Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଚର୍ଚ୍ଚାରେ ପୋଷା କୁକୁରର ସୁନା ମୂର୍ତ୍ତି
ଅନ୍ତରାଷ୍ଟ୍ରୀୟ

ଚର୍ଚ୍ଚାରେ ପୋଷା କୁକୁରର ସୁନା ମୂର୍ତ୍ତି

November 16, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଅସଗାବତ: ଲୋକମାନଙ୍କର ମୂର୍ତ୍ତି ପ୍ରେମ ଠାରୁ ନେତାମାନଙ୍କ ମୂର୍ତ୍ତି ପ୍ରେମ ଅଧିକ । ମାତ୍ର ନିଜ ପୋଷା କୁକୁରର 50 ଫୁଟ ଉଚ୍ଚର ସୁନା ମୂର୍ତ୍ତି ସ୍ଥାପନ କରିବା ବିଶ୍ୱରେ ପ୍ରଥମ । ତୁର୍କମେନିସ୍ତାନ ରାଷ୍ଟ୍ରପତି ତାଙ୍କ ପ୍ରିୟ କୁକୁରର 50 ଫୁଟର ସୁନା ମୂର୍ତ୍ତିସ୍ଥାପନ କରି ଏବେ ଚର୍ଚ୍ଚାରେ। ତୁର୍କମେନିସ୍ତାନ ରାଜଧାନୀ ଅସଗାବତରେ ଏହି ପ୍ରତିମୂର୍ତ୍ତି ସ୍ଥାପନ କରିଛନ୍ତି । 2007 ମସିହାରୁ ରାଷ୍ଟ୍ରପତି ଗୁରୁମ୍ବାଗୁଲି ବର୍ଦୁଖୁମଦୋଭ କ୍ଷମତାରେ ଅଛନ୍ତି । ଚାରି ଦିନ ତଳେ ବୁଧବାର ଦିନ ସେ ନିଜର ପ୍ରିୟ ଆଲବିନ ପ୍ରଜାତିର କୁକୁରର 50 ଫୁଟ ଉଚ୍ଚତାର ପ୍ରତିମୂର୍ତ୍ତି ସ୍ଥାପନ କରିଛନ୍ତି ।

ଏହି ମୂର୍ତ୍ତି କଂସାରେ ନିର୍ମାଣ କରାଯାଇଛି ଏବଂ ଏହା ଉପରେ 24 କ୍ୟାରେଟ ସୁନାର ଆବରଣ ଦିଆଯାଇଛି । ଗୁରୁମ୍ବାକୁଲି ବର୍ଦୁଖୁମଦୋଭ କୁକୁରକୁ ବେଶ ଭଲ ପାଆନ୍ତି ଏବଂ ଆଲବିନ ପ୍ରଜାତିର କୁକୁର କେବଳ ତୁର୍କମେନିସ୍ତାନରେ ହିଁ ଜନ୍ମ ନେଇଥାଆନ୍ତି। ତୁର୍କମେନିସ୍ତାନର ଜାତୀୟ ଅର୍ଥନୀତି ଏତେ ଭଲ ନୁହେଁ, ଗରିବ ଲୋକମାନେ ବେଶ କଷ୍ଟରେ ରହୁଛନ୍ତି । ମାତ୍ର ରାଷ୍ଟ୍ରପତି କୁକୁରର 50 ଫୁଟ ସୁନା ମୂର୍ତ୍ତି ସ୍ଥାପନକୁ ନେଇ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଇରାନ ଯୁଦ୍ଧ ସମୟରେ ଭାରତୀୟ ନୌସେନାର ଶକ୍ତି ପ୍ରଦର୍ଶନ: ସୁରକ୍ଷିତ ଭାରତ ଆସିଲେ ୧୮ ଜାହାଜ

July 11, 2026

ନ୍ୟୁଜିଲ୍ୟାଣ୍ଡରେ ବ୍ୟବସାୟିକ ନେତୃବୃନ୍ଦଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ବୋଧନ

July 11, 2026

ବାଙ୍କିପୁର ଉପ-ନିର୍ବାଚନ: ନୂଆ ପ୍ରାର୍ଥୀଙ୍କୁ ନେଇ ପୁଣି ଏକ ବଡ ଭୁଲ କଲା କି ବିଜେପି?

July 11, 2026

ନାବାଳିକାଙ୍କୁ ଅସଦାଚରଣ ମାମଲା: ଅଭିନେତା ରୋହିତ ଚାନ୍ଦେଲ ଗିରଫ

July 11, 2026
Latest News

ରାଜ୍ୟ ସରକାର ୬୭ଟି ପ୍ରାଥମିକ ବିଦ୍ୟାଳୟକୁ କଲେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଦେଖନ୍ତୁ ପୁରା ତାଲିକା

July 11, 2026

ଇରାନ ଯୁଦ୍ଧ ସମୟରେ ଭାରତୀୟ ନୌସେନାର ଶକ୍ତି ପ୍ରଦର୍ଶନ: ସୁରକ୍ଷିତ ଭାରତ ଆସିଲେ ୧୮ ଜାହାଜ

July 11, 2026

ନ୍ୟୁଜିଲ୍ୟାଣ୍ଡରେ ବ୍ୟବସାୟିକ ନେତୃବୃନ୍ଦଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ବୋଧନ

July 11, 2026

ପାଠ୍ୟ ପୁସ୍ତକରେ ତ୍ରୁଟି: ସମଗ୍ର ପ୍ରକ୍ରିୟାର ହେବ ଅପରାଧିକ ତଦନ୍ତ, ମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ

July 11, 2026

ବାଙ୍କିପୁର ଉପ-ନିର୍ବାଚନ: ନୂଆ ପ୍ରାର୍ଥୀଙ୍କୁ ନେଇ ପୁଣି ଏକ ବଡ ଭୁଲ କଲା କି ବିଜେପି?

July 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.