Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଜଣେ ସିନେମା ଷ୍ଟାଇଲରେ ଆସି ଭୁବନେଶ୍ବରର ଏକ ବ୍ୟାଙ୍କରୁ ଲୁଟି ନେଲା 10 ଲକ୍ଷ ଟଙ୍କା
ଅପରାଧ

ଜଣେ ସିନେମା ଷ୍ଟାଇଲରେ ଆସି ଭୁବନେଶ୍ବରର ଏକ ବ୍ୟାଙ୍କରୁ ଲୁଟି ନେଲା 10 ଲକ୍ଷ ଟଙ୍କା

September 29, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
Gun point. (File Photo: IANS)

ଭୁବନେଶ୍ବର, ଦିନକୁ ଦିନ ଦୁର୍ବତମାନେ କମିଶନରେଟ ପୋଲିସକୁ ଚ୍ୟାଲେଞ୍ଜ ଦେବାରେ ଲାଗିଛନ୍ତି। ଦିନ ଦ୍ବିପହରେ ସେମାନେ ବ୍ୟାଙ୍କରୁ ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଏହିପରି ଏକ ଘଟଣା ଭୁବନେଶ୍ବରର ମଞ୍ଚେଶ୍ବର ଥାନା ଅଞ୍ଚଳରେ ଘଟିଛି। ବରିମୁଣ୍ଡର ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ ଜଣେ ବନ୍ଧୁକ ଦେଖାଏ 10 ଲକ୍ଷ ଟଙ୍କା ଦିନରେ ଲୁଟି ନେଇଛି।

ଘଟଣାଟି ହେଲା ଗତକାଲି ଦ୍ବିପ୍ରହରରେ ଜଣେ ବ୍ୟକ୍ତି ଏକ ମୋଟର ସାଇକେଲରେ ଆସି ବ୍ୟାଙ୍କ ଆଗରେ ରଖିଲା। ହେଲମେଟ ପିନ୍ଧି ବ୍ୟାଙ୍କ ଭିତରେ ପଶିବାକୁ ଉଦ୍ୟମ କଲା। ହେଲେ ସଠାରେ ଥିବା ସିକ୍ୟୁରିଟ ଲଞ୍ଚ ଟାଇମ ହୋଇଗଲାଣି ବୋଲି କହି ଯିବାକୁ ଅନୁମତି ଦେଲା ନାହିଁ। ହେଲେ ସେ ଦୁର୍ବତ ତାଙ୍କୁ ଧକ୍କା ମାରି ଭିତରକୁ ପଶିଲା। ଭିତରେ ମାତ୍ର ତିନି ଜଣ ଗ୍ରାହକ ଦୁଇ ଜଣ କର୍ମଚାରୀ ଥିଲେ।

ବ୍ୟାଙ୍କ ଭିତରେ ଦୁର୍ବତ ଦୁଇ ହାତରେ ଦୁଇଟି ବନ୍ଧୁକ କାଢି ବ୍ଲାଙ୍କ ଫାଇରିଂ କଲା। ଫଳରେ ସେଠାରେ ଥିବା ସମସ୍ତେ ଭୟଭିତ ହୋଇପଡିଲେ। ଦୁର୍ବତଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତେ ମୋବାଇଲ ଆଗରେ ଥୋଇ ହାତ ଉପରକୁ ଟେକି ଛିଡା ହେଲେ। ଦୁର୍ବୁତ ବ୍ୟାଙ୍କରେ ଥିବା 10 ଲକ୍ଷ ଟଙ୍କା ଏକ ବ୍ୟାଗରେ ଭର୍ତ୍ତି କରି ପଛୁଆ ଚାଲି ବାହାରିଗଲା।

ଆଖି ପିଛୁଳାକେ ସେ କେଉଁ ଆଡେ ଉଭାନ ହୋଇଗଲା। ପରେ ବ୍ୟାଙ୍କ କର୍ମଚାରୀ ପୋଲିସିକୁ ଫୋନ କରି ଜଣାଇବା ପରେ ଏହାର ତଦନ୍ତ ଆରମ୍ଭ ହୋଇଛି।

BJP Ads
Share. Facebook Twitter LinkedIn Email WhatsApp Copy Link

Related Posts

ଆଫ୍ରିକୀୟ ଦେଶ ମାଲିର ରାଜଧାନୀକୁ ଦଖଲ କରିବ ଅଲକାଏଦା!: ଆତଙ୍କବାଦୀ ହିଂସା ବୃଦ୍ଧି

November 4, 2025

ପରମାଣୁ ବୋମାଠାରୁ ଅଧିକ ବିନାଶକାରୀ ବୋମା ପରୀକ୍ଷା କରିବ ଭାରତ?, ଆତଙ୍କିତ ପାକିସ୍ତାନ!

November 4, 2025

ଭୁବନେଶ୍ୱରରେ ସୁଭଦ୍ରା ଶକ୍ତି ମେଳା: ପାରମ୍ପରିକ ସାମଗ୍ରୀର ବିକ୍ରିରେ ନିୟୋଜିତ ୮୦୦ ମହିଳା

November 4, 2025

ଆଉ ଏକ ବିସ୍ଫୋରଣ କଲେ କଂଗ୍ରେସ ସାଂସଦ: ନବୀନ ପଟ୍ଟନାୟକଙ୍କ ନାମ କହି ଦେଶକୁ ଦେଲେ ବଡ଼ ବାର୍ତ୍ତା

November 4, 2025
BJP Ads
Latest News

ଟିଭିଏସ୍ ମୋଟର୍ସ ସହିତ ବୁଝାମଣାପତ୍ର ସ୍ୱାକ୍ଷର କଲେ ଉତ୍ତରାଖଣ୍ଡ ସରକାର: ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ

November 4, 2025

୩୫ ତମ ଦିନରେ ପହଞ୍ଚିଲା ଆମେରିକା ବନ୍ଦ: ରିପବ୍ଲିକାନ ଏବଂ ଡେମୋକ୍ରାଟଙ୍କ ମଧ୍ୟରେ ଗତିରୋଧ ଜାରି

November 4, 2025

ଆଫ୍ରିକୀୟ ଦେଶ ମାଲିର ରାଜଧାନୀକୁ ଦଖଲ କରିବ ଅଲକାଏଦା!: ଆତଙ୍କବାଦୀ ହିଂସା ବୃଦ୍ଧି

November 4, 2025

୨୦୨୮ ସୁଦ୍ଧା ପ୍ରାୟ ୨୧୬ ଗିଗାୱାଟ୍ ପହଞ୍ଚିବ ଭାରତର ସୌରଶକ୍ତି କ୍ଷମତା

November 4, 2025

ପୁଣି ଥରେ ଟିମ୍ ଇଣ୍ଡିଆ ଜର୍ସିରେ ଦେଖାଯିବେ?: ଦ୍ୱିଶତକୀୟ ପାଳି ଖେଳି ବିପର୍ଯ୍ୟୟ ସୃଷ୍ଟି କଲେ ଏହି ଅଲରାଉଣ୍ଡର

November 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.