Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦୀର୍ଘ 9 ମାସ ପରେ ଖୋଲିଲା ଆଖଣ୍ଡଳମଣି ମନ୍ଦିର
ଆଜିର ଖବର

ଦୀର୍ଘ 9 ମାସ ପରେ ଖୋଲିଲା ଆଖଣ୍ଡଳମଣି ମନ୍ଦିର

December 28, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଆରଡି : ଦୀର୍ଘ 9ମାସ ପରେ ଶ୍ରୀମନ୍ଦିର ସହିତ ରାଜ୍ୟର ପ୍ରାୟ ସବୁ ମନ୍ଦିର ଖୋଲିବାକୁ ଅନୁମତି ମିଳିଥିଲା । ଗତ 23 ତାରିଖରୁ ଶ୍ରୀମନ୍ଦିର ଖୋଲିଥିବାବେଳେ ଏବେ ପୁରୀ ବାସୀ ଦର୍ଶନର ସୌଭାଗ୍ୟ ପାଉଛନ୍ତି । ଆସନ୍ତା ଜାନୁଆରୀ ତିନି ତାରିଖରୁ ସର୍ବସାଧାରଣ ଦର୍ଶନ କରିପାରିବେ । ସେହିପରି ପ୍ରସିଦ୍ଧ ଆଖଣ୍ଡଳମଣୀ ମନ୍ଦିର ଖୋଲିବାକୁ ଅନୁମତି ମିଳିବା ପରେ ଆଜିଠାରୁ ବାବା ଆଖଣ୍ଡଳମଣୀ ଦର୍ଶନ ଦେଉଛନ୍ତି । ପୁରୀ ଢାଞ୍ଚାରେ ମନ୍ଦିର ଖୋଲାଯାଇ ଦର୍ଶନ ଅନୁମତି ମିଳୁଛି ।

ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ଢାଞ୍ଚାରେ ଆଖଣ୍ଡଳମଣୀ ମନ୍ଦିରରେ ମଧ୍ୟ ସମାନ ବ୍ୟବସ୍ଥା କରାଯାଇଛି ।ଗତ 27 ତାରିଖରୁ ଭୁବନେଶ୍ୱର ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର ଖୋଲିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଏସଓପି ଜାରି କରାଯାଇ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରାଯାଇଛି । ଏଥି ସହିତ ପ୍ରଥମେ ସେବାୟତ ଓ ସେମାନଙ୍କ ପରିବାର ଲୋକଙ୍କୁ ଦର୍ଶନ ଅନୁମତି ରହିଛି ।

ଆଜି ଓ କାଲି ଅର୍ଥାତ୍ ଡିସେମ୍ବର 28 ଓ 29 ତାରିଖରେ କେବଳ ସେବାୟତ ମାନେ ଦର୍ଶନ କରିବେ ଏବଂ ସେହିଭଳି ଡିସେମ୍ବର 30 ଓ 31 ତାରିଖରେ ସ୍ଥାନୀୟ ଲୋକମାନଙ୍କୁ ଦର୍ଶନ ଅନୁମତି ରହିଛି  । ସେହିପରି ନୂଆବର୍ଷର ଗହଳିକୁ ଦେଖି ଜାନୁଆରୀ 1 ଓ 2 ତାରିଖ ଦିନ ଦର୍ଶନ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଜାନୁଆରୀ 3 ତାରିଖରୁ ରାଜ୍ୟବାସୀ ବାବା ମଣିଙ୍କର ଦର୍ଶନ କରିପାରିବେ ।

Share. Facebook Twitter LinkedIn Email WhatsApp Copy Link

Related Posts

ଚମକିଲା ପୂର୍ବତଟ ରେଳପଥ ଲୋକୋ ସେଡ୍: ସମସ୍ତ ବର୍ଗରେ ହାସଲ କଲା ପୁରସ୍କାର 

June 14, 2026

ଏମଟେକ ରେ ରାଜ୍ୟ ଟପ୍ପରକୁ ରାଜ୍ୟସ୍ତରୀୟ ରାଜୀବ ଗାନ୍ଧୀ ପ୍ରତିଭା ସମ୍ମାନ-୨୦୨୬ ରେ ସମ୍ବର୍ଦ୍ଧିତ 

June 14, 2026

ରଣପୁର ମନ୍ଦାକିନୀ ସାହିତ୍ୟ ସଂସ୍କୃତି ସଂସଦର ସାହିତ୍ୟ ଉତ୍ସବ ଓ କବିତା ଆସର ଅନୁଷ୍ଠିତ

June 14, 2026

ଓମାନ ଉପକୂଳରେ ବୁଡ଼ିଗଲା ଭାରତୀୟ ଜାହାଜ?: ୧୪ କ୍ରୁ ସଦସ୍ୟଙ୍କୁ ଉଦ୍ଧାର କଲା ଆମେରିକୀୟ ନୌସେନା

June 14, 2026
Latest News

ଚମକିଲା ପୂର୍ବତଟ ରେଳପଥ ଲୋକୋ ସେଡ୍: ସମସ୍ତ ବର୍ଗରେ ହାସଲ କଲା ପୁରସ୍କାର 

June 14, 2026

ଏମଟେକ ରେ ରାଜ୍ୟ ଟପ୍ପରକୁ ରାଜ୍ୟସ୍ତରୀୟ ରାଜୀବ ଗାନ୍ଧୀ ପ୍ରତିଭା ସମ୍ମାନ-୨୦୨୬ ରେ ସମ୍ବର୍ଦ୍ଧିତ 

June 14, 2026

ରଣପୁର ମନ୍ଦାକିନୀ ସାହିତ୍ୟ ସଂସ୍କୃତି ସଂସଦର ସାହିତ୍ୟ ଉତ୍ସବ ଓ କବିତା ଆସର ଅନୁଷ୍ଠିତ

June 14, 2026

ବଡ଼କୁଳ ଓଟିଡିସି ପାନ୍ଥନିବାସ ଠାରେ ଗଣପର୍ବ ରଜ ଉତ୍ସବ ପାଳିତ

June 14, 2026

ମଧ୍ୟପ୍ରଦେଶରେ ବଡ଼ ଦୁର୍ଘଟଣା: ଅଗ୍ନିକାଣ୍ଡ ଗୁଜବ ପରେ ଟ୍ରେନ୍ ରୁ ଡେଇଁ ୬ ଯାତ୍ରୀ ମୃତ

June 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.