ଉପେନ୍ଦ୍ର ବଳିୟାରସିଂହ ଶ୍ରୀରାମଙ୍କ ରାଜ୍ୟାଭିଷେକ ହେଲା। ଅଯୋଧ୍ୟା ଧନ୍ୟ ହେଲା। ଚାରିଆଡ଼େ ଅଦ୍ଭୂତ ଉତ୍ସବ ପାଳନ କରାଗଲା। ଭଗବାନ ଶ୍ରୀରାମ ରାଜମହଲ ଭିତରେ ବସିଥିଲେ। ସମସ୍ତ ରାଜକୁଟୁମ୍ବ ଉପସ୍ଥିତ ଥିଲେ। ସେହି ସମୟରେ ଶ୍ରୀରାମ ମା’ କୌଶଲ୍ୟାଙ୍କୁ ସମ୍ବୋଧନ କରି କହିଲେ, “ମା’ ମୁଁ ତ ରାଜା ହୋଇଗଲି, ଏଥିପାଇଁ ଛୋଟମାନଙ୍କୁ କିଛି ଦେବା ପାଇଁ ଚାହୁଁଛି। ତେଣୁ ଅନୁମତି ଦିଅ, ମୋର ପ୍ରିୟ ଭରତ ମୋତେ କିଛି ମାଗୁ। ମୁଁ ଅବଶ୍ୟ ଦେବି। ଭରତଜୀ ରାମଙ୍କ ଅଭିଷେକରେ ଅତ୍ୟନ୍ତ ପ୍ରସନ୍ନ ଥିଲେ, ହାତ ଯୋଡି କହିଲେ, “ଅଗ୍ରଜ କ’ଣ ଆଉ ମାଗିବି? ଅଶ୍ରୁପୂର୍ଣ୍ଣ ଲୋତକରେ କହିଲେ, “ପ୍ରଭୁ! ଯଦି ଦେବାକୁ ଚାହାନ୍ତି, ତାହେଲେ ଆପଣଙ୍କର ଚରଣରେ ମୋର ଭକ୍ତି ଦୃଢୀଭୂତ ହେଉ। ତଥାସ୍ତୁ!!! ତାପରେ ଭରତଙ୍କ ପତ୍ନୀ ମାଣ୍ଡବୀ ଆସିଲେ। ଶ୍ରୀରାମ କହିଲେ, “ମାଣ୍ଡବୀଜୀ କିଛି ମାଗନ୍ତୁ। ମାଣ୍ଡବୀଜୀ କହିଲେ, “ରଘୁକୁଳରେ ପୁତ୍ର ବଧୁ ହେବାର ସୌଭାଗ୍ୟ ମୋତେ ମିଳିଛି,…
Author: SM Network
ସ୍ୱାସ୍ଥ୍ୟ ଟିପ୍ସ: ଭାରତରେ ସମୟ ସମୟରେ ଭଗବାନଙ୍କ ପାଇଁ ଅନେକ ପ୍ରକାରର ଉପବାସ ରଖାଯାଏ। ନବରାତ୍ରୀ ହେଉ କିମ୍ବା କରଭା ଚୌଥ, ଜନମାଷ୍ଟମୀ ହେଉ କିମ୍ବା ସୋମବାର, ମଙ୍ଗଳବାର ଏବଂ ଗୁରୁବାର କିମ୍ବା ରମଜାନରେ ଉପବାସ ହେଉ, ଭଗବାନଙ୍କ ସହ ଜଡିତ ପର୍ବ ପାଳନ କରିବା ତଥା ସେମାନଙ୍କୁ ପୂଜା କରିବା ପାଇଁ ଦେଶର ଅନେକ ଲୋକ ଉପବାସ ପାଳନ କରନ୍ତି। ଉପବାସ କେବଳ ବିଭିନ୍ନ ଧାର୍ମିକ ବିଶ୍ୱାସ ପାଇଁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ ନାହିଁ, ବରଂ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭ ଆଣିଥାଏ। ଆୟୁର୍ବେଦ ଏବଂ ଅନ୍ତଃ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡକ୍ଟର ଡିମ୍ପଲ୍ ଜାଙ୍ଗଡା ସପ୍ତାହରେ କିମ୍ବା ମାସରେ ଥରେ ଉପବାସ କରିବାକୁ ପରାମର୍ଶ ଦେଇଛନ୍ତି। ଡିମ୍ପଲ୍ ଙ୍କ ଅନୁଯାୟୀ, ପର୍ଯ୍ୟାୟକ୍ରମେ ଉପବାସ ଆପଣଙ୍କ ହୃଦୟ ସ୍ୱାସ୍ଥ୍ୟ, ମସ୍ତିଷ୍କ କାର୍ଯ୍ୟ ଏବଂ ପ୍ରତିରକ୍ଷା ପ୍ରଣାଳୀକୁ ବଢାଇପାରେ। ସେ କହିଛନ୍ତି ଯେ, ଯେତେବେଳେ ଆମେ ଉପବାସ କରୁ, ଶରୀର ଆମର…
ଜୀବନର ସଫଳତାର ରାସ୍ତା: ଯେବେ ମୁଁ ଜନ୍ମ ହେଲି ବାପା-ମା ଭାବିଲେ ଏଇଟା ତାଙ୍କର ସଫଳତା। ତାପରେ ଯେତେବେଳେ ଚାଲି ଶିଖିଲି ଆଉ କଥା କହି ପାରିଲି ସେତେବେଳେ ଲାଗିଲା ଏଇଟା ହିଁ ସଫଳତା। ତା ପରେ ସ୍କୁଲ ଗଲି ଆଉ ସେଠାରେ ଜାଣିଲି ଯେ କ୍ଲାସ ରେ ପ୍ରଥମ ହେବା ମାନେ ସବୁଠୁ ବେଶି ମାର୍କ ରଖିବା ମାନେ ହିଁ ସଫଳତା। ତା ପରେ ବୁଝିଲି ଯେ ଅସଲ ସଫଳତା ତ ମାଧ୍ୟମିକ ରେ ଭଲ ନମ୍ବର ର ରଖିଲେ ମିଳେ। ତା ପରେ ପୁଣି ଭୁଲ ଭାଙ୍ଗିଲା, ଜାଣିବାକୁ ପାଇଲି ଯେ ଉଚ୍ଚ ମାଧ୍ୟମିକ ରେ ଭଲ ରେଜଲ୍ଟ କୁ ସଫଳତା କୁହାଯାଏ। ଏଇଠି ଶେଷ ନାହିଁ ଏହା ପରେ ବୁଝିଲି ଯେ ଭଲ ବିଷୟ ନେଇ ଭଲ କଲେଜରେ ଚାନ୍ସ ପାଇବା ହିଁ ସଫଳତା, କାହିଁକି ନା ସେଠି ପଢିଲେ ଭଲ ଚାକିରୀ ମିଳିବ। ତା ପରେ ପୁଣି…
