Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଇରାନର ପ୍ରସିଦ୍ଧ ଆଣବିକ ବିଜ୍ଞାନୀଙ୍କୁ ହତ୍ୟା!
ଅନ୍ତରାଷ୍ଟ୍ରୀୟ

ଇରାନର ପ୍ରସିଦ୍ଧ ଆଣବିକ ବିଜ୍ଞାନୀଙ୍କୁ ହତ୍ୟା!

November 28, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ତେହେରାନ : ଇରାନର ପ୍ରସିଦ୍ଧ ଆଣବିକ ବିଜ୍ଞାନୀ ମୋହସେନ ଫଖରୀଜାଦେହଙ୍କୁ ଶୁକ୍ରବାର ଦିନ ହତ୍ୟା କରାଯାଇଛି । ଇରାନର ରାଜଧାନୀ ତେହେରାନର ବାହାରେ ରହିଥିବା ମୋହସେନଙ୍କ ବାସଭବନ ବାହାରେ ତାଙ୍କୁ ହତ୍ୟା କରାଯାଇଛି । ମୋହସେନଙ୍କୁ ତାଙ୍କ କାର ମଧ୍ୟରେ ହତ୍ୟା କରାଯାଇଛି । ଏହି ହତ୍ୟା ପଛରେ ଇସ୍ରାଏଲର ହାତ ରହିଥିବା ନେଇ ଇରାନ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଅଭିଯୋଗ କରାଯାଇଛି ।

ତେହେରାନ ପ୍ରଦେଶର ପୂର୍ବ ଦାମାବନ୍ଦ ଅଞ୍ଚଳରେ ମୋହସେନଙ୍କୁ ତାଙ୍କ କାରରେ ହତ୍ୟା କରାଯାଇଥିଲା । ଇରାନର ଗବେଷଣା ଓ ଉଦ୍ଭାବନ ବିଭାଗର ମୁଖ୍ୟ ରହିଥିବା ମୋହସେନଙ୍କୁ ଇରାନ ପ୍ରତିରକ୍ଷା ବିଭାଗ ପକ୍ଷରୁ ଶହୀଦ ଘୋଷଣା କରାଯାଇଛି । ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ମୋହସେନଙ୍କୁ ବଞ୍ଚାଇବା ପାଇଁ ଡାକ୍ତରଙ୍କ ସମସ୍ତ ପ୍ରୟାସ ନିଷ୍ଫଳ ହୋଇଥିଲା । ସରକାରଙ୍କ ପକ୍ଷରୁ ମୋହସେନଙ୍କ ମୃତ୍ୟୁକୁ ସ୍ପଷ୍ଟ କରାଯାଇଥିବା ବେଳେ ତାଙ୍କୁ ଶହୀଦ ଘୋଷଣା କରାଯାଇଥିଲା ।

ଇରାନ ପକ୍ଷରୁ ଇସ୍ରାଏଲକୁ ଏହି ହତ୍ୟାକାଣ୍ଡ ପାଇଁ ଦାୟୀ କରାଯାଇଛି । ଇରାନ ବୈଦେଶିକ ମନ୍ତ୍ରୀ ଜୱାଦ ଜାରିଫ ଲେଖିଛନ୍ତି, ଆଜି ଆତଙ୍କୀ ମାନେ ଜଣେ ପ୍ରଖ୍ୟାତ ଆଣବିକ ବୈଜ୍ଞାନିକଙ୍କୁ ହତ୍ୟା କରିଛନ୍ତି । ସମଗ୍ର ବିଶ୍ୱ ଏହି ଘଟଣାକୁ ନିନ୍ଦା କରିବା ଉଚିତ ବୋଲି ଜାରିଫ କହିଛନ୍ତି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତଟ ରେଳପଥ କ୍ଷମତା ବୃଦ୍ଧି ପାଇଁ ସମ୍ବଲପୁର ଡିଭିଜନରେ ବିଦ୍ୟୁତୀକରଣ ପ୍ରଣାଳୀକୁ ଅପଗ୍ରେଡ୍ କରିବ

November 10, 2025

Delhi Car Blast Update: ଗୃହମନ୍ତ୍ରୀଙ୍କ ସହିତ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

November 10, 2025

Delhi Car Blast: ଦିଲ୍ଲୀ କାର ବ୍ଲାଷ୍ଟ ନେଇ ତଦନ୍ତ ଆରମ୍ଭ ହୋଇଛି ବୋଲି କହିଲେ ଗୃହମନ୍ତ୍ରୀ

November 10, 2025

ବଡ ଆତଙ୍କବାଦୀ ମଡ୍ୟୁଲ୍‌ର ପର୍ଦ୍ଦାଫାସ୍: ୭ ଗିରଫ, ବିପୁଳ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଜବତ

November 10, 2025
Latest News

ଦିଲ୍ଲୀ ବିସ୍ଫୋରଣ ପରେ ପୋଲିସ ଡିଜିଙ୍କ ସହିତ କଥା ହେଲେ ମୁଖ୍ୟମନ୍ତ୍ରୀ, ସୁରକ୍ଷା କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ

November 10, 2025

ପୂର୍ବତଟ ରେଳପଥ କ୍ଷମତା ବୃଦ୍ଧି ପାଇଁ ସମ୍ବଲପୁର ଡିଭିଜନରେ ବିଦ୍ୟୁତୀକରଣ ପ୍ରଣାଳୀକୁ ଅପଗ୍ରେଡ୍ କରିବ

November 10, 2025

ଶ୍ରୀନାଥଜୀ ମନ୍ଦିରକୁ ମୁକେଶ ଅମ୍ବାନୀଙ୍କ ୧୫ କୋଟି ଦାନ, ୫୦ କୋଟିର ପ୍ରକଳ୍ପ ଘୋଷଣା

November 10, 2025

Delhi Car Blast Update: ଗୃହମନ୍ତ୍ରୀଙ୍କ ସହିତ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

November 10, 2025

ନଭେମ୍ବର ୨୭ରୁ ଆରମ୍ଭ ହେବ ବିଧାନସଭା, ପ୍ରଥମ ଥର ପାଇଁ ଅଭିଭାଷଣ ରଖିବେ ରାଷ୍ଟ୍ରପତି

November 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.