ଭୁବନେଶ୍ବର, ଭୁବନେଶ୍ବରର ବାପୁଜୀ ନଗରରେ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ କୋଭିଡ19 ଆଇନି ଉଲ୍ଲଂଘନ ତଦାରଖ କରୁଛନ୍ତି। ସେ ସ୍ଥାନୀୟ ବ୍ୟବସାୟୀଙ୍କ ସହିତ ମଧ୍ୟ ଆଲୋଚନା କରୁଛନ୍ତି। କୋଭିଡ19 ଆଇନି ଉଲ୍ଲଂଘନ
ମହାପ୍ରଭୃଙ୍କ ରଥଯାତ୍ରା ପାଇଁ ଦ୍ରୁତଗତିରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ, ଠାକୁରଙ୍କ ପାଇଁ ସମର୍ପିତ କାରୀଗରJune 27, 2021