ଜେଲ୍‌ ଗଲେ ଆକାଶ ପାଠକ

Published: Dec 21, 2020, 12:39 pm IST

ଭୁବନେଶ୍ୱର: ଚାରିଦିନିଆ ରିମାଣ୍ଡ ଅବଧି ସରିବା ପରେ ଜେଲ୍‌ ଗଲେ ଆକାଶ ପାଠକ ।  ରିମାଣ୍ଡ ଅବଧି ସରିବା ପରେ ଆକାଶ ପାଠକ ଝାରପଡ଼ା ଜେଲ ଫେରିଛନ୍ତି । ଆଜି ତାଙ୍କୁ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ହାଜର କରାଇଥିଲା କମିଶନରେଟ ପୋଲିସ ।

ଗଣମାଧ୍ୟମ ଆଗରେ ଆକାଶ ପ୍ରତିକ୍ରିୟାରେ କହିଛନ୍ତି, ସେ କୌଣସି କଥା ମାନି ନାହାନ୍ତି । ଆକାଶଙ୍କୁ କମିଶନରେଟ ପୋଲିସ ଚାରି ଦିନିଆ ରିମାଣ୍ଡରେ ନେଇଥିଲା। ସ୍କାଏ କିଙ୍ଗ ଟ୍ରାଭେଲ ଏଜେନ୍ସୀ ଖାରବେଳେନଗର ଥାନାରେ କରିଥିବା ଅଭିଯୋଗ ନେଇ ତାଙ୍କୁ ଜେରା କରିଥିଲା ସ୍ୱତନ୍ତ୍ର ଟିମ୍ ।

Related posts