Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଜଣେ ସିନେମା ଷ୍ଟାଇଲରେ ଆସି ଭୁବନେଶ୍ବରର ଏକ ବ୍ୟାଙ୍କରୁ ଲୁଟି ନେଲା 10 ଲକ୍ଷ ଟଙ୍କା
ଅପରାଧ

ଜଣେ ସିନେମା ଷ୍ଟାଇଲରେ ଆସି ଭୁବନେଶ୍ବରର ଏକ ବ୍ୟାଙ୍କରୁ ଲୁଟି ନେଲା 10 ଲକ୍ଷ ଟଙ୍କା

September 29, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର, ଦିନକୁ ଦିନ ଦୁର୍ବତମାନେ କମିଶନରେଟ ପୋଲିସକୁ ଚ୍ୟାଲେଞ୍ଜ ଦେବାରେ ଲାଗିଛନ୍ତି। ଦିନ ଦ୍ବିପହରେ ସେମାନେ ବ୍ୟାଙ୍କରୁ ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଏହିପରି ଏକ ଘଟଣା ଭୁବନେଶ୍ବରର ମଞ୍ଚେଶ୍ବର ଥାନା ଅଞ୍ଚଳରେ ଘଟିଛି। ବରିମୁଣ୍ଡର ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ ଜଣେ ବନ୍ଧୁକ ଦେଖାଏ 10 ଲକ୍ଷ ଟଙ୍କା ଦିନରେ ଲୁଟି ନେଇଛି।

ଘଟଣାଟି ହେଲା ଗତକାଲି ଦ୍ବିପ୍ରହରରେ ଜଣେ ବ୍ୟକ୍ତି ଏକ ମୋଟର ସାଇକେଲରେ ଆସି ବ୍ୟାଙ୍କ ଆଗରେ ରଖିଲା। ହେଲମେଟ ପିନ୍ଧି ବ୍ୟାଙ୍କ ଭିତରେ ପଶିବାକୁ ଉଦ୍ୟମ କଲା। ହେଲେ ସଠାରେ ଥିବା ସିକ୍ୟୁରିଟ ଲଞ୍ଚ ଟାଇମ ହୋଇଗଲାଣି ବୋଲି କହି ଯିବାକୁ ଅନୁମତି ଦେଲା ନାହିଁ। ହେଲେ ସେ ଦୁର୍ବତ ତାଙ୍କୁ ଧକ୍କା ମାରି ଭିତରକୁ ପଶିଲା। ଭିତରେ ମାତ୍ର ତିନି ଜଣ ଗ୍ରାହକ ଦୁଇ ଜଣ କର୍ମଚାରୀ ଥିଲେ।

ବ୍ୟାଙ୍କ ଭିତରେ ଦୁର୍ବତ ଦୁଇ ହାତରେ ଦୁଇଟି ବନ୍ଧୁକ କାଢି ବ୍ଲାଙ୍କ ଫାଇରିଂ କଲା। ଫଳରେ ସେଠାରେ ଥିବା ସମସ୍ତେ ଭୟଭିତ ହୋଇପଡିଲେ। ଦୁର୍ବତଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତେ ମୋବାଇଲ ଆଗରେ ଥୋଇ ହାତ ଉପରକୁ ଟେକି ଛିଡା ହେଲେ। ଦୁର୍ବୁତ ବ୍ୟାଙ୍କରେ ଥିବା 10 ଲକ୍ଷ ଟଙ୍କା ଏକ ବ୍ୟାଗରେ ଭର୍ତ୍ତି କରି ପଛୁଆ ଚାଲି ବାହାରିଗଲା।

ଆଖି ପିଛୁଳାକେ ସେ କେଉଁ ଆଡେ ଉଭାନ ହୋଇଗଲା। ପରେ ବ୍ୟାଙ୍କ କର୍ମଚାରୀ ପୋଲିସିକୁ ଫୋନ କରି ଜଣାଇବା ପରେ ଏହାର ତଦନ୍ତ ଆରମ୍ଭ ହୋଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଏନ୍‌ଏସ୍‌ଏପି ଅବଧି ୫ ବର୍ଷ ବୃଦ୍ଧି

October 14, 2026

ସାମ୍ବାଦିକ ଅଧିକୃତୀକରଣ କମିଟି ଗଠନ ପାଇଁ ପ୍ରେସ୍ କାଉନସିଲ୍‌ର ନିର୍ଦ୍ଦେଶ

October 14, 2026

ଓଡ଼ିଶା ପୋଲିସ ଚାକିରି ଆଶାୟୀଙ୍କ ପାଇଁ ଖବର, ୨୯ ତାରିଖ ସୁଦ୍ଧା ଶେଷ କରନ୍ତୁ ଏହି କାମ

October 14, 2026

ଆସିଷ୍ଟାଣ୍ଟ ରେଭେନ୍ୟୁ ଇନ୍ସପେକ୍ଟରଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

October 14, 2026
Latest News

ଇଣ୍ଡିଆସ୍କିଲ୍ସ ୨୦୨୬-୨୭ ପଞ୍ଜୀକରଣ ଅବଧି ଅକ୍ଟୋବର ୧୯ ପର୍ଯ୍ୟନ୍ତ ବୃଦ୍ଧି

October 15, 2026

ରେଳ କର୍ମଚାରୀଙ୍କ ପାଇଁ ୭୮ ଦିନର ଉତ୍ପାଦକତା ଆଧାରିତ ବୋନସ ମଞ୍ଜୁର କଲା କେନ୍ଦ୍ର କ୍ୟାବିନେଟ

October 15, 2026

ଆଜି ଅକ୍ଟୋବର ୧୫ ତାରିଖରେ ଏହି ତିନୋଟି ରାଶିର ବ୍ୟକ୍ତି ହେବେ ଭାଗ୍ୟଶାଳୀ

October 15, 2026

ଏନ୍‌ଏସ୍‌ଏପି ଅବଧି ୫ ବର୍ଷ ବୃଦ୍ଧି

October 14, 2026

Netflixରେ ଛଟେଇ ଝଡ଼! ୧୦୦୦ କର୍ମଚାରୀଙ୍କ ଚାକିରି ଉପରେ ବିପଦ

October 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.