Author: Samikhsya Bureau

ଭୁବନେଶ୍ବର: ଆଜି ରାଜ୍ୟରେ ୧୦ ହଜାର ୬୪୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୫୯୬୫ ଜଣ ଚିହ୍ନଟ ହୋଇଥିବା ବେଳେ ୪୬୮୪ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୭୬ ହଜାର ୨୯୭ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୪ ଲକ୍ଷ ୭୩ ହଜାର ୬୮୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧ ଲକ୍ଷ ୩୧୩ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୨୧୪ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୧୦ ହଜାର ୬୪୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୫୫୭ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୭୭୪ ଜଣ, ଅନୁଗୁଳ ଜିଲ୍ଲାରୁ…

Read More

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଇନଷ୍ଟିଚ୍ୟୁଟ୍ ଅଫ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍ସ ଅଫ ଇଣ୍ଡିଆ (ଆଇସିଏଆଇ) ଏବଂ କତର ଫାଇନାନ୍ସିଆଲ ସେଣ୍ଟର ଅଥରିଟି (କ୍ୟୁଏଫସିଏ) ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାପତ୍ର (ଏମଓୟୁ)କୁ ଅନୁମୋଦନ ମିଳିଛି। ଏହି ଏମଓୟୁ କତରରେ ଆକାଉଣ୍ଟିଂ ପେସା ଏବଂ ଉଦ୍ୟମିତା ଭିତ୍ତିଭୂମିକୁ ସୁଦୃଢ଼ କରିବା କ୍ଷେତ୍ରରେ ମିଳିତ ଭାବେ କାର୍ୟ୍ୟ କରିବା ଲାଗି ଦୁଇ ଇନଷ୍ଟିଚ୍ୟୁଟ୍ ମଧ୍ୟରେ ସହଯୋଗ ବୃଦ୍ଧି କରିବ। ମଧ୍ୟପ୍ରାଚ୍ୟରେ ୬୦୦୦ ସଦସ୍ୟଙ୍କୁ ନେଇ ଆଇସିଏଆଇର ଏକ ଦୃଢ଼ ସଦସ୍ୟତା ଆଧାର ରହିଛି ଏବଂ କତର (ଦୋହା) ଚାପ୍ଟର ହେଉଛି ଆଇସିଏଆଇର ସବୁଠୁ ସକ୍ରିୟ ଚାପ୍ଟର। ଆଇସିଏଆଇର ସଦସ୍ୟମାନେ କତରରେ ବିଭିନ୍ନ ଘରୋଇ ଏବଂ ସରକାରୀ କମ୍ପାନୀର ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଅବସ୍ଥାପିତ ହୋଇ ଆକାଉଣ୍ଟିଂ ପେସାରେ ସହାୟତା ଓ ଏହାର ବିକାଶ ପାଇଁ ସକ୍ରିୟ ଭାବେ ନିୟୋଜିତ ଅଛନ୍ତି। ଏହି ଏମଓୟୁ ସ୍ୱାକ୍ଷର ଫଳରେ ସମ୍ପୂର୍ଣ୍ଣ ମଧ୍ୟପ୍ରାଚ୍ୟ କ୍ଷେତ୍ରରେ ଆଇସିଏଆଇ…

Read More

ନୂଆଦିଲ୍ଲୀ, କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ଆଜି ଓଡ଼ିଶା ସମେତ ଆଠଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ସ୍ବାସ୍ଥ୍ୟ ମନ୍ତ୍ରୀ, ପ୍ରମୁଖ ଶାସନ ସଚିବ ଏବଂ ଅତିରିକ୍ତ ମୁଖ୍ୟ ସଚିବମାନଙ୍କ ସହିତ ଆଲୋଚନା କରିଛନ୍ତି। ଏହି ଅବସରରେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅଶ୍ବିନୀ କୁମାର ଚୌବେ ଉପସ୍ଥିତ ଥିଲେ। ଏହି ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକରେ ଦୈନିକ ସଂକ୍ରମଣ, ଅଧିକ ମୃତ୍ୟୁହାର ରହିଥିବା ବେଳେ ପଜିଟିଭିଟି ହାର ମଧ୍ୟ ବୃଦ୍ଧି ପାଇବା ସହିତ ଅଧିକ ରହୁଛି। ଏସବୁ ରାଜ୍ୟ ରାଜ୍ୟଗୁଡ଼ିକ ହେଲେ ଓଡ଼ିଶା, ଉତ୍ତରାଖଣ୍ଡ, ହରିୟାଣା, ପଞ୍ଜାବ, ବିହାର, ଝାଡ଼ଖଣ୍ଡ, ଓଡ଼ିଶା ଓ ତେଲଙ୍ଗାନା ସହିତ ଜମ୍ମୁ ଓ କଶ୍ମୀର କେନ୍ଦ୍ର ଶାସିତ ପ୍ରଦେଶ। ବୈଠକରେ ଓଡ଼ିଶାର ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାଓ୍ବତ, ହରିୟାଣା ସ୍ବାସ୍ଥ୍ୟ ମନ୍ତ୍ରୀ ଅନିଲ ଭିଜ,…