ଅଯୋଧ୍ୟା: ରାମନଗରୀ ଅଯୋଧ୍ୟାରେ ରାମ ନବମୀ ପାଇଁ ପ୍ରସ୍ତୁତି ଚାଲିଛି। ଅଯୋଧ୍ୟାର ରାମ ମନ୍ଦିର ପ୍ରଶାସନ ମଧ୍ୟ ପ୍ରଭୁ ରାମଙ୍କ ଜନ୍ମ ସମୟରେ ରାମଲାଙ୍କୁ ସୂର୍ଯ୍ୟ ତିଲକ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏଥର ପୁନର୍ବାର ରାମଲାଲାଙ୍କୁ ସୂର୍ଯ୍ୟ ତିଲକ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚାଲିଛି। ମନ୍ଦିର ପ୍ରଶାସନ ରାମ ଲାଲାଙ୍କ ସୂର୍ଯ୍ୟ ତିଲକ ପାଇଁ ସ୍ଥାୟୀ ପ୍ରସ୍ତୁତି କରିବାକୁ ଚେଷ୍ଟା କରୁଛି। ରାମ ମନ୍ଦିରରେ, ରାମ ନବମୀ ଦିନ ଏପ୍ରିଲ ୬ ତାରିଖ ମଧ୍ୟାହ୍ନ ୧୨ ଟା ସମୟରେ ପ୍ରଭୁ ରାମ ଲାଲାଙ୍କ ମସ୍ତକରେ ସୂର୍ଯ୍ୟ କିରଣ ଦ୍ୱାରା ଅଭିଶେକ ହେବେ। ପ୍ରଶାସନ କହିଛି ଯେ, ରାମ ମନ୍ଦିରର ପ୍ରଥମ ମହଲାରେ ରାମ ଦରବାର ପ୍ରତିଷ୍ଠା ହେବ। ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଶେଷ ହେବ ବୋଲି ପ୍ରଶାସନ କହିଛି। ରାମ ଲାଲାଙ୍କ ସୂର୍ଯ୍ୟ ତିଲକ: ଗତ ତିନି ଦିନ ଧରି…
ନୂଆଦିଲ୍ଲୀ: କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ମଙ୍ଗଳବାର ଲୋକସଭାରେ ବଏଲର୍ସ ବିଲ୍, ୨୦୨୪ ଆଗତ କରିଛନ୍ତି। ଏହା ମାଧ୍ୟମରେ ବଏଲର୍ସ ଆଇନ, ୧୯୨୩ (୧୯୨୩ ର ୫)ର ବିଲୋପ କରାଯାଇଛି। ଏହି ବିଲ୍ ପୂର୍ବରୁ ୪ ଡିସେମ୍ବର, ୨୦୨୪ରେ ରାଜ୍ୟସଭାରେ ଗୃହୀତ ହୋଇଥିଲା ଏବଂ ଏବେ ଲୋକସଭାରେ ଗୃହୀତ ହେବା ପରେ ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯିବ। ପୁନଃପ୍ରଣୟନ ହୋଇଥିବା ଆଇନ ଦେଶର ଶିଳ୍ପ, ବଏଲରରେ କାମ କରୁଥିବା କର୍ମଚାରୀ ଏବଂ କାର୍ଯ୍ୟକାରୀ ଅଧିକାରୀଙ୍କ ସମେତ ସବୁ ଅଂଶୀଦାରମାନଙ୍କର ବର୍ତ୍ତମାନର ଆବଶ୍ୟକତା ପୂରଣ କରେ ଏବଂ ବର୍ତ୍ତମାନ ସମୟର ଆବଶ୍ୟକତା ଅନୁସାରେ। ବିଲ୍ର ପ୍ରମୁଖ ବୈଶିଷ୍ଟ୍ୟଗୁଡ଼ିକ ନିମ୍ନରେ ଦିଆଗଲା: ଏହାର ବ୍ୟବସ୍ଥାଗୁଡ଼ିକୁ ଅଧିକ ସ୍ପଷ୍ଟ କରିବା ପାଇଁ ଆଧୁନିକ ଡ୍ରାଫ୍ଟ ବ୍ୟବସ୍ଥା ଅନୁଯାୟୀ ବିଲ୍ ପ୍ରସ୍ତୁତ କରାଯାଇଛି। ବଏଲର୍ସ ଆଇନ, ୧୯୨୩ର ବିଭିନ୍ନ ସ୍ଥାନରେ ଥିବା ସମାନ ବ୍ୟବସ୍ଥାଗୁଡ଼ିକୁ ସହଜରେ ପଠନ ଏବଂ ବୁଝିବା ପାଇଁ…
