Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମୀକ୍ଷା ନ୍ୟୁଜର ପ୍ରଭାବ :ନ୍ୟୁଜ୍ ହେବା ପରେ ନିଦ ଭାଙ୍ଗିଲା ତିର୍ତ୍ତୋଲ ପାନୀୟଜଳ ବିଭାଗର ,ଜେଇଙ୍କ ଉପସ୍ଥିତିରେ ହେଲା କାର୍ଯ୍ୟ
ଆଜିର ଖବର

ସମୀକ୍ଷା ନ୍ୟୁଜର ପ୍ରଭାବ :ନ୍ୟୁଜ୍ ହେବା ପରେ ନିଦ ଭାଙ୍ଗିଲା ତିର୍ତ୍ତୋଲ ପାନୀୟଜଳ ବିଭାଗର ,ଜେଇଙ୍କ ଉପସ୍ଥିତିରେ ହେଲା କାର୍ଯ୍ୟ

October 6, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର : ଦୀର୍ଘ ୨୨ଦିନ ହେବ ଅଚଳ ହୋଇପଡିଥିଲା ଅଭିଯୋଗ ପରେ ମଧ୍ୟ ଶୋଇଥିଲା ବିଭାଗ ହେଉନଥିଲା କାର୍ଯ୍ୟ ଏନେଇ ରବିବାର ଦିନ ସମୀକ୍ଷା ନ୍ୟୁଜରେ ନ୍ୟୁଜ୍ ପ୍ରସାର ହେବା ପରେ ତତ୍ପର ହୋଇପଡିଛି ବିଭାଗ ଯାହାକି (ପରଦିନ) ସୋମବାର ଦିନ ବିଭାଗୀୟ ଜେଇଙ୍କ ଉପସ୍ଥିତିରେ ହୋଇଛି ମରାମତି କାର୍ଯ୍ୟ।

ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୁଳ ପଞ୍ଚାୟତ ସ୍ଥିତ ଦଳିତ ସାହିରେ ଥିବା ସରକାରୀ ନଳକୂପଟି ଦୀର୍ଘ ୨୨ଦିନ ହେବ ଅଚଳ ହୋଇ ପଡିରହିଥିଲା। ଏହି ନଳକୂପଟି ଅଚଳ ହୋଇଯିବାରୁ ପାନୀୟଜଳ ପାଇଁ ଉକ୍ତ ନଳକୂପ ଉପରେ ନିର୍ଭର କରୁଥିବା ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ସୂଚନାନୁଯାୟୀ ଏନେଇ ଉକ୍ତ ସାହିର ଲୋକମାନେ ପଞ୍ଚାୟତ ଠାରୁ ଆରମ୍ଭ କରି ତିର୍ତ୍ତୋଲ ପାନୀୟଜଳ ବିଭାଗ ଜେଇଙ୍କୁ ଅବଗତ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା।

ଏନେଇ ଗତ ରବିବାର ଦିନ ସମୀକ୍ଷା ନ୍ୟୁଜରେ ନ୍ୟୁଜ୍ ପ୍ରସାର ହେବାପରେ ତତ୍ପର ହୋଇ ଉଠିଛି ତିର୍ତ୍ତୋଲ ପାନୀୟଜଳ ବିଭାଗ।ଏମିତିକି ରବିବାର ଦିନ ନ୍ୟୁଜ୍ ହେବା ପରେ ସୋମବାର ଦିନ ତିର୍ତ୍ତୋଲ ପାନୀୟଜଳ ବିଭାଗ ଜେଇ ଉକ୍ତ ଗ୍ରାମକୁ ଯାଇ ନଳକୂପ ନିକଟରେ ଉପସ୍ଥିତ ରହି ନଳକୂପଟିର ମରାମତି କାର୍ଯ୍ୟ କରାଇଥିଲେ। ଅନ୍ୟପକ୍ଷରେ କୁହାଯାଉଛି ଦୀର୍ଘ  ୨୨ଦିନ ହେବ ଅଚଳ ହୋଇ ପଡିଥିବା ନଳକୂପଟିର ମରାମତି ପାଇଁ ଲୋକମାନେ ଅବଗତ କରାଇଥିଲେ ମଧ୍ୟ ତିର୍ତ୍ତୋଲ ପାନୀୟଜଳ ବିଭାଗ କ’ଣ ପାଇଁ ଅଣଦେଖା କରୁଥିଲା ଏନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ତିର୍ତ୍ତୋଲ ପାନୀୟଜଳ ବିଭାଗର ଏପରି କାର୍ଯ୍ୟଦକ୍ଷତାକୁ ନେଇ ବୁଦ୍ଧିଜୀବୀ ମହଲରୁ ବିଭିନ୍ନ କଥା ଶୁଣିବାକୁ ମିଳୁଛି। ଅପରପକ୍ଷରେ ତିର୍ତ୍ତୋଲ ବ୍ଳକ ଅଞ୍ଚଳରେ ପାଇଖାନା ନିର୍ମାଣରେ ମହାଦୁର୍ନୀତି ହୋଇଥିବା ଚର୍ଚ୍ଚା ହେଉଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଓଡିଶା ଡିଜିପି ନିଯୁକ୍ତିରେ ପାଞ୍ଚଦିନ ପାଇଁ ରୋକ ଲଗାଇଲେ ସୁପ୍ରିମ କୋର୍ଟ

August 13, 2026

ନାନ୍ଦେଡ଼ର ଗୁରୁଦ୍ୱାରା ମାତା ସାହିବ କୌରରେ ସୁଖବୀର ସିଂହ ବାଦଲଙ୍କୁ ଆକ୍ରମଣ

August 13, 2026

ଆରଜି କର ଦୁଷ୍କର୍ମ-ହତ୍ୟା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ: ପୂର୍ବତନ ଟିଏମସି ବିଧାୟକ ଗିରଫ

August 13, 2026

ରକେଟ ଭଳି ଚଢିଲା ସୁନା ଓ ରୂପା ମୂଲ୍ୟ: ଜାଣନ୍ତୁ ଆଜିର ଦର

August 13, 2026
Latest News

ଓଡିଶା ଡିଜିପି ନିଯୁକ୍ତିରେ ପାଞ୍ଚଦିନ ପାଇଁ ରୋକ ଲଗାଇଲେ ସୁପ୍ରିମ କୋର୍ଟ

August 13, 2026

ଏବେ UPI ପାଇଁ ସରକାରଙ୍କ ଦୁଇଟି ଫର୍ମୁଲା: ପ୍ରଭାବିତ ହେବେ କି ଗ୍ରାହକ?

August 13, 2026

ନାନ୍ଦେଡ଼ର ଗୁରୁଦ୍ୱାରା ମାତା ସାହିବ କୌରରେ ସୁଖବୀର ସିଂହ ବାଦଲଙ୍କୁ ଆକ୍ରମଣ

August 13, 2026

ଆରଜି କର ଦୁଷ୍କର୍ମ-ହତ୍ୟା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ: ପୂର୍ବତନ ଟିଏମସି ବିଧାୟକ ଗିରଫ

August 13, 2026

ରକେଟ ଭଳି ଚଢିଲା ସୁନା ଓ ରୂପା ମୂଲ୍ୟ: ଜାଣନ୍ତୁ ଆଜିର ଦର

August 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.