Read More

ନୂଆଦିଲ୍ଲୀ, ପିଏମ କେୟାର୍ସ ପାଣ୍ଠିରୁ ୩୨୨.୫ କୋଟି ଟଙ୍କା ବିନିମୟରେ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ଦ୍ଵାରା ବିକଶିତ ‘ଅକ୍ସିକେୟାର’ ପ୍ରଣାଳୀର ୧.୫ ଲକ୍ଷ ୟୁନିଟ୍ କ୍ରୟ ପ୍ରସ୍ତାବକୁ ଆବଶ୍ୟକ ଅନୁମୋଦନ ମିଳିଛି। ଅକ୍ସିକେୟାର ହେଉଛି ଏକ SpO2 ଆଧାରିତ ଅମ୍ଳଜାନ ଯୋଗାଣ ପ୍ରଣାଳୀ। ଏହା ଅନୁଭବ ଆଧାରିତ SpO2 ସ୍ତର ଉପରେ ଆଧାର କରି ରୋଗୀଙ୍କୁ ଯୋଗାଣ କରାଯାଉଥିବା ଅମ୍ଳଜାନକୁ ନିୟନ୍ତ୍ରଣ କରିଥାଏ । ଏହି ଅନୁମୋଦନରେ, ଏକ ଲକ୍ଷ ସାଧାରଣ ଏବଂ ୫୦ ହଜାର ସ୍ୱୟଂଚାଳିତ ଅକ୍ସିକେୟାର ପ୍ରଣାଳୀ ସହିତ ନନ-ରିବ୍ରେଦର ମାସ୍କ କ୍ରୟ କରାଯାଉଛି । ଅକ୍ସିକେୟାର ପ୍ରଣାଳୀ SpO2 ସ୍ତର ଉପରେ ଆଧାର କରି ସହାୟକ ଅମ୍ଳଜାନ ଯୋଗାଣ କରିଥାଏ ଏବଂ ବ୍ୟକ୍ତିଙ୍କୁ ହାଇପୋକ୍ସିଆ ବା ଅମ୍ଳଜାନ ସ୍ତର ହ୍ରାସ ଭଳି ସାଂଘାତିକ ଅବସ୍ଥାରୁ ରକ୍ଷା କରିଥାଏ । ଅତ୍ୟଧିକ ଉଚ୍ଚତା ଅଞ୍ଚଳରେ ନିୟୋଜିତ ସୈନିକମାନଙ୍କ ପାଇଁ ଡିଆରଡିଓର ବେଙ୍ଗାଲୁରୁସ୍ଥିତ ପ୍ରତିରକ୍ଷା ବାୟୋ-ଇଞ୍ଜିନିୟରିଂ…

Read More

ଭୁବନେଶ୍ବର, ଚଳିତ ବର୍ଷ ଅକ୍ଷୟ ତୃତୀୟା ଏହି ମେ ମାସ 15 ତାରିଖ ପଡୁଛି। ସେହିଦନ ମଧ୍ୟ ବୃଷ ସଂକ୍ରାନ୍ତି। ଅକ୍ଷୟ ତୃତୀୟା ହେଉଛି ସମସ୍ତ ତାରିଖ ମଧ୍ୟରେ ସବୁଠାରୁ ଶୁଭ ବୋଲି ବିବେଚନା କରାଯାଏ । ଏହି ତାରିଖରେ ପାଂଜି ନ ଦେଖି ସମସ୍ତ ପ୍ରକାରର ଶୁଭ କାର୍ଯ୍ୟ ଆରମ୍ଭ କରାଯାଇପାରିବ। ଶ୍ରୀମନ୍ଦିରରେ ମଧ୍ୟ ଅକ୍ଷୟ ତୃତୀୟାରୁ ମହାପ୍ରଭୃଙ୍କର ଚନ୍ଦନ ଯାତ ଆରମ୍ଭ ହୋଇଥାଏ। ଅକ୍ଷୟ ତୃତୀୟା ପରି ଶୁଭ ଦିନରେ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କୁ ପୂଜା କରିବାର ନିୟମ ରହିଛି। ଏହିଦିନ ପ୍ରଭୁ ନର-ନାରାୟଣଙ୍କ ସମେତ ପରର୍ଶୁରାମ ଏବଂ ହୟଗ୍ରୀବଙ୍କର ଏକ ଅବତାର ସୃଷ୍ଟି ହୋଇଥିଲା । ଏହା ବ୍ୟତୀତ ବ୍ରହ୍ମାଙ୍କ ପୁଅ ଅକ୍ଷୟ କୁମାର ମଧ୍ୟ ଏହି ଦିନ ଜନ୍ମ ହୋଇଥିଲେ। ଏହି ଦିନ ବଦ୍ରିନାରାୟଣଙ୍କ ଦ୍ୱାର ମଧ୍ୟ ଖୋଲା ହୋଇଥାଏ । ଧାର୍ମିକ ଗ୍ରନ୍ଥ ଅନୁଯାୟୀ ଅକ୍ଷୟ ତୃତୀୟା ଦିନ ଗଙ୍ଗା ମାତା…