ମେଷ: – ନୂତନ ଯୋଜନା ପ୍ରସ୍ତୁତ ହେବ। ଜଣେ ପ୍ରଭାବଶାଳୀ ବ୍ୟକ୍ତି ମାର୍ଗଦର୍ଶନ ଏବଂ ସମର୍ଥନ ପାଇପାରିବେ। ବ୍ୟବସାୟ କାର୍ଯ୍ୟରେ ଉନ୍ନତି ହେବ । ଆପଣ ସାମାଜିକ ସେବା କରିବାକୁ ପ୍ରେରଣା ପାଇବେ। ସମ୍ମାନ ପାଇବେ । ଟଙ୍କା ମିଳିବା ସହଜ ହେବ। ଆଘାତ ଏବଂ ରୋଗ ହେତୁ ବାଧା ହେବାର ସମ୍ଭାବନା ଅଛି। ବୃଷ: – ବକେୟା ରାଶି ପୁନରୁଦ୍ଧାର ପାଇଁ ଉଦ୍ୟମ ସଫଳ ହେବ । ବ୍ୟବସାୟ ଯାତ୍ରା ଲାଭଦାୟକ ହେବ। ଲାଭ ସୁଯୋଗ ଆସିବ । ଏକ ନୂତନ କାର୍ଯ୍ୟ କରିବାକୁ ଇଚ୍ଛୁକ ହେବେ। ବିନିଯୋଗ ଶୁଭ ହେବ। ବ୍ୟବସାୟ ବୃଦ୍ଧି ହେବାର ସମ୍ଭାବନା ଅଛି । ଏହାର ପ୍ରଭାବ ଚାକିରି କ୍ଷେତ୍ରରେ ପଡିବ। ପାରିବାରିକ ସୁଖ ଏବଂ ଶାନ୍ତି ରହିବ। ମିଥୁନ: – ମୂଲ୍ୟବାନ ଜିନିଷକୁ ସୁରକ୍ଷିତ ରଖନ୍ତୁ । ଅପ୍ରତ୍ୟାଶିତ ଖର୍ଚ୍ଚ ଆସିବ । ଆର୍ଥିକ ପରିସ୍ଥିତି ଆହୁରି ଖରାପ ହୋଇପାରେ । ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ତତ୍ପର…
ନୂଆଦିଲ୍ଲୀ: ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ ଦ୍ୱାରା ଆନ୍ତର୍ଜାତୀୟ ଶ୍ରମ ସଂଗଠନ ସହଯୋଗରେ କରାଯାଇଥିବା ଏକ ବ୍ୟାପକ ଡାଟା-ପୁଲିଂ କାର୍ଯ୍ୟ ମାଧ୍ୟମରେ ଭାରତ ସାମାଜିକ ସୁରକ୍ଷା କଭରେଜକୁ ପ୍ରୋତ୍ସାହିତ କରିବାରେ ଉଲ୍ଲେଖନୀୟ ଅଗ୍ରଗତି କରିଛି। ହିତାଧିକାରୀ ଚିହ୍ନଟ କରିବା ପାଇଁ ମନରେଗା, ଇପିଏଫଓ, ଇଏସଆଇସି, ଏପିୱାଇ ଏବଂ ପିଏମ-ପୋଷଣ ଭଳି ୩୪ଟି ପ୍ରମୁଖ କେନ୍ଦ୍ରୀୟ ଯୋଜନାରେ ଏନକ୍ରିପ୍ଟେଡ ଆଧାରକୁ ଏକ ସ୍ୱତନ୍ତ୍ର ପରିଚୟକ ଭାବରେ ବ୍ୟବହାର କରି, ୨୦୦ କୋଟିରୁ ଅଧିକ ରେକର୍ଡର ପ୍ରକ୍ରିୟାକରଣ କରାଯାଇଥିଲା। ଏହି ଅଭ୍ୟାସରୁ ଜଣାପଡିଛି ଯେ ଭାରତର ୬୫% ଜନସଂଖ୍ୟା (୯୨ କୋଟି ଲୋକ) ଅତି କମରେ ଗୋଟିଏ ସାମାଜିକ ସୁରକ୍ଷା ସୁବିଧା (ନଗଦ, ଅଣଆର୍ଥିକ ସୁବିଧା ଏବଂ ଉଭୟ ପ୍ରକାରରେ) ଅନ୍ତର୍ଭୁକ୍ତ ଅଛନ୍ତି ଏବଂ ୪୮.୮% ନଗଦ ସୁବିଧା ପାଉଛନ୍ତି। ଆଇଏଲଓର ବିଶ୍ୱ ସାମାଜିକ ସୁରକ୍ଷା ରିପୋର୍ଟ (ଡବ୍ଲୁଏସପିଆର୍) ୨୦୨୪-୨୬ ଅନୁଯାୟୀ ଭାରତର ସାମାଜିକ ସୁରକ୍ଷା କଭରେଜ୍ ୨୦୨୧ରେ ୨୪.୪% ଥିବାବେଳେ ୨୦୨୪ରେ ଏହା…
ଭୁବନେଶ୍ୱର: ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଆଜି ୫ ଜଣ ରେଳ କର୍ମଚାରୀଙ୍କୁ ସେମାନଙ୍କର କର୍ତ୍ତବ୍ୟନିଷ୍ଠା, ସତର୍କତା ଏବଂ ଡ୍ୟୁଟି ସମୟରେ ତ୍ୱରିତ କାର୍ଯ୍ୟ ପାଇଁ ସମ୍ମାନିତ କରିଥିଲେ ଯାହା ଦ୍ୱାରା ନିରାପଦ ଟ୍ରେନ୍ ପରିଚାଳନା ସୁନିଶ୍ଚିତ ହୋଇଥିଲା। ଏହି ସମ୍ବର୍ଦ୍ଧନା ସମାରୋହ ପୂର୍ବତଟ ରେଳପଥ ମୁଖ୍ୟାଳୟ ଭୁବନେଶ୍ୱରର ରେଳ ସଦନ ଠାରେ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ, ପ୍ରମୁଖ ମୁଖ୍ୟ ସୁରକ୍ଷା ଅଧିକାରୀ ଏବଂ ଅନ୍ୟାନ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା। ଅସାଧାରଣ ସେବା ପାଇଁ ସମ୍ମାନିତ ହୋଇଥିବା ପାଞ୍ଚ ଜଣ ରେଳ କର୍ମଚାରୀ ହେଉଛନ୍ତି – ଖୋର୍ଦ୍ଧା ରୋଡ୍ ର ବରିଷ୍ଠ ସହାୟକ ଲୋକୋ ପାଇଲଟ୍ ଚନ୍ଦ୍ରଗୀର କୁମାର ରାଉତ; ଟିଟିଲାଗଡ଼ର ବରିଷ୍ଠ ଗୁଡ଼ସ ଟ୍ରେନ ମ୍ୟାନେଜର ଉପେନ୍ଦ୍ର କୁମାର; ହରିଚନ୍ଦନପୁରର ଟ୍ରାକ୍ ମେଣ୍ଟେନର-IV ସୁରେଶ ଗାଗାରାଏ; ଗୋରଖନାଥର ମେଣ୍ଟେନର-II ସୁଧାଂସୁ ଶେଖର ଦାସ ଏବଂ ମାନବର (କୋରାପୁଟ)ର ଟ୍ରାକ୍ ମେଣ୍ଟେନର-IV କିଲୋ ସୋନୁ। ମହାପ୍ରବନ୍ଧକ ଶ୍ରୀ…
ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, କାଶ୍ମୀରରେ ବିଚ୍ଛିନ୍ନତାବାଦ ଏବେ ଇତିହାସ ପାଲଟି ଯାଇଛି। ଏକ୍ସରେ ପୋଷ୍ଟ କରି ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଯେ, ମୋଦୀ ସରକାରଙ୍କ ଏକୀକରଣ ନୀତି ଜାମ୍ମୁ-କାଶ୍ମୀରରୁ ବିଚ୍ଛିନ୍ନତାବାଦକୁ ବିଦା କରିଦେଇଛି। ହୁରିୟତ ସହିତ ଜଡିତ ଦୁଇଟି ସଂଗଠନ ବିଚ୍ଛିନ୍ନତାବାଦ ସହିତ ସମସ୍ତ ସମ୍ପର୍କ ଛିନ୍ନ କରିବାକୁ ଘୋଷଣା କରିଛନ୍ତି। ଅମିତ ଶାହ କହିଥିଲେ ଯେ, ଭାରତର ଏକତାକୁ ସୁଦୃଢ଼ କରିବା ଦିଗରେ ଏହି ପଦକ୍ଷେପକୁ ସେ ସ୍ୱାଗତ କରନ୍ତି ଏବଂ ଏଭଳି ସମସ୍ତ ଗୋଷ୍ଠୀଙ୍କୁ ଆଗକୁ ଆସି ଚିରଦିନ ପାଇଁ ବିଚ୍ଛିନ୍ନତାବାଦ ଛାଡ଼ିବାକୁ ଅନୁରୋଧ କରିଛନ୍ତି। କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ କହିଛନ୍ତି ଯେ, ଏକ ବିକଶିତ, ଶାନ୍ତିପୂର୍ଣ୍ଣ ଏବଂ ଏକୀକୃତ ଭାରତ ଗଠନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଦୂରଦୃଷ୍ଟି ପାଇଁ ଏହା ଏକ ବଡ଼ ବିଜୟ।
ନୂଆଦିଲ୍ଲୀ: ନିକଟରେ ସାଂସଦ ଏବଂ ପୂର୍ବତନ ସାଂସଦଙ୍କ ବେତନ, ଭତ୍ତା ଓ ପେନସନରେ ୨୪% ପ୍ରତିଶତ ବୃଦ୍ଧି ସଂକ୍ରାନ୍ତରେ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାକୁ ନେଇ ସାଧାରଣରେ ବିଭିନ୍ନ ଭ୍ରାନ୍ତଧାରଣା ସୃଷ୍ଟି ହୋଇଛି। ବିଜ୍ଞପ୍ତି ୨୪ ମାର୍ଚ୍ଚ ୨୦୨୪ ରେ ପ୍ରକାଶ ପାଇଥିବା ବେଳେ ଏଥିରେ ସାଂସଦମାନଙ୍କର ମାସିକ ବେତନ ୧ ଲକ୍ଷରୁ ୧ ଲକ୍ଷ ୨୪ ହଜାର ଟଙ୍କାକୁ ବୃଦ୍ଧି ପାଇଥିବା ଉଲ୍ଲେଖ କରାଯାଇଛି ଯାହାକି ୧ ଏପ୍ରିଲ ୨୦୨୩ ଠାରୁ ଲାଗୁ ହେବ। ୨୦୧୬ରେ ସାଂସଦମାନଙ୍କ ବେତନ ବୃଦ୍ଧିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଦୃଢ଼ ମତ ରଖିଥିଲେ। ସାଂସଦମାନେ ନିଜର ଦରମା ସମ୍ପର୍କରେ ନିଜେ ନିଷ୍ପତ୍ତି ନେବା ଉଚିତ୍ ନୁହେଁ ଏବଂ ବେତନ ଆୟୋଗ ଭଳି ଏକ ସଂସ୍ଥା ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେବା ଉଚିତ୍ ବୋଲି ପ୍ରଧାନମନ୍ତ୍ରୀ ମତ ଦେଇଥିଲେ। ଅଥବା ବିଭିନ୍ନ ସମୟରେ ନିର୍ଦ୍ଦିଷ୍ଟ ପଦବୀ ଏବଂ…
ଭୁବନେଶ୍ୱର: ଜନସାଧାରଙ୍କ ଆବଶ୍ୟକତାକୁ ଲକ୍ଷ୍ୟ ରଖି ତଥା ସେମାନଙ୍କର ହିତ ଉଦ୍ଦେଶ୍ୟରେ ସରକାର ବିଭିନ୍ନ ସମୟରେ ବିଭିନ୍ନ ଯୋଜନା ପ୍ରଣୟନ ସହିତ କାର୍ଯ୍ୟକ୍ରମମାନ ଆରମ୍ଭ କରିଥାନ୍ତି। ଏହାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ କିପରି ସାଧିତ ହୋଇପାରିବ ତାହା ସୁନିଶ୍ଚିତ କରିବାର ଦାୟିତ୍ୱ ତୃଣମୂଳସ୍ତରରେ କାର୍ଯ୍ୟ କରୁଥିବା ପ୍ରଶାସନିକ ଅଧିକାରୀମାନଙ୍କର। କିନ୍ତୁ ପ୍ରଶାସନିକ ଅଧିକାରୀଭାବେ ପ୍ରଥମେ ସେହି ଯୋଜନା ଯାହା ସାମାଜିକ ସୁରକ୍ଷା, ଜନକଲ୍ୟାଣ କିମ୍ବା ବିକାଶମୂଳକ ତାହା ସଂପର୍କରେ ଅଧିକ ଜାଣିବା, ବୁଝିବା ଦ୍ୱାରା ତାହାର ସୁଫଳ ସଂପର୍କରେ ସେମାନେ ସଠିକ୍ ଭାବେ ଜନସାଧାରଣଙ୍କୁ ବୁଝାଇବାରେ ସକ୍ଷମ ହୋଇପାରିବେ ବୋଲି ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମ୍ପାଟି ଓଡ଼ିଶା ପ୍ରଶାସନିକ ସେବାର ପ୍ରଶିକ୍ଷଣ ଗ୍ରହଣ କରୁଥିବା ଅଫିସର ଟ୍ରେନିମାନଙ୍କୁ ପରାମର୍ଶ ଦେଇଛନ୍ତି। ଆଜି ରାଜ ଭବନର ନ୍ୟୁ ଅଭିଷେକ ହଲ୍ଠାରେ ଓଡ଼ିଶା ରାଜସ୍ୱ ସେବାରୁ ଓଡ଼ିଶା ପ୍ରଶାସନିକ ସେବାକୁ ପଦୋନ୍ନତି ପ୍ରାପ୍ତ ୭୧ ଅଫିସର ଟ୍ରେନି ଓ ପ୍ରତ୍ୟକ୍ଷଭାବେ ନିଯୁକ୍ତ ଓଡ଼ିଶା…
ନୂଆଦିଲ୍ଲୀ: ଆଜି ଆଇପିଏଲ୍ ରେ ଭାରତୀୟ ଦଳର ଦୁଇ ଭବିଷ୍ୟତର ଅଧିନାୟକଙ୍କ ମଧ୍ୟରେ ଲଢେଇ ହେବ। ଗୋଟିଏ ପାର୍ଶ୍ୱରେ ଶୁଭମାନ ଗିଲ ଏବଂ ଅନ୍ୟ ପଟେ ଶ୍ରେୟାସ ଆୟର ରହିବେ। ଆୟରଙ୍କୁ ପଞ୍ଜାବ କିଙ୍ଗ୍ସର ନେତୃତ୍ଵ ଦିଆଯାଇଛି। ଗିଲ ଗୁଜୁରାଟର ଅଧିନାୟକ ହେବେ। ପଞ୍ଜାବ କିଙ୍ଗସ୍ ଏବଂ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ଏହି ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ପଞ୍ଜାବ କିଙ୍ଗସ୍ ଶ୍ରେୟସ୍ ଆୟରଙ୍କୁ ୨୬.୭୫ କୋଟିରେ କିଣିଛି। ସେ ଗତ ସିଜିନ ପର୍ଯ୍ୟନ୍ତ କୋଲକାତା ନାଇଟ୍ ରାଇଡର୍ସର ଅଧିନାୟକ ଥିଲେ। ଆଇପିଏଲ୍-୨୦୨୪ ରେ KKR ଚାମ୍ପିଅନ୍ ହୋଇଥିଲା। ବର୍ତ୍ତମାନ ପଞ୍ଜାବ କିଙ୍ଗ୍ସ ପାଇଁ ପ୍ରଥମ ଟାଇଟଲ୍ ଜିତିବାର ଆୟରଙ୍କର ଦାୟିତ୍ଵ ରହିଛି। ତେବେ ଗିଲଙ୍କ ଦଳକୁ ପରାସ୍ତ କରିବା କାହା ପାଇଁ ସହଜ ହେବ ନାହିଁ। ନରେନ୍ଦ୍ର ମୋଦୀ ଷ୍ଟାଡିୟମର ପିଚ୍ ରିପୋର୍ଟ: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମର ପିଚ୍ ବ୍ୟାଟ୍ସମ୍ୟାନଙ୍କ ପାଇଁ ଉପଯୁକ୍ତ ହେବାକୁ ଯାଉଛି।…
ଭୁବନେଶ୍ଵର: ଆପଣଙ୍କ ସ୍ତ୍ରୀ ଆପଣଙ୍କଠାରୁ ଅଧିକା ରୋଜଗାର କରନ୍ତି କି !! ଏବଂ ଆପଣ ଏଇ କଥାକୁ ନେଇ ଚିନ୍ତାରେ ରହୁଛନ୍ତି କି !! ତେବେ ବିଶେଷ କରି ବିବାହ ପରେ ସ୍ତ୍ରୀ ସ୍ବାମୀଠାରୁ ଅଧିକା ରୋଜଗାର କରିବା ଏବଂ ସେନେଇ ଚାପରେ ରହି ଥିବାର ଜଣାପଡିଛି। ନିକଟରେ ଏକ ଅନୁଶୀଳନରୁ ଏକ ରୋଚକ ତଥ୍ୟ ସାମ୍ନା କୁ ଆସିଛି । ସେଥିରେ ଜଣା ଯାଇଛି ଯେ ଯଦି ସ୍ତ୍ରୀ ଘରର ୪୦ ପ୍ରତିଶତ ଖର୍ଚ୍ଚ ନିଜ ଟଙ୍କାରୁ କରୁଥାନ୍ତି ତେବେ ସ୍ବାମୀମାନେ ଚାପରେ ରହିଥାନ୍ତି। କିନ୍ତୁ ସ୍ବାମୀମାନେ ଆହୁରି ଅଧିକ ଚାପରେ ରୁହନ୍ତି ଯେତେବେଳେ ଘରର ସମସ୍ତ ଖର୍ଚ୍ଚ ଲାଗି ପତ୍ନୀ ଉପରେ ନିର୍ଭର କରିଥାନ୍ତି। ବାଥ ୟୁନିଭର୍ସିଟିର ଏକ ସନ୍ଦର୍ଭରେ ଦେଖା ଯାଇଛି ଯେ ଯଦି ବିବାହ ପୂର୍ବରୁ ସ୍ତ୍ରୀଟିଏ ସ୍ବାମୀଠାରୁ ଅଧିକା ରୋଜଗାର କରୁଥାଏ ତେବେ ସେ କ୍ଷେତ୍ରରେ ବିବାହ ପରେ ସ୍ବାମୀମାନେ ମାନସିକ ଚାପରେ ରହି…
