ରାଜ୍ୟରେ ହଜାରେ ଟପିଲା ପ୍ଲାଜମା : ରାଜ୍ୟ ସ୍ବାସ୍ଥ୍ୟ ବିଭାଗ

Published: Sep 17, 2020, 10:40 am IST

ଭୁବନେଶ୍ବର : ରାଜ୍ୟରେ ପ୍ଲାଜମା ଥେରାପୀ ହଜାରରେ ଅତକ୍ରିମ ପଂହଚିଛି । ଟ୍ୱିଟ କରି ସ୍ୱାସ୍ଥ୍ୟ ବିଭାଗ ଏହି ସୂଚନା ଦେଇଛି । ଗୁରୁତର କରୋନା ରୋଗୀଙ୍କ ଦେହରେ ଏହି ପ୍ଲାଜମା ଥେରାପୀ ପ୍ରୟୋଗ ଏକପ୍ରକାର ସଫଳ ସାବ୍ୟସ୍ତ ହୋଇଛି । ଦିଲ୍ଲୀରେ ପ୍ରଥମେ ଏହି ପ୍ଲାଜମା ଥେରାପୀ ଆରମ୍ଭ ହୋଇଥିଲା । ଏହାପରେ ରାଜ୍ୟରେ ଏସସିବିରେ ପ୍ରଥମ ଥର ଲାଗି ପ୍ଲାଜମା ଥେରାପି ଆରମ୍ଭ ହୋଇଥିଲା । ବର୍ତ୍ତମାନ ରାଜ୍ୟର ସବୁ ସରକାରୀ ଓ ଘରୋଇ ମେଡିକାଲରେ ଏହି ପ୍ଲାଜମା ଥେରାପୀ ଉପଲବ୍ଧ ହେଉଛି।

Related posts