ଦିନରେ କେବେ ହେଲେ ଏହି ଛଅଟି କାମ କରନ୍ତୁ ନାହିଁ, ଭୋଗି ପାରନ୍ତି ଘୋର ଅସୁବିଧା

Published: Jan 11, 2021, 6:48 am IST

ନୂଆଦିଲ୍ଲୀ, ଶାସ୍ତ୍ରରେ ଦୈନନ୍ଦିନ କାର୍ଯ୍ୟ ଧାରାର ପ୍ରଣାଳୀ କିପରି ରହିବ ତାହା ଉଲ୍ଲେଖ କରାଯାଇଛି। କେମିତି କିପରି ଦୈନ୍ୟନ୍ଦିନ କାମ କରିବେ ତାହା ମଧ୍ୟ ଲେଖାଯାଛି। ଦିନରେ ଏବଂ ରାତିରେ କେତେକ କାର୍ଯ୍ୟ କରିବା ଉଚିତ ଏବଂ ଅନୁଚିତ ତାହା ମଧ୍ୟ କୁହାଯାଇଛି। କାରଣ ଦିନରେ ସୂର୍ଯ୍ୟ ଦେବଙ୍କ ପ୍ରାଧାନ୍ୟ ରହୁଥିବା ବେଳେ ରାତିରେ ଚନ୍ଦ୍ର ଦେବଙ୍କ ଆଧିପତ୍ୟ ରହିଥାଏ। ସେଥିପାଇଁ ସୂର୍ଯ୍ୟ ଦୃଶ୍ୟମାନେ ବା ଥିବା ପର୍ଯ୍ୟନ୍ତ କେତେକ କାର୍ଯ୍ୟକୁ ବାରଣ କରାଯାଇଛି।

ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ, ସୂର୍ଯ୍ୟ ଉଦୟ ଠାରୁ ଅସ୍ତ ପର୍ଯ୍ୟନ୍ତ ଏହି କାମଗୁଡିକ କରନ୍ତୁ ନାହିଁ, ନଚେତ୍ ଆପଣଙ୍କ ଜୀବନରେ ସମସ୍ୟା ଅତ୍ୟଧିକ ହୋଇପାରେ ।

  1. ଦିନରେ କଦାପି ଶୋଇବା ଉଚିତ୍ ନୁହେଁ ।
  2. ଲୁଣକୁ ଭୂମିରେ ପଡ଼ିବାକୁ ଦିଅନ୍ତୁ ନାହିଁ ।
  3. ତଳେ ତେଲ ଢାଳନ୍ତୁ ନାହିଁ ।
  4. ଲଙ୍କା ମରିଚ ହାତକୁ ହାତ ଦିଅନ୍ତୁ ନାହିଁ
  5. କ୍ଷୀର ଜାଳନ୍ତୁ ନାହିଁ ।
  6. ସହବାସ କରନ୍ତୁ ନାହିଁ ।

 

Related posts