Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜନୀତିକୁ ରଜନୀକାନ୍ତଙ୍କ ନା
ଆଜିର ଖବର

ରାଜନୀତିକୁ ରଜନୀକାନ୍ତଙ୍କ ନା

December 29, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ସୁପରଷ୍ଟାର ରଜୀନକାନ୍ତ ରାଜନୀତିରୁ ପାଦ ପଛକୁ ଘୁଞ୍ଚାଇଛନ୍ତି । ଗତ କିଛି ଦିନ ହେବ ଡାକ୍ତରଖାନାରୁ ଫେରିଥିବା ଅଭିନେତା ରଜନୀକାନ୍ତ ଆଜି ରାଜନୀତି ଛାଡିବାକୁ ଘୋଷଣା କରିଛନ୍ତି। ତାଙ୍କ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେ ଏହି ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ଡିସେମ୍ବର 31 ତାରିଖରେ ରଜନୀକାନ୍ତ ନିଜର ରାଜନୈତିକ ଦଳ ଘୋଷଣା କରିବେ ବୋଲି ପୂର୍ବରୁ ଘୋଷଣା କରିଥିଲେ । ଏପରିକି ଚଳିତ ତାମିଲନାଡୁ ନିର୍ବାଚନରେ ରଜନୀକାନ୍ତଙ୍କ ଦଳ ପ୍ରତିଦ୍ବନ୍ଦ୍ବିତା କରିବ ବୋଲି ଘୋଷଣା କରିଥିଲା । ତେବେ ଶେଷରେ ରାଜନୀତକୁ ନା କରିଛନ୍ତି ମେଗାଷ୍ଟାର ଜଣକ । ଏଥିପାଇଁ ସେ ତାଙ୍କ ପ୍ରଶଂସକଙ୍କନିକଟରେ କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତି । ତେବେ ସେ କହିଛନ୍ତି ଯେ ସେ ଏହା ମଧ୍ୟ କହିଛନ୍ତି ଯେ ରାଜନୀତି ବିନା ସେ ପୂର୍ବ ଭଳି ଲୋକଙ୍କ ପାଇଁ କାମ ଜାରି ରଖିବେ। ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ନାହିଁ ।

ସୂଚନାଯୋଗ୍ୟ, 2021ରେ ତାମିଲନାଡୁରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଡିଏମ୍‌କେ, ଏଆଇଡିଏମ୍‌କେ, କଂଗ୍ରେସ ବିଜେପି ଦଳ ପରି କମଲହାସନଙ୍କ ଦଳ ମଧ୍ୟ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବ । ରଜନୀକାନ୍ତ ରାଜନୀତିରେ ପ୍ରବେଶ ତଥା ନିର୍ବାଚନରେ ଅଂଶଗ୍ରହଣ କରିବାକୁ ନେଇ ସାଧାରଣରେ ଉତ୍ସାହ ଦେଖାଦେଇଥିବାବେଳେ ରାଜନୈତିକ ପାର୍ଟିଗୁଡିକ ମଧ୍ୟରେ ଛନ୍‌କା ମଧ୍ୟ ପଶିଥିଲା । ତେବେ ରଜନୀଙ୍କ ଏହି ଘୋଷଣା ଯଦିଓ ସାଧାରଣ ଲୋକଙ୍କ ମନକୁ ଟିକିଏ ଦୁଃଖୀ କରିଛି କିନ୍ତୁ ଅନ୍ୟ ରାଜନୈତିକ ଦଳଗୁଡିକୁ ଏକ ଖୁସିଖବର ଦେଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ

September 14, 2026

ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ୮ମ ଥର ପାଇଁ ମହିଳା ଏସିଆ କପ୍ ଜିତିଲା ଭାରତ

September 13, 2026

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026

କଟକ ସିଡିଏ ସେକ୍ଟର-୧୩ରେ ମହିଳାଙ୍କୁ ହତ୍ୟା

September 13, 2026
Latest News

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ

September 14, 2026

ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ୮ମ ଥର ପାଇଁ ମହିଳା ଏସିଆ କପ୍ ଜିତିଲା ଭାରତ

September 13, 2026

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026

କଟକ ସିଡିଏ ସେକ୍ଟର-୧୩ରେ ମହିଳାଙ୍କୁ ହତ୍ୟା

September 13, 2026

ଭାରତରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିଲା ଓସାମା: ସିଆଇଏର ଗୁପ୍ତ ତଥ୍ୟରୁ ବଡ଼ ଖୁଲାସା

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.