Read More

ମେଷ: ସାଥୀଠାରୁ ଦୂରତା ସମାପ୍ତ ହେବ। ଚାକିରିରେ ଆପଣ ଅଧିକାରୀଙ୍କ ସମର୍ଥନ ଏବଂ ବିଶ୍ୱାସ ପାଇବେ। ପରିବାର କାର୍ଯ୍ୟରେ ବ୍ୟସ୍ତ ରହିବେ। ଆକସ୍ମିକ ଖର୍ଚ୍ଚ ଚାପ ସୃଷ୍ଟି କରିବ। ଆପେକ୍ଷିକ କାର୍ଯ୍ୟଗୁଡ଼ିକ ବିଳମ୍ବ ହେବ। ଚତୁରତାର ସହିତ କାର୍ଯ୍ୟ କରନ୍ତୁ। ପାରିବାରିକ ପରିଦର୍ଶନ ସହିତ ସ୍ଥାନୀୟ ତୀର୍ଥଯାତ୍ରା କରାଯିବ। ବୃଷ: ନୂଆ ଦାୟିତ୍ବ ଗ୍ରହଣ କରାଯିବ। ବ୍ୟବସାୟ ଯାତ୍ରା ସଫଳ ହେବ। ଲାଭ ସୁଯୋଗ ମିଳିବ। ଶତ୍ରୁ ଭୟ ରହିବ। ବ୍ୟବସାୟ ପାଇଁ ଅଂଶିଦାର ଭଲ ହେବ। କାର୍ଯ୍ୟ ଆଚରଣ, ସଚ୍ଚୋଟତା ଚାକିରିରେ ପ୍ରଶଂସିତ ହେବ। କାର୍ଯ୍ୟରେ ଚେଷ୍ଟା ଜାରୀ ରଖିବା ସଫଳତା ମିଳିବ। ସ୍ବାସ୍ଥ୍ୟ ନେଇ ଚିନ୍ତିତ ହେବେ। ଶତ୍ରୁମାନେ ପରାସ୍ତ ହେବେ। ମିଥୁନ: ବ୍ୟବସାୟରେ ନୂଆ ଚୁକ୍ତି ହେବ। ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। ଆପଣ ସମ୍ମାନ ପାଇବେ। ବକ୍ତବ୍ୟର ନିୟନ୍ତ୍ରଣ କରନ୍ତୁ। ମହିଳାମାନେ ଯନ୍ତ୍ରଣା ଭୋଗିବା ସମ୍ଭାବନା। ମତଭେଦରୁ ଦୂରେଇ ରୁହନ୍ତୁ। କାର୍ଯ୍ୟରେ ସଫଳତା ମିଳିବ।…

Read More

ମେଷ: ସାଥୀଠାରୁ ଦୂରତା ସମାପ୍ତ ହେବ। ଚାକିରିରେ ଆପଣ ଅଧିକାରୀଙ୍କ ସମର୍ଥନ ଏବଂ ବିଶ୍ୱାସ ପାଇବେ। ପରିବାର କାର୍ଯ୍ୟରେ ବ୍ୟସ୍ତ ରହିବେ। ଆକସ୍ମିକ ଖର୍ଚ୍ଚ ଚାପ ସୃଷ୍ଟି କରିବ। ଆପେକ୍ଷିକ କାର୍ଯ୍ୟଗୁଡ଼ିକ ବିଳମ୍ବ ହେବ। ମିଥୁନ: ବ୍ୟବସାୟରେ ନୂଆ ଚୁକ୍ତି ହେବ। ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। ଆପଣ ସମ୍ମାନ ପାଇବେ। ବକ୍ତବ୍ୟର ନିୟନ୍ତ୍ରଣ କରନ୍ତୁ। ମହିଳାମାନେ ଯନ୍ତ୍ରଣା ଭୋଗିବା ସମ୍ଭାବନା। ମତଭେଦରୁ ଦୂରେଇ ରୁହନ୍ତୁ। କାର୍ଯ୍ୟରେ ସଫଳତା ମିଳିବ। ଶତ୍ରୁମାନେ ପରାସ୍ତ ହେବେ।

