ଜିିଲ୍ଲାପାଳ ସହିତ 12 ଜଣ ଆଇଏଏସଙ୍କୁ ଅଦଳବଦଳି କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତି ଅନୁସାରେ ଯେଉଁ ବଦଳି ହୋଇଛି ତାହା ହେଲା

1-ରଞ୍ଜନ କୁମାର ଦାସ-ଓଡିଶା ଭାଷା, ସାହିତ୍ୟ ସଂସ୍କୃତି ବିଭାଗର ଅତିରିକ୍ତ ସଚିବ

2- ଅରବିନ୍ଦ ଡାକୁଆ- ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ

3- ମଧୁସ୍ମିତା ସାହୁ-ଜଳସମ୍ପଦ ବିଭାଗର ଉପସଚିବ

4-ଚଞ୍ଚଳ ରଣା-ବଲାଙ୍ଗିର ଜିଲ୍ଲାପାଳ

5-ଚକ୍ରବର୍ତ୍ତୀ ସିଂହ ରାଠୋର- ଯାଜପୁର ଜିଲ୍ଲାପାଳ

6-ସିଦ୍ଧାର୍ଥ ଶେଖର ସ୍ୱାଇଁ- ଅନୁଗୁଳ ଜିଲ୍ଲାପାଳ

7-ସ୍ୱାଧା ଦେବ ସିଂହ- ନୂଆପଡା ଜିଲ୍ଲାପାଳ

8-ମନୋଜ କୁମାର ମହାନ୍ତି- ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ଅତିରିକ୍ତ ସଚିବ

9-ଦତ୍ତାତ୍ରେୟ ବି ସିଂଧେ-ଗଞ୍ଜାମ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ

10-ସିଧେଶ୍ୱର ବାଲିରାମ ବୋନ୍ଦାର-ବ୍ରହ୍ମପୁର ମହାନଗର ନିଗମ କମିଶନର

11-କିର୍ଥୀ ଭାସନ- ବ୍ରହ୍ମପୁର ଉପଜିଲ୍ଲାପାଳ

12-ଜେ ସୋନାଲ- ଗୁଣୁପୁର ଉପଜିଲ୍ଲାପାଳ

IAS Transfor ଆଇଏଏସ ଅଦଳବଦଳ
Share. Facebook Twitter LinkedIn Email WhatsApp Copy Link

Related Posts

ସୁନାର ଚମକ କମିଛି ନା ବଢିଛି?: ଜାଣନ୍ତୁ ଆଜିର ରୂପା ମୂଲ୍ୟ

May 31, 2026

ଭୁବନେଶ୍ବରରେ ଆୟୋଜିତ ଚନ୍ଦନ ଉତ୍ସବରେ ଯୋଗ ଦେଇ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଲେ..

May 31, 2026

ହାଇୱା ଧକ୍କାରେ ଯୁବକ ମୃତ : ରାସ୍ତା ଅବରୋଧ

May 31, 2026

ବଦଳିଲେ ବାରଙ୍ଗ ଥାନା ଆଇଆଇସି

May 31, 2026
Latest News

ଅଭିଷେକ ବାନାର୍ଜୀଙ୍କ ପରେ ମମତା ବାନାର୍ଜୀଙ୍କ ଆଉ ଜଣେ ଘନିଷ୍ଠ ସହଯୋଗୀ ଉପରେ ଆକ୍ରମଣ

May 31, 2026

ସୁନାର ଚମକ କମିଛି ନା ବଢିଛି?: ଜାଣନ୍ତୁ ଆଜିର ରୂପା ମୂଲ୍ୟ

May 31, 2026

NLC RIL MoU: ଗୁଜୁରାଟରେ ଭୂତଳ ଗ୍ୟାସିଫିକେସନ ପାଇଁ ଏନଏଲସି ଓ ଆରଆଇଏଲ ମଧ୍ୟରେ ଚୁକ୍ତି

May 31, 2026

ମରାଠା ସଂରକ୍ଷଣ ଆନ୍ଦୋଳନ ମଧ୍ୟରେ ମନୋଜ ଜରାଙ୍ଗେଙ୍କ ବିଗିଡ଼ିଲା ସ୍ବାସ୍ଥ୍ୟ: ଭାଙ୍ଗିଲେ ଅନଶନ

May 31, 2026

ଭୁବନେଶ୍ବରରେ ଆୟୋଜିତ ଚନ୍ଦନ ଉତ୍ସବରେ ଯୋଗ ଦେଇ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଲେ..

May 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.