ଭୁବନେଶ୍ଵର: ଭାରତରେ ଏବେ ମୁଖ୍ୟ ସମସ୍ୟା ଭାବରେ ପାନୀୟ ଜଳ ସମସ୍ୟା ଦେଖାଦେଇଛି। ଚେନ୍ନାଇ ଓ ବେଙ୍ଗାଲୁରୁରେ ପାଣି ପାଇଁ ଦୟନୀୟ ଅବସ୍ଥାରୁ ଏହି ସଙ୍କଟର ଗାମ୍ଭୀର୍ୟ ସହଜରେ ଅନୁମେୟ। ଯେଉଁଠି ପାଣି ପାଇଁ ଲୋକେ ଘଣ୍ଟା ଘଣ୍ଟା ଧାଡି ରେ ଛିଡା ହେଉଛନ୍ତି। ଭାରତରେ ଉତ୍କଟ ଜଳ ସମସ୍ୟାକୁ ନେଇ ନୀତି ଆୟୋଗ ଏକ ରିପୋର୍ଟ ପ୍ରକାଶ କରିଥିଲା। ଏହି ରିପୋର୍ଟ ରେ ଅନେକ ଆଶ୍ଚର୍ଯ୍ୟ କଲାଭଳି ତଥ୍ୟ ପ୍ରକାଶିତ ହୋଇଥିଲା। ଏହି ରିପୋର୍ଟ ଅନୁସାରେ ଆଗାମୀ ବର୍ଷ ଦେଶର ପ୍ରାୟ ୨୧ଟି ସହର ରେ ଭୂତଳ ଜଳ ସରିଯିବ ଏବଂ ପାଣି ପାଇଁ ଲୋକେ ଅନ୍ୟ ସହର ଉପରେ ନିର୍ଭରଶୀଳ ହେବେ। ଭାରତରେ ଜଳ ସଙ୍କଟର ମୁଖ୍ୟ କାରଣ ଭାରତ ରେ ସର୍ବାଧିକ ଲୋକ ଭୂତଳ ଜଳ ବ୍ୟବହାର କରନ୍ତି । ଆମେରିକା ଏବଂ ଚୀନ ଉଭୟ ଭୂତଳ ଜଳ ଯେତିକି ବ୍ୟବହାର କରନ୍ତି ଭାରତ ଏକୁଟିଆ ସେତିକି…
ସ୍ୱାସ୍ଥ୍ୟ ଟିପ୍ସ: ପ୍ରାୟତଃ ଗୋଡ ଉପରେ ଗୋଡ ପକାଇବାକୁ ପସନ୍ଦ କରିଥା’ନ୍ତି । ଏହା ବେଶ୍ ଷ୍ଟାଇଲିସ୍ ଲାଗୁଥିବାରୁ ପ୍ରାୟତଃ ସମେସ୍ତ ଏପରି ଭାବରେ ବସିଥା’ନ୍ତି । କେହି କେହି ଏହାକୁ ଆତ୍ମବିଶ୍ବାସର ପ୍ରତୀକ ଭାବରେ ବିବେଚନା କରନ୍ତି । ଆପଣ ବି କ’ଣ ଗୋଡ ଉପରେ ଗୋଡ ପକାଇ ବସିବାକୁ ପସନ୍ଦ କରୁଛନ୍ତି । ଯଦି କରୁଥା’ନ୍ତି ତେବେ ହୋଇଯା’ନ୍ତୁ ସାବଧାନ। ଏହି ଅଭ୍ୟାସ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ବହୁତ ଖରାପ ପ୍ରଭାବ ପକାଇପାରେ? ଆପଣ ଶୁଣି ଆଶ୍ଚର୍ଯ୍ୟ ହୋଇପାରନ୍ତି କିନ୍ତୁ ଏହା ସତ ଅଟେ । ଗୋଡ ଉପରେ ଗୋଡ ବା କ୍ରସିଂ ଲେଗ୍ ଷ୍ଟାଇଲ୍ରେ ବସିବା ଯୋଗୁଁ ଉଚ୍ଚ ରକ୍ତଚାପ ହୋଇଥାଏ । ଏହା ସହିତ ଶିରରେ ଚାପ ପଡିବା ଯୋଗୁଁ ରକ୍ତ ପ୍ରବାହରେ ମଧ୍ୟ ବହୁ ଅସୁବିଧା ସୃଷ୍ଟି ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏପରି ବସିବା ଦ୍ବାରା ଆଉ କ’ଣ ସବୁ କ୍ଷତି…
ଭୁବନେଶ୍ୱର: ସ୍ଥାୟୀ ନିଯୁକ୍ତି, ସରକାରୀ ଆୟୁର୍ବେଦ ଓ ହୋମିଓପାଥି ଚିକିତ୍ସକଙ୍କ ସହିତ ସମାନ ବେତନ, ଚାକିରି ସହିତ ଉଚ୍ଚ ଶିକ୍ଷା ନିମନ୍ତେ ବ୍ୟବସ୍ଥା, ଡାକ୍ତରଖାନାକୁ ନିୟମିତ ଔଷଧ ଯୋଗାଣ, ନିଜର ଓ ନିର୍ଭରଶୀଳ ପରିବାର ବର୍ଗମାନଙ୍କୁ ବାର୍ଷିକ ୨୦ ଲକ୍ଷ ସ୍ୱାସ୍ଥ୍ୟ ବିମାରେ ଅନ୍ତର୍ଭୁକ୍ତ କରିବା ଓ ଚାକିରି ସମୟରେ ମୃତ୍ୟୁବରଣ କରୁଥିବା ଡାକ୍ତରଙ୍କ ପରିବାର ପାଇଁ ୪୦ ଲକ୍ଷ ଟଙ୍କାର ଏକକାଳୀନ ସହାୟତା ରାଶି ଦାବିରେ ଆୟୁଷ ଡାକ୍ତରଙ୍କ ସଂଗଠନ ଅଲ୍ ଓଡ଼ିଶା ଆୟୁଷ ଡାକ୍ତର ସଂଘ (ଆଓଡା) ପକ୍ଷରୁ ଆଗାମୀ ମାର୍ଚ୍ଚ ୨୭ ତାରିଖ ଠାରୁ ରାଜ୍ୟବ୍ୟାପୀ ସମ୍ପୁର୍ଣ୍ଣ କାର୍ଯ୍ୟ ବନ୍ଦ ଆନ୍ଦୋଳନ ସହିତ ଭୁବନେଶ୍ୱର ଲୋୟର ପିଏମଜି ଠାରେ ଶାନ୍ତିପୂର୍ଣ୍ଣ ଧାରଣା ଘୋଷଣା କରିଛନ୍ତି। ଆୟୁଷ ଡାକ୍ତରମାନେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ୧୮ବର୍ଷ ଧରି ଚୁକ୍ତିଭିତ୍ତିକ ଭିତ୍ତିରେ ଓଡିଶାର ଜରୁରୀକାଳୀନ ସେବା, ମାତୃ ଏବଂ ଶିଶୁ ସ୍ୱାସ୍ଥ୍ୟସେବା ଏବଂ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ…
