Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବ୍ୟାଙ୍କ ଲୁଟ୍‌ ଘଟଣାର ପର୍ଦ୍ଦାଫାସ କଲେ ପୋଲିସ୍‌ କମିଶନର :  ଲକ୍‌ଡାଉନ୍‌ ଲସ୍‌ରୁ ଲୁଟ୍‌
ଆଜିର ଖବର

ବ୍ୟାଙ୍କ ଲୁଟ୍‌ ଘଟଣାର ପର୍ଦ୍ଦାଫାସ କଲେ ପୋଲିସ୍‌ କମିଶନର :  ଲକ୍‌ଡାଉନ୍‌ ଲସ୍‌ରୁ ଲୁଟ୍‌

October 5, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ଭୁବନେଶ୍ବରରେ 2ଟି ବ୍ୟାଙ୍କ ଲୁଟ୍‌ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ୍‌ କମିଶନର । ବ୍ୟାଙ୍କ ଲୁଟ୍‌ ଘଟଣାରେ ଅଭିଯୁକ୍ତ ସୌମ୍ୟ ରଞ୍ଜନ ଜେନା ଗିରଫ ହୋଇଛି ।  ଲକ୍‌ଡାଉନ୍‌ରେ ବ୍ୟବସାୟ ମାନ୍ଦା ହେବାରୁ ବ୍ୟାଙ୍କ ଲୁଟ୍‌ ଯୋଜନା । ଋଣ ପାଇଁ ବ୍ୟାଙ୍କରୁ ଟଙ୍କା ଲୁଟ୍‌ ହୋଇଥିବା କହିଲେ ପୋଲିସ୍‌ କମିଶନର । ଏନେଇ ପ୍ରେସ୍‌ମିଟ୍‌ରେ ସୂଚନା ଦେଇଛନ୍ତି ପୋଲିସ୍‌ କମିଶନର ସୁଧାଂଶୁ ଷଡଙ୍ଗୀ । ଲୁଟ୍‌ ହୋଇଥିବା 2ଟି ବ୍ୟାଙ୍କରେ ଅଭିଯୁକ୍ତର ଆକାଉଣ୍ଟ ଅଛି । ଅଭିଯୁକ୍ତ 2ଟି ବ୍ୟାଙ୍କରୁ 19 ଲକ୍ଷ ଟଙ୍କାର ଋଣ କରିଥିଲା । ସେଥିମଧ୍ୟରୁ ମାତ୍ର 6ଲକ୍ଷ ଟଙ୍କା ଶୁଝିଥିଲା ଅଭିଯୁକ୍ତ । ବ୍ୟାଙ୍କର ପାରିପାର୍ଶ୍ବିକ ସ୍ଥିତି ସହ ବେଶ୍‌ ଅବଗତ ଥିଲା ଅଭିଯୁକ୍ତ। ଲକ୍‌ଡାଉନ୍‌ରେ ବ୍ୟବସାୟ ମାନ୍ଦା ହେବାରୁ ବ୍ୟାଙ୍କ ଲୁଟ୍‌ ଯୋଜନା କରିଥିଲା । ଋଣ ପାଇଁ ବ୍ୟାଙ୍କରୁ ଟଙ୍କା ଲୁଟ୍‌ ହୋଇଥିବା କହିଲେ ପୋଲିସ୍‌ କମିଶନର ।

ପୋଲିସ୍‌ କମିଶନର ବ୍ୟାଙ୍କ ଲୁଟ୍‌ ଲକ୍‌ଡାଉନ୍‌
Share. Facebook Twitter LinkedIn Email WhatsApp Copy Link

Related Posts

PLI ଅଟୋ ଯୋଜନା: 13.61 ଲକ୍ଷରୁ ଅଧିକ ବୈଦ୍ୟୁତିକ ଯାନକୁ ପ୍ରୋତ୍ସାହନ

January 13, 2026

ଆଜି ବାଂଲାଦେଶ ଫେରିବେ ଜେଲରେ ଥିବା ୩୮ ଅବୈଧ ବାଂଲାଦେଶୀ ନାଗରିକ

January 13, 2026

ବିଏମସି ନିର୍ବାଚନ ପୂର୍ବରୁ ୬,୮୭୧ ଅଧିକାରୀ ଏବଂ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି

January 13, 2026

ପିତାମାତାଙ୍କ ସେବା ନକଲେ କଟିବ ଦରମା: ଏହି ରାଜ୍ୟ ଆଣିବ ନୂଆ ଆଇନ

January 13, 2026
Latest News

PLI ଅଟୋ ଯୋଜନା: 13.61 ଲକ୍ଷରୁ ଅଧିକ ବୈଦ୍ୟୁତିକ ଯାନକୁ ପ୍ରୋତ୍ସାହନ

January 13, 2026

ଆଜି ବାଂଲାଦେଶ ଫେରିବେ ଜେଲରେ ଥିବା ୩୮ ଅବୈଧ ବାଂଲାଦେଶୀ ନାଗରିକ

January 13, 2026

ବିଏମସି ନିର୍ବାଚନ ପୂର୍ବରୁ ୬,୮୭୧ ଅଧିକାରୀ ଏବଂ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି

January 13, 2026

ପିତାମାତାଙ୍କ ସେବା ନକଲେ କଟିବ ଦରମା: ଏହି ରାଜ୍ୟ ଆଣିବ ନୂଆ ଆଇନ

January 13, 2026

ଭାରତରେ ଟି-୨୦ ବିଶ୍ୱକପ୍ ଖେଳିବ କି ବାଂଲାଦେଶ?: ସ୍ଥାନ ବିବାଦର ସମାଧାନ କଲା ICC

January 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.