Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦିଦିଙ୍କ ଗଡରେ ଶାହାଙ୍କ ଋଣ ହୁଙ୍କାର
ଆଜିର ଖବର

ଦିଦିଙ୍କ ଗଡରେ ଶାହାଙ୍କ ଋଣ ହୁଙ୍କାର

December 19, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

କୋଲକାତା : ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି କେନ୍ଦ୍ରଗୃହମନ୍ତ୍ରୀ ତଥା ବିଜେପିର ଚାଣକ୍ୟ ଅମିତ୍‌ ଶାହା । ଦିଦିଙ୍କ ଗଡରେ ଅମିତ୍‌ ଶାହା ମମତାଙ୍କ ଉପରେ ବରଷିଛନ୍ତି । ମଦିନାପୁରଠାରେ ହୋଇଥିବା ଆଜି ରାଲିରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଆଜି ଟିଏମ୍‌ସିର ଟାଣୁଆ ନେତା ଥିବା ଶୁଭେନ୍ଦୁ ଅଧିକାରୀ ଆଜି ବିଧିବଦ୍ଧ ଭାବେ ବିଜେପିର ହାତ ଧରିଛନ୍ତି ।  ଆଜି ଶାହାଙ୍କ ମିଦାନପୁର ରାଲିରେ 11 ଜଣ ନେତା ବିଜେପି ହାତ ଧରିଛନ୍ତି । ଦୀର୍ଘ ସମୟ ଧରି ଟିଏମ୍‌ସିର ବିଶ୍ବସ୍ତ ନେତା ଥିବା  ଶୁଭେନ୍ଦୁ ଅଧିକାରୀ ଆଜି ବିଜେପିରେ ଯୋଗଦେଇଛନ୍ତି । ତାଙ୍କ ବ୍ୟତୀତ ଟିଏମ୍‌ସି ସାଂସଦ ସୁନୀଲ୍‌ ମଣ୍ଡଲ ମଧ୍ୟ ବିଜେପିର ହାତ ଧରିଛନ୍ତି ।  କଂଗ୍ରେସ ଓ ବାମ ଦଳର 10 ଅନ୍ୟ ବିଧାୟକମାନେ ମଧ୍ୟ ବିଜେପିରେ ସାମିଲ୍‌ ହୋଇଛନ୍ତି ।

ଅନ୍ୟପଟେ ବିଜେପିରେ ମିଶିବା ଉପରେ ମମତାଙ୍କୁ ଟାର୍ଗେଟ କରି ଶୁଭେନ୍ଦୁ। ବଙ୍ଗ ଦଖଲ ପାଇଁ ଦୁଇଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଅଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ଗତ ବିଳମ୍ବିତ ରାତିରେ ପଶ୍ଚିମବଙ୍ଗରେ ପହଞ୍ଚିଥିଲେ। ଆଜି ମିଦନାପୁରରେ ଅନ୍ୟ ନେତାଙ୍କ ସହିତ ଜଣେ ଚାଷୀଙ୍କ ଘରେ ଭୋଜନ କରିଥିଲେ ଶାହ। ଏହି ଅବସରର ଶାହା କହିଛନ୍ତି ଯେ, ନିର୍ବାଚନ ବେଳକୁ ମମତା ଏକାକୀ ରହିଯାଇଥିବେ।

amit shaha\ mamatabanarjee
Share. Facebook Twitter LinkedIn Email WhatsApp Copy Link

Related Posts

ଉନମୋଚିତ ହେଲା ରାଜନେତା ନିରଞ୍ଜନ ପଟ୍ଟନାୟକଙ୍କ ଆତ୍ମଜୀବନୀ ‘ସମୟ ସାକ୍ଷୀ’

July 2, 2026

ଗଜପତିରେ ଆନ୍ତଃରାଜ୍ୟ ଯୁବତୀ ଚୋରାଚାଲାଣ ରାକେଟ୍‌ର ପର୍ଦ୍ଦାଫାଶ, ୭ ଯୁବତୀ ଉଦ୍ଧାର; ୨ ଦଲାଲ ଗିରଫ

July 2, 2026

ହ୍ବାଟ୍‌ସଆପ୍‌ର ‘ୟୁଜରନେମ୍‌’ ଫିଚରକୁ ନେଇ ବଢ଼ିଲା ଚିନ୍ତା: କାହିଁକି ରୋକ ଲଗାଇବାକୁ କହିଲେ କେନ୍ଦ୍ର ସରକାର?

July 2, 2026

ଜୟଦେବ ବିହାର–ନନ୍ଦନକାନନ ରାସ୍ତାରେ ୬ଟି ଫ୍ଲାଏଓଭର ନିର୍ମାଣକୁ ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରି

July 2, 2026
Latest News

ଉନମୋଚିତ ହେଲା ରାଜନେତା ନିରଞ୍ଜନ ପଟ୍ଟନାୟକଙ୍କ ଆତ୍ମଜୀବନୀ ‘ସମୟ ସାକ୍ଷୀ’

July 2, 2026

ରାଜ୍ୟ କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି, ୮ ବିଭାଗର ୧୨ ପ୍ରସ୍ତାବକୁ ମଞ୍ଜୁରି

July 2, 2026

‘ଜ୍ଞାନୋଦୟ–ଶିକ୍ଷାରୁ ସମୃଦ୍ଧି’: ଓଡ଼ିଶାରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷାର ନୂଆ ଅଧ୍ୟାୟ

July 2, 2026

ଗଜପତିରେ ଆନ୍ତଃରାଜ୍ୟ ଯୁବତୀ ଚୋରାଚାଲାଣ ରାକେଟ୍‌ର ପର୍ଦ୍ଦାଫାଶ, ୭ ଯୁବତୀ ଉଦ୍ଧାର; ୨ ଦଲାଲ ଗିରଫ

July 2, 2026

ପାହାଡ଼ ଧସି ସୀତାପାଲୀ ଘାଟି ରାସ୍ତା ଅବରୋଧ, ଯାତାୟାତ ସମ୍ପୂର୍ଣ୍ଣ ଠପ୍

July 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.