ଖୋର୍ଦ୍ଧା: ପୁଣି ଜଣେ ସରକାରୀ ବାବୁ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି। ଆଜି ସକାଳୁ ଖୋର୍ଦ୍ଧା ଜିଲ୍ଲା ଜଟଣୀ ମ୍ୟୁନ୍ସିପାଲଟିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଭିଜିଲାନ୍ସ ଜାଲରେ ପଡିଛନ୍ତି। ବାବୁ ଜଣକ ହେଉଛନ୍ତି ସୂର୍ଯ୍ୟମଣି ପାଟ୍ଟଯୋଶୀ। ଆଜି ସକାଳୁ ସୂର୍ଯ୍ୟମଣୀଙ୍କ ବାସଭବନ ସମେତ ନଅଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ାଉ କରାଯାଉଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମ୍ୟୁନ୍ସିପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀଙ୍କ ଜଟଣୀ କାର୍ଯ୍ୟାଳୟ ସମେତ। ଭୁବନେଶ୍ୱର ଜାଗମରା, ଖାରବେଳ ନଗରରେ ଥିବା ଘର, ଗଞ୍ଜାମ ସୋରଡ଼ା ସ୍ଥିତ ବାସ ଭବନ, ବ୍ରହ୍ମପୁର ସହରର ଦୁଇଟି ସ୍ଥାନ, ଜଟଣୀ ସରକାରୀ ବାସଭବନ, ସମ୍ପର୍କୀୟଙ୍କ ଘର ଭଳି ୧୦ ଟି ସ୍ଥାନରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ଟିମ। ଭୁ ବନେଶ୍ୱର ସ୍ପେଶାଲ ଜଜ ଭିଜିଲାନ୍ସଙ୍କ ନିର୍ଦ୍ଦେଶରେ ଏହି ଚଢ଼ାଉରେ ଭିଜିଲାନ୍ସର ୯ ଡ଼ିଏସପି, ୪ ଇନ୍ସପେକ୍ଟର, ୧୩ ଏଏସଆଇ ଓ ଅନ୍ୟ ସହଯୋଗୀ କର୍ମଚାରୀ ଚଢ଼ାଉ ଜାରି…
ନୂଆଦିଲ୍ଲୀ: ୨୦୨୫ ଆଇପିଏଲ୍ ର ଚତୁର୍ଥ ମ୍ୟାଚ୍ ରେ ଲକ୍ଷ୍ନୌ ସୁପର ଜଏଣ୍ଟସ୍ କୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ ଲକ୍ଷ୍ନୌ ପରାସ୍ତ ହୋଇଛି। ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ସେମାନଙ୍କୁ ୨୧୦ ରନ୍ର ଟାର୍ଗେଟ ଦେଇଥିଲା। ତଥାପି ଦଳ ଜିତିପାରିନଥିଲା। ଲକ୍ଷ୍ନୌର ପରାଜୟ ପରେ ଦଳର ମାଲିକ ସଞ୍ଜୀବ ଗୋଏଙ୍କା ଅଧିନାୟକ ଋଷଭ ପନ୍ତଙ୍କ ସହ କଥାବାର୍ତ୍ତା ହୋଇଥିବା ଦେଖିବାକୁ ମିଳିଥିଲା। ଏହି ବିଷୟରେ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ସେୟାର କରାଯାଇଛି। ଲକ୍ଷ୍ନୌର ପରାଜୟ ପରେ କିଛି ସୋସିଆଲ ମିଡିଆ ବ୍ୟବହାରକାରୀ ଏହି ପୋଷ୍ଟ ସେୟାର କରିଛନ୍ତି। ସେମାନେ ଦାବି କରିଛନ୍ତି ଯେ, ଗୋଏଙ୍କା ପୁଣି ଥରେ ତାଙ୍କ ଅଧିନାୟକଙ୍କ ଉପରେ ରାଗିଛନ୍ତି। କିନ୍ତୁ ସେପରି କିଛି ନଥିଲା। ଦଳର ମାଲିକ ସଞ୍ଜୀବ ଗୋଏଙ୍କା ଏବଂ ଅଧିନାୟକ ଋଷଭ ପନ୍ତଙ୍କ ମଧ୍ୟରେ ସାଧାରଣ ବାର୍ତ୍ତାଳାପ ହୋଇଥିଲା। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଉଭୟେ ମଧ୍ୟ ହସୁଥିବାର…
