Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»30ଟି ଜିଲ୍ଲାରୁ 4 ହଜାର 198 ପଜିଟିଭ୍‌: ଜାଣନ୍ତୁ କେଉଁଠି ରହିଛନ୍ତି କେତେ ଆକ୍ରାନ୍ତ
ଆଜିର ଖବର

30ଟି ଜିଲ୍ଲାରୁ 4 ହଜାର 198 ପଜିଟିଭ୍‌: ଜାଣନ୍ତୁ କେଉଁଠି ରହିଛନ୍ତି କେତେ ଆକ୍ରାନ୍ତ

September 14, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ଆଜି 30ଟି ଜିଲ୍ଲାରୁ ମୋଟ୍‌ 4 ହଜାର 198 ପଜିଟିଭ୍‌ ଚିହ୍ନଟ ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ 758 ରହିଥିବାବେଳେ ଅନୁଗୁଳୁରୁ 108, ବାଲେଶ୍ବରରୁ 130, ବରଗଡରୁ 95, ଭଦ୍ରକରୁ 53, ବଲାଙ୍ଗିରରୁ 197, ବୌଦ୍ଧରୁ 19, କଟକରୁ 367, ଦେବଗଡରୁ 34, ଢେଙ୍କାନାଳରୁ 80, ଗଜପତିରୁ 14, ଗଞ୍ଜାମରୁ 44, ଜଗତସିଂହପୁରରୁ 97, ଯାଜପୁରରୁ 156, ଝାରସୁଗୁଡାରୁ 95, କଳାହାଣ୍ଡିରୁ 93, କନ୍ଧମାଳରୁ 78, କେନ୍ଦ୍ରାପଡାରୁ 143, କେଉଁଝରରୁ 63, କୋରାପୁଟରୁ 99, ମାଲକାନଗିରିରୁ 22, ମୟୂରଭଞ୍ଜରୁ 133, ନବରଙ୍ଗପୁରରୁ 98, ନୟାଗଡରୁ 43, ନୂଆପଡାରୁ 116, ପୁରୀରୁ 310, ରାୟଗଡାରୁ 136, ସମ୍ବଲପୁରରୁ 130, ସୋନପୁରରୁ 74, ସୁନ୍ଦରଗଡରୁ 195 ଜଣ ରହିଛନ୍ତି । ସେହିପରି ଷ୍ଟେଟପୁଲ୍‌ରୁ218 ଜଣ ରହିଥିବାର ରାଜ୍ୟ ସୂଚନା ଓ  ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ବନସ୍ତେ ଡାକିଲା ଗଜ, ଆସିଲା ପହିଲି ରଜ…..

June 14, 2026

ସ୍କୁଲ ଛୁଟି ବୃଦ୍ଧି କରାଯାଉ: ଓଷ୍ଟା

June 14, 2026

ବ୍ରିକ୍ସ ଏଜେଣ୍ଡାର କେନ୍ଦ୍ରବିନ୍ଦୁରେ କୃଷକ

June 14, 2026

ନାବାଳିକାକୁ ଦୁଷ୍କର୍ମ ଅଭିଯୁକ୍ତ କୋର୍ଟ ଚାଲାଣ

June 14, 2026
Latest News

‘ପ୍ରତିରୋଧ ହିଁ ସବୁଠାରୁ ବଡ଼ ଅସ୍ତ୍ର’: ଇଣ୍ଡିଆ ମେଣ୍ଟକୁ ରାହୁଲଙ୍କ ବାର୍ତ୍ତା

June 14, 2026

ବନସ୍ତେ ଡାକିଲା ଗଜ, ଆସିଲା ପହିଲି ରଜ…..

June 14, 2026

ସ୍କୁଲ ଛୁଟି ବୃଦ୍ଧି କରାଯାଉ: ଓଷ୍ଟା

June 14, 2026

ବ୍ରିକ୍ସ ଏଜେଣ୍ଡାର କେନ୍ଦ୍ରବିନ୍ଦୁରେ କୃଷକ

June 14, 2026

ନାବାଳିକାକୁ ଦୁଷ୍କର୍ମ ଅଭିଯୁକ୍ତ କୋର୍ଟ ଚାଲାଣ

June 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.