Read More

କନ୍ୟା: ଅସ୍ଥିରତା ଦେଖାଯିବ। ସ୍ୱାସ୍ଥ୍ୟ ଦୁର୍ବଳ ରହିବ। ପତି-ପତ୍ନୀଙ୍କଠାରୁ ସମର୍ଥନ ପାଇବେ। ସରକାରୀ ବାଧା ଦୂର ହେବ। ଆଖି ଯନ୍ତ୍ରଣା ହେବାର ସମ୍ଭାବନା ।  ବୁଦ୍ଧି ବିନିଯୋଗ କାର୍ଯ୍ୟ ଲାଭଦାୟକ ହେବ। ଶତ୍ରୁ ଦ୍ୱାରା ଅସୁବିଧାରେ ପଡ଼ି ପାରନ୍ତି । ତୂଳା: ସ୍ୱାସ୍ଥ୍ୟ ଦୁର୍ବଳ ରହିବ। ଦିନତମାମ ଧାଁଧପଡ ଲାଗି ରହିବ। ଜମି ଏବଂ ନିର୍ମାଣ ଯୋଜନା ପ୍ରସ୍ତୁତ ହେବ। ପ୍ରଗତିର ରାସ୍ତା ପକ୍କା ହେବ। ଦିନତମାମ ଅଳସୁଆ ରହିବେ । କାର୍ଯ୍ୟ ପ୍ରତି ହୃଦୟହୀନତା ରହିବ।

Read More

ବୃଷ: ନୂଆ ଦାୟିତ୍ବ ଗ୍ରହଣ କରାଯିବ। ବ୍ୟବସାୟ ଯାତ୍ରା ସଫଳ ହେବ। ଲାଭ ସୁଯୋଗ ମିଳିବ। ଶତ୍ରୁ ଭୟ ରହିବ। ବ୍ୟବସାୟ ପାଇଁ ଅଂଶିଦାର ଭଲ ହେବ। କାର୍ଯ୍ୟ ଆଚରଣ, ସଚ୍ଚୋଟତା ଚାକିରିରେ ପ୍ରଶଂସିତ ହେବ। କର୍କଟ: ଯାତ୍ରା ସଫଳ ହେବ। ବିବାଦ କର ନାହିଁ । କାରବାରରେ ସାବଧାନ ରୁହନ୍ତୁ। ଆଇନଗତ ପ୍ରତିବନ୍ଧକ ହଟାଯିବ। ଭଗବାନଙ୍କ ଆର୍ଶିବାଦ ରହିବ। ରାଜକାର୍ଯ୍ୟରୁ ଲାଭବାନ ହେବାର ସମ୍ଭାବନା।

Read More

ସିଂହ: ପ୍ରେମ ସଂପର୍କରେ ବିପଦ କର ନାହିଁ । ଯାନ ଏବଂ ଯନ୍ତ୍ରର ବ୍ୟବହାରରେ ସତର୍କତା ବ୍ୟବହାର କରନ୍ତୁ। ଅସୁବିଧାରେ ପଡ଼ି ପାରନ୍ତି। ଆଗକୁ ଏକ ନୂଆ ରାସ୍ତା ଖୋଜିବାର ସମ୍ଭାବନା ରହିଛି। ଶତ୍ରୁମାନେ ପରାସ୍ତ ହେବେ। ଉପକୃତ ହେବ । ମକର: ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତିତ ହେବେ। ଘର ବାହାରେ ବିଶୃଙ୍ଖଳା ହୋଇପାରେ। ପ୍ରୟାସ ସଫଳ ହେବ। ଭଲ ଯୋଗ ଗଠନ ହେବ। କିଛି ଦୁଃଖର ସମ୍ଭାବନା ରହିଛି । ଲାଭ ଯୋଗ କରାଯିବ। ମହିଳାମାନଙ୍କ ପାଇଁ ଅସୁବିଧା ସମ୍ଭାବନା।

Read More

କୁମ୍ଭ: ଭଲ ଖବର ଗ୍ରହଣ କରାଯିବ। ପୁରୁଣା ବନ୍ଧୁ ଏବଂ ସମ୍ପର୍କୀୟମାନେ ଭେଟିବେ। ସ୍ୱାସ୍ଥ୍ୟ ଦୁର୍ବଳ ରହିବ। ଆୟ ବୃଦ୍ଧି ପାଇବ। ବିରୋଧର ସମ୍ଭାବନା ରହିଛି। ଟଙ୍କା ହରାଇବା, ଘର ଭିତରେ ବିବାଦ, ରୋଗ ଦ୍ୱାରା ଘେରି ରହିବାର ସମ୍ଭାବନା। ବିଛା: କାରବାରରେ ସାବଧାନ ରୁହନ୍ତୁ। ଆପଣ ପାର୍ଟୀ ଏବଂ ପିକନିକ୍ ଉପଭୋଗ କରିବେ। ଛାତ୍ର ଶ୍ରେଣୀ ସଫଳତା ହାସଲ କରିବେ। ଶତ୍ରୁ ଉପରେ ବିଜୟ ହେବ। ଖୁସିର ଖବର ପାଇବାର ସମ୍ଭାବନା। କୁସଙ୍ଗରୁ କ୍ଷତି।

