Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ୟୁପିଏରୁ ଅଲଗା ହେଲେ ଉପେନ୍ଦ୍ର କୁଶଓ୍ବାହା : ବିଏସ୍‌ପି ସହ ମିଶି ବିହାର ନିର୍ବାଚନ ଲଢିବେ
ଆଜିର ଖବର

ୟୁପିଏରୁ ଅଲଗା ହେଲେ ଉପେନ୍ଦ୍ର କୁଶଓ୍ବାହା : ବିଏସ୍‌ପି ସହ ମିଶି ବିହାର ନିର୍ବାଚନ ଲଢିବେ

September 29, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
ୟୁପିଏରୁ ଅଲଗା ହେଲେ ଉପେନ୍ଦ୍ର କୁଶଓ୍ବାହା : ବିଏସ୍‌ପି ସହ ମିଶି ବିହାର ନିର୍ବାଚନ ଲଢିବେ

ପାଟନା : ପୂର୍ବ କେନ୍ଦ୍ର ମନ୍ତ୍ରୀ ଓ ଆରଏଲ୍‌ଏସ୍‌ପି ଅଧ୍ୟକ୍ଷ ଉପେନ୍ଦ୍ର କୁଶଓ୍ବାହା ୟୁପିଏ ସହ ସମ୍ପର୍କ ଛିନ୍ନ କରିଛନ୍ତି । ଔପଚାରିକ ଭାବରେ ଆଜି ଦ୍ବିପ୍ରହରରେ ଏନେଇ ଘୋଷଣା କରିବେ ବୋଲି ସୂଚନା ରହିଛି । ଉପେନ୍ଦ୍ର କୁଶଓ୍ବାହା ବିହାର ନିର୍ବାଚନ ପାଇଁ ବିଏସ୍‌ପି ଓ ବିଆଇପି ଦଳ ସହ ମିଶି କରି ତୃତୀୟ ମୋର୍ଚ୍ଚା ସମ୍ଭାଳିବେ ବୋଲି ସୂଚନା ରହିଛି । ଏହି ମୋର୍ଚ୍ଚା କୁଶଓ୍ବାହାଙ୍କ ନେତୃତ୍ବରେ ନିର୍ବାଚନ ଲଢିବ ।

ୟୁପିଏ୍ ସହ ମୋହଭଙ୍ଗ ପରେ ଉପେନ୍ଦ୍ର କୁଶଓ୍ବାହା ଏନ୍‌ଡିଏ ସମ୍ପର୍କରେ ମଧ୍ୟ ଥିଲେ । କିନ୍ତୁ ଆସନ ବୁଝାମଣା ନେଇ ଅଙ୍କ ଛିଣ୍ଡି ନ ପାରିବାରୁ ଉପେନ୍ଦ୍ର କୁଶଓ୍ବାହା ଏବେ ନୂତନ ଦଳ ଗଠନ ନେଇ ସୂଚନା ଦେଇଛନ୍ତି ।

ଉପେନ୍ଦ୍ର କୁଶଓ୍ବାହା ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ନେତୃତ୍ବକୁ ସ୍ବୀକର କରିବାକୁ ପ୍ରସ୍ତୁତ ନ ଥିଲେ । ଏହା ସହିତ ମହାମେଣ୍ଟ ନେଇ ଆସନ ବୁଝାମଣାକୁ ନେଇ ନାରାଜ ରହିଥିଲେ ଉପେନ୍ଦ୍ର କୁଶଓ୍ବାହା ।2018ରେ କୁଶଓ୍ବାହା ଏନ୍‌ଡିରୁ ଅଲଗା ହୋଇଥିଲେ । ଉପେନ୍ଦ୍ର କୁଶଓ୍ବାହା ଆରଏଲ୍‌ଏସ୍‌ପିର ସଂସ୍ଥାପକ ରହିଥିଲେ । 2014 ଶାସନ କାଳରେ ମୋଦି ସରକାରଙ୍କ ସରକାରରେ ଗ୍ରାମୀଣ ବିକାଶ, ପଞ୍ଚାୟତୀ ରାଜ, ପାନୀୟ ଜଳ ଓ ସ୍ବଚ୍ଛତା ମନ୍ତ୍ରାଳୟର ରାଜ୍ୟମନ୍ତ୍ରୀ ରୂପେ କାର୍ଯ୍ୟ କରିଥିଲେ । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ବିହାର ନିର୍ବାଚନ: ଆଦର୍ଶ ଆଚରଣ ସଂହିତାକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବା ପାଇଁ ଇସିଆଇଙ୍କ ନିର୍ଦ୍ଦେଶ

October 8, 2025

ପ୍ରଥମ ଐତିହାସିକ ଭାରତ ଗସ୍ତରେ ୟୁକେର ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

October 8, 2025

ଭାରତର ପ୍ରଥମ ‘ସେଫ୍ଟି ଫାଷ୍ଟ’ ମୋବାଇଲ୍ ଫୋନ୍: ମୂଲ୍ୟ ମାତ୍ର ୭୯୯ ଟଙ୍କା

October 8, 2025

GST ହ୍ରାସ ପରେ 7,731 ଟଙ୍କା ଶସ୍ତା ହେଲା TVS Jupiter 125: ଜାଣନ୍ତୁ ଆଜିର ମୂଲ୍ୟ

October 8, 2025
Latest News

ବିହାର ନିର୍ବାଚନ: ଆଦର୍ଶ ଆଚରଣ ସଂହିତାକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବା ପାଇଁ ଇସିଆଇଙ୍କ ନିର୍ଦ୍ଦେଶ

October 8, 2025

ପ୍ରଥମ ଐତିହାସିକ ଭାରତ ଗସ୍ତରେ ୟୁକେର ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

October 8, 2025

ଭାରତର ପ୍ରଥମ ‘ସେଫ୍ଟି ଫାଷ୍ଟ’ ମୋବାଇଲ୍ ଫୋନ୍: ମୂଲ୍ୟ ମାତ୍ର ୭୯୯ ଟଙ୍କା

October 8, 2025

GST ହ୍ରାସ ପରେ 7,731 ଟଙ୍କା ଶସ୍ତା ହେଲା TVS Jupiter 125: ଜାଣନ୍ତୁ ଆଜିର ମୂଲ୍ୟ

October 8, 2025

ଡିଜିଟାଲ ସଶକ୍ତ ଭାରତରେ ସାଇବର ଠକେଇ ନିୟନ୍ତ୍ରଣ

October 8, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.