Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଇଣ୍ଡିଆନ ଅଏଲର ୮ଟି ବିଶୋଧନାଗାର ରିମୋଟ୍‌ ମନିଟରିଂରେ ହେବ ଟ୍ରାକିଂ – ଧର୍ମେନ୍ଦ୍ର ପ୍ରଧାନ
ଆଜିର ଖବର

ଇଣ୍ଡିଆନ ଅଏଲର ୮ଟି ବିଶୋଧନାଗାର ରିମୋଟ୍‌ ମନିଟରିଂରେ ହେବ ଟ୍ରାକିଂ – ଧର୍ମେନ୍ଦ୍ର ପ୍ରଧାନ

December 30, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
ଇଣ୍ଡିଆନ ଅଏଲର ୮ଟି ବିଶୋଧନାଗାର ରିମୋଟ୍‌ ମନିଟରିଂରେ ହେବ ଟ୍ରାକିଂ - ଧର୍ମେନ୍ଦ୍ର ପ୍ରଧାନ

ହାଇଦ୍ରାବାଦ/ଭୁବନେଶ୍ୱର,  ହାଇଦ୍ରାବାଦ୍ ଠାରେ ଯୌଥ ଉଦ୍ୟୋଗ ବିଜିଜିଟିଏସ ଦ୍ୱାରା ପ୍ରତିଷ୍ଠିତ ଇଣ୍ଡିଆନ ଅଏଲର ରିମୋଟ ମନିଟରିଂ ଏବଂ ଅପରେସନ ସେଂଟରକୁ ମଙ୍ଗଳବାର ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନୂତନ ଜ୍ଞାନକୌଶଳ ମାଧ୍ୟମରେ ତିଆରି କରାଯାଇଥିବା ଏହି ଅତ୍ୟାଧୁନିକ ୨୪ ଘଂଟିଆ ରିମୋଟ୍ ମନିଟରିଂ ସମଗ୍ର ଭାରତରେ ଆଇଓସିଏଲ ଦ୍ୱାରା ପରିଚାଳିତ ସମସ୍ତ  ୮ଟି ରିଫାଇନାରୀ କାର୍ଯ୍ୟର ଟ୍ରାକିଂ କରିବ ବୋଲି  ପ୍ରଧାନ କହିଛନ୍ତି ।

ନୂଆ ମାପଦଣ୍ଡର ରୂପରେଖ ଅନୁସାରେ ସତର୍କ ଏବଂ ଏବଂ ପରାମର୍ଶଦାତା ସୃଷ୍ଟି କରିବା ଏହାର ଉଦ୍ଦେଶ୍ୟ । ୯ କୋଟି ୩୦ ଲକ୍ଷ ଟଙ୍କା ବ୍ୟୟରେ ଏହି ରିମୋଟ ମନିଟରିଂ ଏବଂ ଅପରେସନ ସେଂଟର ନିର୍ମିତ । ଏହି ରିମୋଟ୍ ନିୟବିତ କାର୍ଯ୍ୟ ଗୁଡ଼ିକ ଦ୍ୱାରା ଦେଶରେ ଇଣ୍ଡିଆନ ଅଏଲର ୮ଟି ରିଫାଇନାରୀ ତଥା ଦିଗବୋଇ, ବୋଙ୍ଗାଇଗାଁ, ପାରାଦୀପ, ପାନିପଥ, ଗୁଜୁରାଟ, ମଥୁରା, ବାରାଉଣି ଏବଂ ହଳଦିଆରେ ଥିବା ବିଶୋଧନାଗାରର କାର୍ଯ୍ୟକ୍ଷମ ନିର୍ଭରଶୀଳତା, ଉତ୍ପାଦନ ଏବଂ ଉତମ ପରିବେଶ ସୃଷ୍ଟି କରିବାରେ ପ୍ରୋତ୍ସାହନ ପ୍ରଦାନ କରିବ । ସେ କହିଛନ୍ତି ବିଶୋଧନାଗାରର ସମସ୍ତ ଗ୍ୟାସ ଟର୍ବାଇନର ରିମୋଟ୍ ମନିଟରିଂ ମଧ୍ୟ ହେବ  ଦେଶର ସମଗ୍ର ଉର୍ଜା କ୍ଷେତ୍ରରେ ଜେଇର ଯୌଥଉଦ୍ୟୋଗ ବିଜିଜିଟିଏସକୁ ଶୁଭେଚ୍ଛା ଜଣାଇଛନ୍ତି ।

ଧର୍ମେନ୍ଦ୍ର ପ୍ରଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରତ୍ୟେକ ଅନୁପ୍ରବେଶକାରୀଙ୍କୁ ବିନା ବ୍ୟତିକ୍ରମରେ ଦେଶରୁ ବିତାଡିତ କରାଯିବ: ପ୍ରଧାନମନ୍ତ୍ରୀ

August 22, 2025

ନଳବଣରେ ଅବାଧ ପ୍ରବେଶ ନେଇ ୩ ମତ୍ସ୍ୟଜୀବୀ ଗିରଫ,୨ ଡଙ୍ଗା ଜବତ

August 22, 2025

ରେଢ଼ାଖୋଲ ବିଜୁ ଜନତା ଦଳ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା

August 22, 2025

ସୁରକ୍ଷିତ ଏବଂ ଦ୍ରୁତ ଟ୍ରେନ ପରିଚାଳନା ପାଇଁ ସ୍ୱୟଂଚାଳିତ ସିଗନାଲିଂ ପ୍ରଣାଳୀରେ ଅପଗ୍ରେଡ୍

August 22, 2025
Latest News

ପ୍ରତ୍ୟେକ ଅନୁପ୍ରବେଶକାରୀଙ୍କୁ ବିନା ବ୍ୟତିକ୍ରମରେ ଦେଶରୁ ବିତାଡିତ କରାଯିବ: ପ୍ରଧାନମନ୍ତ୍ରୀ

August 22, 2025

ନଳବଣରେ ଅବାଧ ପ୍ରବେଶ ନେଇ ୩ ମତ୍ସ୍ୟଜୀବୀ ଗିରଫ,୨ ଡଙ୍ଗା ଜବତ

August 22, 2025

ରେଢ଼ାଖୋଲ ବିଜୁ ଜନତା ଦଳ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା

August 22, 2025

ସୁରକ୍ଷିତ ଏବଂ ଦ୍ରୁତ ଟ୍ରେନ ପରିଚାଳନା ପାଇଁ ସ୍ୱୟଂଚାଳିତ ସିଗନାଲିଂ ପ୍ରଣାଳୀରେ ଅପଗ୍ରେଡ୍

August 22, 2025

କୋଲକାତାରେ ବହୁବିଧ ବିକାଶ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

August 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.