Read More

ଧନୁ: ଭୟ, ଯନ୍ତ୍ରଣା ଏବଂ ଦ୍ୱନ୍ଦ୍ୱ ସୃଷ୍ଟି ହୋଇପାରେ। ଭୟ, ମାନସିକ ଦୁଃଖର ସମ୍ଭାବନା। ଲାଭ ଭଲ ହୋଇପାରେ। ଦୁଃଖଦ ଖବର ଗ୍ରହଣ କରିବେ। କ୍ଷତି ଏବଂ ଭୟର ସମ୍ଭାବନା, ଶକ୍ତି ସହିତ ସଫଳତା, ଏକ ଅସୁବିଧା ପରିବେଶ ସୃଷ୍ଟି କରିବ। ଏହା ଏକ ଭୟଙ୍କର ଦିନ ହେବ।  ମୀନ: ରୋଜଗାର ବୃଦ୍ଧି ପାଇବ। ବ୍ୟବସାୟ ଯାତ୍ରା ସଫଳ ହେବ। ପରିବାର ଚିନ୍ତିତ ହେବେ। ଉପକୃତ ହେବ। ଅସୁସ୍ଥତା ଅନୁଭବ କରିବେ। ଆପଣ ଚିନ୍ତାରୁ ମୁକ୍ତି ପାଇବେ ନାହିଁ । ଶତ୍ରୁମାନଙ୍କୁ ସମାଧି ଦିଆଯିବ।

Read More

ଭୁବନେଶ୍ବର: ଆଜି ବିଶ୍ଵ ନର୍ସିଙ୍ଗ ଦିବସ। ଏହି ଅବସରରେ ନର୍ସମାନଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୋନ ଯୋଗେ କଥା ହୋଇଛନ୍ତି। କାର୍ଯ୍ୟରତ ନର୍ସମାନଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ଏହି କରୋନା କାଳରେ ନିଜର ବ୍ୟକ୍ତିଗତ ସୁଖକୁ ଭୁଲି ନିଷ୍ଠାର ସହ କାମ କରୁଥିବାରୁ ନର୍ସମାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି।

Read More

ଭୁବନେଶ୍ବର, ଓଡ଼ିଶା ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ଏବଂ କୋଭିଡ଼୧୯ ସଂକ୍ରମଣ ମାମଲା ବୃଦ୍ଧିର ଶୃଙ୍ଖଳାକୁ ଭାଙ୍ଗିବା ସହିତ କମ ପୃଷ୍ଠପୋଷକତା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଆସନ୍ତା ମଇ ମାସ ୨୩ ତାରିଖ ପର୍ୟ୍ୟନ୍ତ ୦୬ ଯୋଡ଼ା ସ୍ଥାନୀୟ ପସେଞ୍ଜର ଏବଂ ମେମୁ ଟ୍ରେନକୁ ଉଭୟ ଦିଗରୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଟ୍ରେନ୍ ଗୁଡିକ ହେଲା – ୦୧. ୦୮୪୫୬/୦୮୪୫୫ ଭୁବନେଶ୍ୱର-କେନ୍ଦୁଝରଗଡ଼ -ଭୁବନେଶ୍ୱର ବିଶେଷ ଟ୍ରେନ ୦୨. ୦୮୪୧୨/୦୮୪୧୧ ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ବିଶେଷ ଟ୍ରେନ ୦୩. ୦୮୪୩୮/୦୮୪୩୭ କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ ୦୪. ୦୮୪୬୧/୦୮୪୬୨ କଟକ-ପାରାଦୀପ-କଟକ ବିଶେଷ ଟ୍ରେନ ୦୫. ୦୮୪୫୪/୦୮୪୫୩ କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ ୦୬. ୦୮୫୨୮/୦୮୫୨୭ ବିଶାଖାପାଟନମ୍-ରାୟପୁର-ବିଶାଖାପାଟନମ୍ ବିଶେଷ ଟ୍ରେନ ଏହା ବ୍ୟତୀତ, ତିନିଟି ସ୍ଥାନୀୟ ପାସେଞ୍ଜର ଏବଂ ମେମୁ ବିଶେଷ ଟ୍ରେନ୍ ୧୪ ମଇ ୨୦୨୧ ତାରିଖ ଦିନ ଉଭୟ ଦିଗରୁ ବାତିଲ ରହିବ। ଏହି ଟ୍ରେନ୍ ଗୁଡିକ ହେଉଛି ୦୮୪୨୮/୦୮୪୨୭…

