Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହାଇଦ୍ରାବାଦ ମହାନଗର ପାଳିକା ନିର୍ବାଚନ ରେଜଲ୍ଟ : ଓ୍ବଓ୍ବୈସୀ ଗଡ ରକ୍ଷା କରୁଛନ୍ତି ନା ଆଉ କିଏ ମାରିନେଉଛି ବାଜି !
ଆଜିର ଖବର

ହାଇଦ୍ରାବାଦ ମହାନଗର ପାଳିକା ନିର୍ବାଚନ ରେଜଲ୍ଟ : ଓ୍ବଓ୍ବୈସୀ ଗଡ ରକ୍ଷା କରୁଛନ୍ତି ନା ଆଉ କିଏ ମାରିନେଉଛି ବାଜି !

December 4, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ହାଇଦ୍ରାବାଦ: ଗ୍ରେଟର ହାଇଦ୍ରାବାଦ ମହାନଗର ନିଗମ ନିର୍ବାଚନର ଫଳାଫଳ ଆଜି ଆସିବ । ଏଥିପାଇଁ ଆଜି ସକାଳ 8ଟାରୁ ଭୋଟଗଣତି ଆରମ୍ଭ ହୋଇଯାଇଛି । କଡା ସୁରକ୍ଷା ମଧ୍ୟରେ ଭୋଟ ଗଣତି ଜାରି ରହିଥିବା ବେଳେ ସନ୍ଧ୍ୟା ପୂର୍ବରୁ ଫଳାଫଳ ଆସିଯିବ । ଏଠାରେ 150ଟି ଆସନରେ 1ହଜାର 122ଜଣ ପ୍ରାର୍ଥୀ ଲଢିଥିଲେ । ଏହି ନିର୍ବାଚନରେ କେନ୍ଦ୍ରରେ କ୍ଷମତାସୀନ ବିଜେପିର ସମସ୍ତ ନେତୃବୃନ୍ଦ ପ୍ରଚାରରେ ସମସ୍ତ ଦମ୍‌ ଲଗାଇଥିଲେ । ତେବେ ଏହି ନିର୍ବାଚନରେ କ୍ଷମତାସୀନ ତେଲେଙ୍ଗାନା ରାଷ୍ଟ୍ର ସମିତି, ଭାରତୀୟ ଜନତା ପାର୍ଟି ଓ ଅସୁଦୁଦ୍ଦୀନ ଓୱେସୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ନିର୍ବାଚନରେ ଟିଆରଏସ, ବିରୋଧୀ ଦଳ ବିଜେପି ଓ ଏଆଇଏମଆଇଏମ ମଧ୍ୟରେ ହେବ ।

ନିର୍ବାଚନ ପାଇଁ ସମସ୍ତ ଦଳ ଜୋରଦାର ପ୍ରଚାର କରିଛନ୍ତି । କିନ୍ତୁ ମତଦାନ ପ୍ରତିଶତ ଅପେକ୍ଷାକୃତ କମ ହୋଇଥିବା ଜଣାଯାଇଛି ।  ଚଳିତଥର ଭୋଟ୍‌ ଗଣନା ପାଇଁ 30ଟି ସେଣ୍ଟର ପ୍ରସ୍ତୁତ କରାଯାଇଛି। ପ୍ରତ୍ୟେକ ସେଣ୍ଟରରେ 14ଟି ଟେବୁଲ୍‌ ରହିଛି । ଚଳିତ ହାଇଦ୍ରାବାଦ ମହାନଗର ନିର୍ବାଚନର ପ୍ରଚାର ରଣାଙ୍ଗନକୁ ବିଜେପିର ବରିଷ୍ଠ ନେତା ଅମିତ ଶାହା, ଅଧ୍ୟକ୍ଷ ଜେପି ନଡ୍ଡା ଓ ଯୋଗୀ ଆଦିତ୍ୟନାଥ ପ୍ରମୁଖ ପ୍ରଚାର କରିଥିଲେ। ତେବେ ବିଜେପି ଏଥର ବହୁତ ଶକ୍ତି ଲଗାଇଥିବାବେଳେ ଏହା ବିଜେପିକୁ କେତେ ସଫଳତା ଦେଉଛି ତାହା ପରିଣାମ ଆସିବା ପରେ ଜଣାପଡିବ । ସୂଚନାଯୋଗ୍ୟ ଏହା ଓ୍ବଓ୍ବେୈସୀଙ୍କ ଗଡ ହୋଇଥିବାବେଳେ ଏଠାରେ ପ୍ରତିଦ୍ବନ୍ଦ୍ବିତା ବେଶ୍‌ କଡା ହୋଇଥିବାର ଅନୁମାନ କରାଯାଇଛି । ତେବେ ଦେଖାଯାଉ ଓ୍ବଓ୍ବେୈସୀ ଗଡ ରକ୍ଷା କରିବାରେ ସଫଳ ହେଉଛନ୍ତି ନା ଆଉ କେହି ବାଜି ମାରି ନେଉଛି । (ଏଜେନ୍ସି)

aimim BJP
Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ

September 14, 2026

ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ୮ମ ଥର ପାଇଁ ମହିଳା ଏସିଆ କପ୍ ଜିତିଲା ଭାରତ

September 13, 2026

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026

କଟକ ସିଡିଏ ସେକ୍ଟର-୧୩ରେ ମହିଳାଙ୍କୁ ହତ୍ୟା

September 13, 2026
Latest News

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ

September 14, 2026

ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ୮ମ ଥର ପାଇଁ ମହିଳା ଏସିଆ କପ୍ ଜିତିଲା ଭାରତ

September 13, 2026

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026

କଟକ ସିଡିଏ ସେକ୍ଟର-୧୩ରେ ମହିଳାଙ୍କୁ ହତ୍ୟା

September 13, 2026

ଭାରତରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିଲା ଓସାମା: ସିଆଇଏର ଗୁପ୍ତ ତଥ୍ୟରୁ ବଡ଼ ଖୁଲାସା

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.