Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅମିର ଖାନଙ୍କ ଝିଅ ଇରା ଖାନଙ୍କ କଥାକୁ ନେଇ ସାରା ବଲିଉଡ୍ ପଡୁଛି ଉଠୁଛି, କଲେ ଏକ ବଡ ଖୋଲାସା
ଆଜିର ଖବର

ଅମିର ଖାନଙ୍କ ଝିଅ ଇରା ଖାନଙ୍କ କଥାକୁ ନେଇ ସାରା ବଲିଉଡ୍ ପଡୁଛି ଉଠୁଛି, କଲେ ଏକ ବଡ ଖୋଲାସା

November 3, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
ଅମିର ଖାନଙ୍କ ଝିଅ ଇରା ଖାନଙ୍କ କଥାକୁ ନେଇ ସାରା ବଲିଉଡ୍ ପଡୁଛି ଉଠୁଛି, କଲେ ଏକ ବଡ ଖୋଲାସା

ମୁମ୍ବାଇ, ପ୍ରଖ୍ୟାତ ଅଭିନେତା ଅମିର ଖାନଙ୍କ ଝିଅଙ୍କ ଏକ ଖୋଲାସକୁ ନେଇ ଚାରିଆଡେ ବର୍ତ୍ତମାନ ଚର୍ଚ୍ଚା ଚାଲିଛି। ଅମିରଙ୍କ ଝିଅ ଇରା ଖାନ ତାଙ୍କ ଇନଷ୍ଟାଗ୍ରାମରେ ଏକ ପୋଷ୍ଟିଂକୁ ନେଇ ଏହି ଚର୍ଚ୍ଚା ଚାଲିଛି। ଇରା କହିଛନ୍ତି ଯେ, ସେ ଚଉଦ ବର୍ଷ ବୟସ ବେଳେ ଯୌନ ଶୋଷଣର ଶିକାର ହୋଇଥିଲେ। ଏହାକୁ ନେଇ ପୁରା ବଲିଉଡ ପଡୁଛୁ ଉଠୁଛି।

ବିଶ୍ବ ଅବସାଦ ଦିବସ ଉପଲକ୍ଷେ ଇରା ଏହି ପୋଷ୍ଟିଂ କରିଛନ୍ତି। ସେଥିରେ ସେ କହିଛନ୍ତି ଯେ, ମୋ ବାପାମାଙ୍କ ଛାଡପତ୍ର ନେଇ ମୁଁ ଅବସାଦ ଗସ୍ତ ହୋଇ ନାହିଁ। ପଇସାପତ୍ର ନେଇ ଅବସାଦ ଗସ୍ତ ହୋଇ ନାହିଁ। ଶେଷରେ ସେ କହିଛନ୍ତି ଯେ 14 ବର୍ଷ ବୟସରେ ଯୌନ ଶୋଷଣର ଶିକାର ହୋଇଥିଲି। ତେବେ ତାହା ଯୋଗୁଁ ଅବସାଦ ହୋଇଥିଲେ କି ନାହିଁ ଇରା ଉଲ୍ଲେଖ କରି ନାହିାଁନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଅନ୍ୟ ପିଲାମାନଙ୍କ ସହିତ ନିଜ ପିଲାକୁ ତୁଳନା କରୁଛନ୍ତି କି?: ଛାଡନ୍ତୁ ଏହି ଅଭ୍ୟାସ

January 11, 2026

କେବେ ବି ମୁଣ୍ଡ ବିନ୍ଧାକୁ ସାଧାରଣ ଭାବନ୍ତୁ ନାହିଁ, ହୋଇପାରେ ମାରାତ୍ମକ ରୋଗର ଲକ୍ଷଣ

January 11, 2026

ବଜେଟ ପୂର୍ବରୁ କୃଷି ମନ୍ତ୍ରଣାଳୟର ଗୁରୁତ୍ୱପୂର୍ଣ୍ଣ ବୈଠକ, ରାଜ୍ୟଗୁଡ଼ିକୁ ଦିଆଗଲା ବଡ ନିର୍ଦ୍ଦେଶ

January 11, 2026

ଆଜି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ODI: ଜାଣନ୍ତୁ ମ୍ୟାଚ୍ ସମୟ ଏବଂ ଲାଇଭ୍ ଷ୍ଟ୍ରିମିଂ ବିବରଣୀ

January 11, 2026
Latest News

ଅନ୍ୟ ପିଲାମାନଙ୍କ ସହିତ ନିଜ ପିଲାକୁ ତୁଳନା କରୁଛନ୍ତି କି?: ଛାଡନ୍ତୁ ଏହି ଅଭ୍ୟାସ

January 11, 2026

କେବେ ବି ମୁଣ୍ଡ ବିନ୍ଧାକୁ ସାଧାରଣ ଭାବନ୍ତୁ ନାହିଁ, ହୋଇପାରେ ମାରାତ୍ମକ ରୋଗର ଲକ୍ଷଣ

January 11, 2026

ବଜେଟ ପୂର୍ବରୁ କୃଷି ମନ୍ତ୍ରଣାଳୟର ଗୁରୁତ୍ୱପୂର୍ଣ୍ଣ ବୈଠକ, ରାଜ୍ୟଗୁଡ଼ିକୁ ଦିଆଗଲା ବଡ ନିର୍ଦ୍ଦେଶ

January 11, 2026

ଆଜି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ODI: ଜାଣନ୍ତୁ ମ୍ୟାଚ୍ ସମୟ ଏବଂ ଲାଇଭ୍ ଷ୍ଟ୍ରିମିଂ ବିବରଣୀ

January 11, 2026

ବାଣପୁର: ସେଣ୍ଟ ଜାଭିୟର ହାଇସ୍କୁଲ ପକ୍ଷରୁ “ମାଗଣା ହାଟ” ନାମକ ସମାଜ କଲ୍ୟାଣ କାର୍ଯ୍ୟକ୍ରମ

January 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.