Read More

ରମେଶ ମହାନ୍ତି ଜଗତସିଂହପୁର: କରୋନା ଦ୍ୱିତୀୟ ଲହରୀରେ ଆକ୍ରାନ୍ତଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଜଗତସିଂହପୁର ଜିଲ୍ଲାରୁ ଆଜି ପୁଣି ୨୩୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ପାରାଦ୍ବୀପରୁ ସର୍ବାଧିକ ୪୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲିକୁଦା ବ୍ଲକରୁ ୩୭ଜଣ, ତିର୍ତ୍ତୋଲ ବ୍ଳକରୁ ୩୦ଜଣ ,ଜଗତସିଂହପୁର ବ୍ଲକରୁ ୨୬ଜଣ, କୁଜଙ୍ଗ ବ୍ଲକରୁ ୨୫ଜଣ, ଜଗତସିଂହପୁର ମ୍ୟୁନିସିପାଲିଟିରୁ ୨୪ଜଣ, ନାଉଗାଁ ବ୍ଲକରୁ ୧୭ଜଣ, ଏରସମା ବ୍ଲକରୁ ୧୩ଜଣ, ରଘୁନାଥପୁର ଓ ବିରିଡ଼ି ବ୍ଲକରୁ ୧୦ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଜଗତସିଂହପୁର ଚିହ୍ନଟ ହୋଇଥିବା ସମୁଦାୟ ୧୨୧୪୯ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୭୮୮ ଜଣ ସୁସ୍ଥ ହୋଇଥିବା ବେଳେ ୪୦ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଜିଲ୍ଲାରେ ବର୍ତ୍ତମାନ ୧୩୨୧ ଜଣ ଆକ୍ରାନ୍ତ ସକ୍ରିୟ ରହିଥିବା ବେଳେ ଆଜି ଜିଲ୍ଲାରୁ ୧୪୫ ଜଣ ସୁସ୍ଥ ହୋଇଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା…

Read More

ରମେଶ ମହାନ୍ତି ଜଗତସିଂହପୁର: ରାଜ୍ୟରେ ସଂକ୍ରମଣ ଦ୍ରୁତଗତିରେ ବଢୁଥିବା ବେଳେ ଜଗତସିଂହପୁର ଜିଲ୍ଲାରେ ମଧ୍ୟ କରୋନା ଗ୍ରାଫ ଉପର ମୁହାଁ ହେଉଛି। ଆଜି ଜଗତସିଂହପୁର ଜିଲ୍ଲାରେ ୨୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ କରୋନାର ବର୍ଦ୍ଧିତ ମାମଲାକୁ ଦେଖି ଜିଲ୍ଲା ପ୍ରଶାସନ ଏବେ କଟକଣାକୁ ଆହୁରି କଡାକଡି କରୁଛି। ଏହି ପ୍ରରିପେକ୍ଷୀରେ ଆଜି ଜଗତସିଂହପୁର ବ୍ଲକରେ ଏକାଧିକ ପଜିଟିଭ ଚିହ୍ନଟ ହେବା ପରେ ପ୍ରଭାବିତ ୱାର୍ଡଗୁଡିକରେ ଜିଲ୍ଲା ପ୍ରଶାସନ କଟକଣା ଲଗାଇଦେଇଛି। ଜଗତସିଂହପୁର ବ୍ଲକ ଅନ୍ତର୍ଗତ ଡିହ ତରତଙ୍ଗ ଗ୍ରାମର ୩, ୪ ଏବଂ ୫ ନମ୍ବର ୱାର୍ଡକୁ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି। ଆସନ୍ତା ୧୯ ତାରିଖ ଯାଏଁ କଣ୍ଟେନମେଣ୍ଟ ଜୋନରେ କଟକଣା ବଳବତ୍ତର ରହିବା ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟରେ ଲୋକଙ୍କ ଯାତାୟାତ ଉପରେ କଟକଣା ଲଗାଯାଇଛି। ଏହି ଅଞ୍ଚଳର ସୀମା ଭିତରେ ଥିବା ସବୁ ସରକାରୀ…