ନୂଆଦିଲ୍ଲୀ: ବିକି କୌଶଲଙ୍କ ଐତିହାସିକ ଡ୍ରାମା ‘ଛାବା’ ଦର୍ଶକଙ୍କ ଠାରୁ ବହୁତ ଭଲ ପାଇବା ପାଇଛି। ରିଲିଜ୍ ହେବାର ୪୦ ଦିନ ପରେ ମଧ୍ୟ ଫିଲ୍ମ ବକ୍ସ ଅଫିସରେ ବହୁତ ଟଙ୍କା ରୋଜଗାର କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପୂର୍ବରୁ ‘ଛାବା’କୁ ପ୍ରଶଂସା କରିଥିଲେ ଏବଂ ବର୍ତ୍ତମାନ ସେ ବିକି କୌଶଲଙ୍କ ଏହି ଚଳଚ୍ଚିତ୍ରର ସ୍ୱତନ୍ତ୍ର ସ୍କ୍ରିନିଂରେ ଯୋଗଦେବାକୁ ଯାଉଛନ୍ତି। ସଂସଦରେ ‘ଛାବା’ର ଏକ ସ୍ୱତନ୍ତ୍ର ସ୍କ୍ରିନିଂ ଆୟୋଜନ ହେବାକୁ ଯାଉଛି। ମାର୍ଚ୍ଚ ୨୭ ତାରିଖରେ ସଂସଦ ଲାଇବ୍ରେରୀ ବିଲଡିଂର ବାଲାୟୋଗୀ ଅଡିଟୋରିୟମରେ ପ୍ରଧାନମନ୍ତ୍ରୀ ମୋଦୀ ବିକି କୌଶଲଙ୍କ ଫିଲ୍ମ ଦେଖିବେ। ଏହି ସ୍କ୍ରିନିଂରେ ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହାଙ୍କ ବ୍ୟତୀତ ବହୁ ବିଜେପି ମନ୍ତ୍ରୀ ଏବଂ ସାଂସଦ ମଧ୍ୟ ଉପସ୍ଥିତ ରହିବେ।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୫ ମାର୍ଚ୍ଚ ୩୦ ମନ୍ କୀ ବାତ୍ କାର୍ଯ୍ୟକ୍ରମ ପାଇଁ ଜନସାଧାରଣଙ୍କ ଠାରୁ ପ୍ରସ୍ତାବ ଆହ୍ୱାନ କରିଛନ୍ତି। ଚଳିତ ମାସର ମନ୍ କୀ ବାତ୍ ପାଇଁ ବହୁ ପରିମାଣର ପ୍ରସ୍ତାବ ମିଳିଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି। ଏକ୍ସ ର ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି; “ଚଳିତ ମାସର ମନ୍ କୀ ବାତ୍ #MannKiBaat ପାଇଁ ବହୁ ସଂଖ୍ୟକ ପ୍ରସ୍ତାବ ମିଳିଥିବାରୁ ଖୁସି ଲାଗୁଛି, ଯାହାକି ୩୦ ତାରିଖରେ ହେବ। ଏସବୁ ପ୍ରସ୍ତାବ ସାମୁହିକ କଲ୍ୟାଣ ନିମନ୍ତେ ସାମୁହିକ ପ୍ରୟାସର ଶକ୍ତିକୁ ଉଲ୍ଲେଖ କରୁଛି। ଏପିସୋଡ ପାଇଁ ଅଧିକରୁ ଅଧିକ ଲୋକଙ୍କ ଠାରୁ ମୁଁ ପ୍ରସ୍ତାବ ଆହ୍ୱାନ କରୁଛି।
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ହିଞ୍ଜିଳି ଥାନା ଅଞ୍ଚଳର ଜନୈକା ସ୍ବାମୀ ପରିତ୍ୟକ୍ତା ମହିଳାଙ୍କ ସହ ବଂଧୁ ସମ୍ପର୍କ ରଖି ପରବର୍ତ୍ତୀ ସମୟରେ ବିବାହ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖି ଆତ୍ମସନ୍ତୋଷ ଲାଭ କରିଥିବା ଯୁବକ ଆକାଶ ନାୟକକୁ ରାୟଗଡ଼ା ରୁ ଉଠାଇ ଆଣି ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଘଟଣାରୁ ପ୍ରକାଶ ଯେ, ଅଭିଯୁକ୍ତ ଆକାଶ କୌଣସି ଏକ ଭୋଜି କାର୍ଯ୍ୟରେ ଉକ୍ତ ପୀଡିତା ମହିଳା ଙ୍କ ସହ ସମ୍ପର୍କରେ ଆସିଥିଲା ଓ ଶାରୀରିକ ସମ୍ପର୍କ ରଖିଥିଲା। ପରବର୍ତ୍ତୀ ସମୟରେ ପୀଡ଼ିତା ମହିଳା ବିବାହ ପାଇଁ ଜିଦ୍ କରିବାରୁ ଆକାଶ ସେହି ଦିନଠାରୁ ଚମ୍ପଟ୍ ମାରିଥିଲା। ମହିଳା ଜଣଙ୍କ ବାପା ଘରକୁ ଯାଇ କିଛି ଦିନ ପରେ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ ଓ ପୋଲିସ ଅଭିଯୋଗ ଗ୍ରହଣ କରି ମାମଲା ନଂ ୭୭/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ଅଭିଯୁକ୍ତ କୁ ଗିରଫ କରିବା ପାଇଁ…

