Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 79ହଜାର 722ରେ ପହଞ୍ଚିଲା
ଆଜିର ଖବର

ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 79ହଜାର 722ରେ ପହଞ୍ଚିଲା

September 14, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ଦେଶରେ କରୋନା ସ୍ଥିତି ଅଣାୟତ୍ତ ରହିଛି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଦିନକରେ 92 ହଜାର 71 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାସ୍ଥଳେ 1ହଜାର136ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 48 ଲକ୍ଷ 46 ହଜାର 428କୁ ବୃଦ୍ଧି ହୋଇଥିବାବେଳେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା 79 ହଜାର 722 ରେ ପହଞ୍ଚିଛି । ସେହିପରି ଦେଶରେ ଏବେ ସୁଦ୍ଧା ମୋଟ୍‌ ଆକ୍ଟିଭ୍‌ କେସ୍‌ 9 ଲକ୍ଷ 86 ହଜାର 598ରେ ପହଞ୍ଚିଥିବାବେଳେ ସୁସ୍ଥଙ୍କ ସଂଖ୍ୟା 37 ଲକ୍ଷ 80 ହଜାର 107ରେ ପହଞ୍ଚିଛି ।

8ଟି ରାଜ୍ୟରେ କରୋନା ମାମଲା ସର୍ବାଧିକ ରହିଥିବାର ସୂଚନାରହିଛି ।

ମହାରାଷ୍ଟ୍ରରେ ମୋଟ୍‌ କରୋନା ମାମଲା ଦଶ ଲକ୍ଷ 60 ହଜାର 308 ରହିଥିବାବେଳ ସୁସ୍ଥ ହୋଇଛନ୍ତି 7 ଲକ୍ଷ 40 ହଜାର 61 ଜଣ । ସେହିପରି ଏଠାରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି 29 ହଜାର 531ଜଣ । ସେହିପରିକର୍ଣ୍ଣାଟକରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 4ଲକ୍ଷ 59 ହଜାର 445 ଥିବାବେଳେ ମୃତ୍ୟୁବରଣ କରିଛନ୍ତି 7 ହଜାର 265ଜଣ । ଆନ୍ଧ୍ରପ୍ରଦେଶରେ 5ଲକ୍ଷ 67 ହଜାର 123ଜଣ ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁବରଣ କରିଛନ୍ତି 4 ହଜାର 912 ଜଣ । ଦିଲ୍ଲୀରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 2 ଲକ୍ଷ 18 ହଜାର 304 ରହିଥିବାବେଳେ ମୃତ୍ୟୁ ସଂଖ୍ୟା 4 ହଜାର 744ରେ ପହଞ୍ଚିଛି । ଗୁଜୁରାଟରେ ମୋଟ୍‌ସଂକ୍ରମିତଙ୍କ ସଂଖ୍ୟା 1 ଲକ୍ଷ 13 ହଜାର 662ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା 3 ହଜାର 213 ରହିଛି । ତାମିଲନାଡୁରେ 5 ଲକ୍ଷ2ହଜାର 759 ମୋଟ୍‌ ମାମଲା ଥିବାବେଳେ ମୃତ୍ୟୁବରଣ କରିଛନ୍ତି 8 ହଜାର 381 ଜଣ । ସେହିପରି ପଶ୍ଚିମବଙ୍ଗରେ 2 ଲକ୍ଷ 2ହଜାର 708 ମାମଲା ଥିବାବେଳେ ମୃତକଙ୍କ ସଂଖ୍ୟା 3 ହଜାର 945 ରହିଛି । ଉତ୍ତରପ୍ରଦେଶରେ 3 ଲକ୍ଷ 12 ହଜାର 36 ଆକ୍ରାନ୍ତ ଥିବାବେଳେ 4 ହଜାର 429ଜଣଙ୍କର ମୃତ୍ୟୁ ହୋଇଛି।

ଆଇସିଏମ୍‌ଆର ସୂଚନା ଅନୁସାରେ ରବିବାର ଦିନଦେଶରେ 9 ଲକ୍ଷ 78 ହଜାର 500 ନମୁନା ପରୀକ୍ଷା କରାଯାଇଥିବାବେଳେ ଦେଶରେ ମୋଟ୍‌ ଟେଷ୍ଟ ସଂଖ୍ୟା 5 କୋଟି 72 ଲକ୍ଷ 39 ହଜାର 428ରେ ପହଞ୍ଚିଛି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଏହି ବ୍ୟାଙ୍କ ଗ୍ରାହକମାନଙ୍କୁ ଝଟକା: କେବଳ ୧୦,୦୦୦ ଟଙ୍କା ଉଠାଣ ସୀମା ସ୍ଥିର କଲା RBI

October 9, 2025

ରାଜସ୍ଥାନରେ ଧର୍ମାନ୍ତରୀକରଣ ଆଇନ ପାସ୍, ଜାଣନ୍ତୁ ଉଲ୍ଲଂଘନ କଲେ କ’ଣ ମିଳିବ ଦଣ୍ଡ?

October 9, 2025

କଫ ସିରପ ଖାଇ ୨୦ ଶିଶୁଙ୍କ ମୃତ୍ୟୁ ପରେ ବଡ଼ କାର୍ଯ୍ୟାନୁଷ୍ଠାନ: ଗିରଫ ହେଲେ କମ୍ପାନୀ ମାଲିକ

October 9, 2025

ପ୍ରଥମ ଥର ଦିନିକିଆ ଖେଳିବା ପାଇଁ ଅଷ୍ଟ୍ରେଲିଆ ଗସ୍ତ କରିବେ ୯ ଖେଳାଳି: ଅଧିନାୟକ ମଧ୍ୟ ସାମିଲ

October 9, 2025
Latest News

ଏହି ବ୍ୟାଙ୍କ ଗ୍ରାହକମାନଙ୍କୁ ଝଟକା: କେବଳ ୧୦,୦୦୦ ଟଙ୍କା ଉଠାଣ ସୀମା ସ୍ଥିର କଲା RBI

October 9, 2025

ରାଜସ୍ଥାନରେ ଧର୍ମାନ୍ତରୀକରଣ ଆଇନ ପାସ୍, ଜାଣନ୍ତୁ ଉଲ୍ଲଂଘନ କଲେ କ’ଣ ମିଳିବ ଦଣ୍ଡ?

October 9, 2025

କଫ ସିରପ ଖାଇ ୨୦ ଶିଶୁଙ୍କ ମୃତ୍ୟୁ ପରେ ବଡ଼ କାର୍ଯ୍ୟାନୁଷ୍ଠାନ: ଗିରଫ ହେଲେ କମ୍ପାନୀ ମାଲିକ

October 9, 2025

ଶ୍ରୀମୟୀ ମିଶ୍ର ବିଜେପି ନେତାଙ୍କ ସାଥୀରେ ଥିବା ଫଟୋ ହେଲା ଭାଇରାଲ, ଜୋରଦାର ହେଲା ଚର୍ଚ୍ଚା

October 9, 2025

ପ୍ରଥମ ଥର ଦିନିକିଆ ଖେଳିବା ପାଇଁ ଅଷ୍ଟ୍ରେଲିଆ ଗସ୍ତ କରିବେ ୯ ଖେଳାଳି: ଅଧିନାୟକ ମଧ୍ୟ ସାମିଲ

October 9, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.