Read More

ଭୁବନେଶ୍ବର: ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ସହ ଓଡିଶା ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କୋଭିଡକୁ ନେଇ ଏକ ବୈଠକ ହୋଇଯାଇଛି। ଏହି ବୈଠକରେ ଟୀକା ଏବଂ ଅମ୍ଳଜାନ ସିଲିଣ୍ଡର ଅଭାବ ଉପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ନବ ଦାସ ଆଲୋଚନା କରିଛନ୍ତି। ଓଡ଼ିଶାକୁ ତୁରନ୍ତ ଟୀକା ଏବଂ ଅମ୍ଳଜାନ ସିଲିଣ୍ଡର ଯୋଗାଇଦେବାକୁ କେନ୍ଦ୍ର ନିକଟରେ ରାଜ୍ୟ ସରକାର ଦାବି କରିଛନ୍ତି। ତୁରନ୍ତ ୨୫ ଲକ୍ଷ ଟୀକା ଯୋଗାଇଦେବାକୁ ରାଜ୍ୟ ସରକାର ଦାବି କରିଛନ୍ତି। ବର୍ତ୍ତମାନ ରାଜ୍ୟରେ ଆଉ ୨୨ ଲକ୍ଷ ଲୋକ ଦ୍ଵିତୀୟ ଡୋଜ ଟୀକା ନେବା ପାଇଁ ଅପେକ୍ଷାରତ ଅଛନ୍ତି। ସେଥିପାଇଁ ୨୫ ଲକ୍ଷ ଟୀକା ତୁରନ୍ତ ଯୋଗାଇଦେବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଠାରେ ନବ ଦାସ ଦାବି କରିଛନ୍ତି। ଏହା ସହ ରାଜ୍ୟରେ ଅମ୍ଳଜାନ ପର୍ଯ୍ୟାପ୍ତ ଥିଲେ ମଧ୍ୟ ସିଲିଣ୍ଡରର ଅଭାବ ପରିଲିକ୍ଷିତ ହେଉଛି। ତେଣୁ ୩୦ ହଜାର ଅମ୍ଳଜାନ ସିଲିଣ୍ଡର ଯୋଗାଇଦେବା ପାଇଁ ମଧ୍ୟ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ନବ ଦାସ ଅନୁରୋଧ…

Read More

ଭୁବନେଶ୍ୱର: ଓଡ଼ିଶାରେ ନିଜର ୧ ନମ୍ବର ସ୍ଥାନକୁ ଅଧିକ ସୁଦୃଢ କରି ରିଲାଏନ୍ସ ଜିଓ ୨୦୨୧ ଫେବ୍ରୁଆରୀ ମାସରେ ୧.୯ ଲକ୍ଷରୁ ଅଧିକ ଗ୍ରାହକ ଯୋଗକରିଥିବା ଭାରତୀୟ ଦୂରସଂଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଦ୍ୱାରା ସଦ୍ୟ ପ୍ରକାଶିତ ଦୂରସଂଚାର ଗ୍ରାହକ ତଥ୍ୟରୁ ଜଣାଯାଇଛି। ଏଥିସହିତ ଜିଓ ରାଜ୍ୟରେ ସର୍ବାଧିକ ୧.୪ କୋଟି ମୋବାଇଲ ଗ୍ରାହକ ଏବଂ ଏହି କ୍ଷେତ୍ରରେ ୪୧% ରୁ ଉର୍ଦ୍ଧ୍ୱ ବଜାର ଅଂଶ ସହିତ ଓଡିଶା ଟେଲିକମ୍ ବଜାରରେ ଏହାର ଅଗ୍ରଣୀ ସ୍ଥିତିକୁ ଆହୁରି ପରିବ୍ୟାପ୍ତ କରିଛି। ଟ୍ରାଇ ପକ୍ଷରୁ ପ୍ରକାଶିତ ମୋବାଇଲ ଗ୍ରାହକ ତଥ୍ୟ ଅନୁଯାୟୀ ଓଡ଼ିଶାରେ ୨୦୨୧ ଫେବ୍ରୁଆରୀରେ ମୋଟ ମୋବାଇଲ ଗ୍ରାହକ ସଂଖ୍ୟାରେ ୧,୫୬,୭୮୩ ବୃଦ୍ଧି ହୋଇ ରାଜ୍ୟର ମୋଟ ମୋବାଇଲ ଉପଭୋକ୍ତା ସଂଖ୍ୟା ୨୦୨୧ ଫେବ୍ରୁଆରୀ ୨୮ତାରିଖ ସୁଦ୍ଧା ୩.୪ କୋଟି ଅତିକ୍ରମ କରିଛି। ରିଲାଏନ୍ସ ଜିଓ ୨୦୨୧ ଫେବ୍ରୁଆରୀରେ ଓଡ଼ିଶାରେ ସର୍ବାଧିକ ୧,୯୦,୬୬୩ ସଂଖ୍ୟକ ନୂତନ ଗ୍ରାହକ ଯୋଗ କରିଥିବାବେଳେ ତାହା…

