Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ବରରେ ପହଞ୍ଚିଲେ କେନ୍ଦ୍ରୀୟ ଟିମ୍‌ : ବନ୍ୟା ପ୍ରଭାବିତ ଅଞ୍ଚଳରେ କ୍ଷୟକ୍ଷତି ଅନୁଧ୍ୟାନ କରିବେ
ଆଜିର ଖବର

ଭୁବନେଶ୍ବରରେ ପହଞ୍ଚିଲେ କେନ୍ଦ୍ରୀୟ ଟିମ୍‌ : ବନ୍ୟା ପ୍ରଭାବିତ ଅଞ୍ଚଳରେ କ୍ଷୟକ୍ଷତି ଅନୁଧ୍ୟାନ କରିବେ

September 16, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର :  ବନ୍ୟା ପ୍ରଭାବିତ ଅଞ୍ଚଳରେ କ୍ଷୟକ୍ଷତି ଅନୁଧ୍ୟାନ କରିବାକୁ କେନ୍ଦ୍ରୀୟ ଟିମ ଓଡ଼ିଶା ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି।  ଭାରତ ସରକାରଙ୍କ କେନ୍ଦ୍ର ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବଙ୍କ ନେତୃତ୍ୱରେ 6 ଜଣିଆ କେନ୍ଦ୍ରୀୟ ଟିମ୍‍ ଦୁଇଦିନିଆ ଗସ୍ତରେ ଓଡ଼ିଶା ଆସିଛନ୍ତି। ଉକ୍ତ ପ୍ରତିନିଧି ଦଳ ଅଗଷ୍ଟରେ ଓଡ଼ିଶାରେ ଦେଖାଦେଇଥିବା ବନ୍ୟା ବିଭୀଷିକା ଓ ଏହାଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳ ବୁଲିଦେଖିବେ।  ବନ୍ୟା କ୍ଷତିଗ୍ରସ୍ତ ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଓ ପୁରୀ ଜିଲ୍ଲା ଯିବେ । ବନ୍ୟା ପ୍ରଭାବିତ ଚାରିଟି ଜିଲ୍ଲାକୁ 2ଟି ଟିମ୍‌ରେ ଅଲଗା ଅଲଗା ଗସ୍ତ କରିବେ। ଗୋଟିଏ ଟିମ୍‌ ଭଦ୍ରକ, ଯାଜପୁର ଯିବେ ଅନ୍ୟ ଟିମ୍‌ କେନ୍ଦ୍ରାପଡା ଓ ପୁରୀ ଯିବେ ।

ଏହି ପ୍ରତିନିଧି ଦଳରେ କୃଷି ଓ କୃଷକ କଲ୍ୟାଣ, ଜଳସମ୍ପଦ, ସଡ଼କ ପରିବହନ ଓ ରାଜପଥ, ଗ୍ରାମ୍ୟ ଉନ୍ନୟନ ଓ ଅର୍ଥ ମନ୍ତ୍ରାଳୟର ଅଧିକାରୀ ଅଛନ୍ତି। ଯୋଗଦେବେ। ପ୍ରତିନିଧି ଦଳ 17ତାରିଖ ରାତିରେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।

କେନ୍ଦ୍ରୀୟ ଟିମ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ଶ୍ରୀମୟୀ ମିଶ୍ର ବିଜେପି ନେତାଙ୍କ ସାଥୀରେ ଥିବା ଫଟୋ ହେଲା ଭାଇରାଲ, ଜୋରଦାର ହେଲା ଚର୍ଚ୍ଚା

October 9, 2025

ପ୍ରଥମ ଥର ଦିନିକିଆ ଖେଳିବା ପାଇଁ ଅଷ୍ଟ୍ରେଲିଆ ଗସ୍ତ କରିବେ ୯ ଖେଳାଳି: ଅଧିନାୟକ ମଧ୍ୟ ସାମିଲ

October 9, 2025

ବିଜେଡି କଲା ବଡ ଘୋଷଣା, ଏଗାର ଜଣ ନେତାଙ୍କୁ ଦେଲା ନୂଆ ଦାୟିତ୍ବ, ଜାଣନ୍ତୁ ସେମାନେ କିଏ

October 9, 2025

ଅକ୍ଟୋବର ୯ ତାରିଖ: ଗୁରୁବାର ଦିନ ଆପଣଙ୍କ ପାଇଁ କ’ଣ ଆଣିଛି, ପଢନ୍ତୁ ଆପଣଙ୍କର ରାଶିଫଳ

October 9, 2025
Latest News

ଶ୍ରୀମୟୀ ମିଶ୍ର ବିଜେପି ନେତାଙ୍କ ସାଥୀରେ ଥିବା ଫଟୋ ହେଲା ଭାଇରାଲ, ଜୋରଦାର ହେଲା ଚର୍ଚ୍ଚା

October 9, 2025

ପ୍ରଥମ ଥର ଦିନିକିଆ ଖେଳିବା ପାଇଁ ଅଷ୍ଟ୍ରେଲିଆ ଗସ୍ତ କରିବେ ୯ ଖେଳାଳି: ଅଧିନାୟକ ମଧ୍ୟ ସାମିଲ

October 9, 2025

ବିଜେଡି କଲା ବଡ ଘୋଷଣା, ଏଗାର ଜଣ ନେତାଙ୍କୁ ଦେଲା ନୂଆ ଦାୟିତ୍ବ, ଜାଣନ୍ତୁ ସେମାନେ କିଏ

October 9, 2025

ଭାରତରେ ଗୁଗୁଲର 88,730 କୋଟିର ବିପୁଳ ନିବେଶ: ପ୍ରତିବର୍ଷ ସୃଷ୍ଟି ହେବ ଲକ୍ଷାଧିକ ନୂତନ ନିଯୁକ୍ତି

October 9, 2025

“ଭାରତ ସହିତ ସମ୍ପର୍କକୁ ଶୀଘ୍ର ସୁଧାରନ୍ତୁ’: ଟ୍ରମ୍ପଙ୍କୁ ଚିଠି ଲେଖିଲେ ୧୯ ଆମେରିକୀୟ ସାଂସଦ

October 9, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.