Read More

ରମେଶ ମହାନ୍ତି ଜଗତସିଂହପୁର: କରୋନାର ଦ୍ୱିତୀୟ ଲହରୀ ହୁ ହୁ ହୋଇ ବଢୁଥିବା ବେଳେ ଲକଡାଉନକୁ ବେଖାତିର କରି ବାଲିକୁଦା ବ୍ଲକ ଅନ୍ତର୍ଗତ ମାଛଗାଁ ବଜାରରେ ଚାଲୁଥିବା ଚୋରା ମଦବେପାର। ଖବର ପାଇ ବାଲିକୁଦା ଅବକାରୀ ବିଭାଗ ପକ୍ଷରୁ ଆଜି ଦିନ ୧୧ଟା ବେଳେ ମାଛଗାଁ ବଜାରରେ ଅଚାନକ ଚଢାଉ କରାଯାଇ ଶ୍ରୀକୃଷ୍ଣ ହୋଟେଲ ପଛପଟୁ ୨୫ ଲିଟରରୁ ଉର୍ଦ୍ଧ୍ଵ ବିଦେଶୀ ମଦ ଜବତ କରାଯିବା ସହିତ ଜଣେ ଚୋରା ମଦ ବେପାରୀକୁ ଗିରଫ କରାଯାଇଛି। ଗିରଫ୍ ହୋଇଥିବା ଅଭିଯୁକ୍ତର ନାମ ରମେଶ ସ୍ୱାଇଁ ଓ ତାଙ୍କ ଘର ମାଛଗାଁ ସୁକିଦା ଗ୍ରାମରେ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି। ଅବକାରୀ ବିଭାଗ ଜିଲ୍ଲା ସୁପରିଟେଣ୍ଡେଣ୍ଟଙ୍କ ନିର୍ଦ୍ଦେଶରେ ହୋଇଥିବା ଏହି ଚଢାଉରେ ବାଲିକୁଦା ଅବକାରୀ ଅଫିସ୍ ଇନଚାର୍ଜ ସସ୍ମିତା ହୋତାଙ୍କ ସହିତ ଚିତ୍ତ ରଞ୍ଜନ ଦାସ, ପ୍ରକାଶ ରାଉତ, ହିମାଂଶୁ ମାରାଣ୍ଡି, ବିଶ୍ୱନାଥ ମୁଣ୍ଡା, ସବିତା ନାୟକ, କଲ୍ୟାଣୀ ସେଠୀ,…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୮ ହଜାର ୫୪୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୧୬୫, କଟକରୁ ୫୯୩, ସୁନ୍ଦରଗଡରୁ ୫୯୧, ସମ୍ବଲପୁରରୁ ୫୧୮, ବରଗଡରୁ ୪୩୬, ନୂଆପଡାରୁ ୪୧୧, ପୁରୀରୁ ୪୦୨, ଭଦ୍ରକରୁ ୩୫୦, ଅନୁଗୁଳରୁ ୩୪୨, ରାୟଗଡ଼ାରୁ ୩୩୭, ଝାରସୁଗୁଡାରୁ ୩୨୫, ବଲାଙ୍ଗୀରିରୁ ୩୦୫, ନବରଙ୍ଗପୁରରୁ ୨୬୪, ନୟାଗଡରୁ ୨୩୯, ଗଞ୍ଜାମରୁ ୨୩୬, କଳାହାଣ୍ଡିରୁ ୨୩୫, ମୟୂରଭଞ୍ଜରୁ ୧୯୦, ବାଲେଶ୍ବରରୁ ୧୭୮, ସୋନପୁରରୁ ୧୭୩, ଜଗତସିଂହପୁରରୁ ୧୪୫, କେନ୍ଦ୍ରାପଡାରୁ ୧୩୩, ଗଜପତିରୁ ୧୨୩, କୋରାପୁଟରୁ ୧୦୯, ଯାଜପୁରରୁ ୧୦୫, କେନ୍ଦୁଝରରୁ ୧୦୩, ଢେଙ୍କାନାଳରୁ ୮୯, କନ୍ଧମାଳରୁ ୫୯, ଦେବଗଡରୁ ୫୫, ମାଲକାନାଗିରିରୁ ୪୬, ବୌଦ୍ଧରୁ ୩୫ ଏବଂ ଷ୍ଟେଟ ପୁଲରୁ ୨୫୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୪…

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୧୨୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୧୨୯୪ ଆକ୍ରାନ୍ତଙ୍କ ମଧ୍ୟରୁ ୧୬୧ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୧୧୩୧ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୭ ହଜାର ୬୬ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୮୦୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୪୫ ହଜାର ୫୮୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୧ ହଜାର ୧୭୮ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୮୬ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More