Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଜେପିରେ ସାମିଲ ହେଲ ପ୍ରଧାନମନ୍ତ୍ରୀଙ୍କ ବିଶ୍ଵସ୍ତ ଆଇଏସ ଅଧିକାରୀ ଅରବିନ୍ଦ କୁମାର
ଆଜିର ଖବର

ବିଜେପିରେ ସାମିଲ ହେଲ ପ୍ରଧାନମନ୍ତ୍ରୀଙ୍କ ବିଶ୍ଵସ୍ତ ଆଇଏସ ଅଧିକାରୀ ଅରବିନ୍ଦ କୁମାର

January 14, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ଲକ୍ଷ୍ନୌ: ଗୁଜୁରାଟ କ୍ୟାଡେରର ପୂର୍ବ ଆଇଏସ ଅଧିକାରୀ ଅରବିନ୍ଦ କୁମାର ଶର୍ମା ରାଜନୀତିରେ ପାଦ ଦେଇଛନ୍ତି। ଅରବିନ୍ଦ ଶର୍ମା ଆଜି ଲକ୍ଷ୍ନୌରେ ବିଜେପିରେ ସାମିଲ ହୋଇଛନ୍ତି। ଉତ୍ତରପ୍ରଦେଶର ମଊ ଜିଲ୍ଲାର ଅରବିନ୍ଦ ୨୦୨୨ରୁ ଅବସର ନେଇଥାନ୍ତେ। ହେଲେ ହଠାତ ସେ ସ୍ଵେଚ୍ଛାକୃତ ଭାବେ ଅବସର ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅତି ବିଶ୍ଵସ୍ତ ଅଧିକାରୀ ଥିଲେ ଶର୍ମା। ବିଜେପିର ସଦସ୍ୟତା ନେବା ପରେ ଶ୍ରୀ ଶର୍ମା କହିଛନ୍ତି ଯେ, ମୁଁ ମଊର ଏକ ପଛୁଆ ଗାଁରୁ ଆସିଛି। ଦଳ ମତେ ଯେଉଁ ଦାୟିତ୍ଵ ଦେବେ ମୁଁ ତାକୁ ପୂରଣ କରିବାକୁ ଚେଷ୍ଟା କରିବି। ଗତକାଲି ରାତିରେ ମତେ ବିଜେପିର ସଦସ୍ୟତା ପାଇଁ ଅବଗତ କରାଯାଇଥିଲା।

ଉଲ୍ଲେଖ ଯୋଗ୍ୟ ଯେ, ଅରବିନ୍ଦ କୁମାର ଶର୍ମା ୧୯୮୮ ବ୍ୟାଚ ଗୁଜୁରାଟ କ୍ୟାଡରର ଆଇଏଏସ ଅଧିକାରୀ ଅଟନ୍ତି। ସେ ୨୦୦୧ ରୁ ୨୦୧୩ ପର୍ଯ୍ୟନ୍ତ ଗୁଜୁରାଟର ନରେନ୍ଦ୍ର ମୋଦୀଙ୍କ ସାଥିରେ ବିଭିନ୍ନ ପଦବୀରେ କାମ କରୁଥିଲେ। ପରେ ଶ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଶ୍ରୀ ଶର୍ମାଙ୍କୁ ମଧ୍ୟ ତାଙ୍କ ସାଥିରେ ପିଏମଓ କୁ ଆଣିଥିଲେ। ଶ୍ରୀ ଶର୍ମା ବିଜେପିରେ ସାମିଲ ହେବା ପୂର୍ବରୁ ସେ କେନ୍ଦ୍ରୀୟ ସୂକ୍ଷ୍ମ, ଲଘୁ ମନ୍ତ୍ରାଳୟର ସଚିବ ଭାବେ କାର୍ଯ୍ୟ କରୁଥିଲେ।

ବିଜେପିରେ ସାମିଲ
Share. Facebook Twitter LinkedIn Email WhatsApp Copy Link

Related Posts

ସେପ୍ଟେମ୍ବର ୧୧ ରାଶିଫଳ: ଆଜି ତିନୋଟି ରାଶି ପାଇଁ ଆର୍ଥିକ ଲାଭ ସମ୍ଭାବନା

September 11, 2026

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ

September 10, 2026

୩୫ ବର୍ଷର ଜମି ଜଟିଳତାର ଅନ୍ତ: କେ-୭ ପ୍ଲଟ୍‌ ନେଇ ୨ଶହରୁ ଅଧିକ ମାମଲାର ଫଇସଲା

September 10, 2026
Latest News

ସେପ୍ଟେମ୍ବର ୧୧ ରାଶିଫଳ: ଆଜି ତିନୋଟି ରାଶି ପାଇଁ ଆର୍ଥିକ ଲାଭ ସମ୍ଭାବନା

September 11, 2026

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଓଡ଼ିଶାରେ ସ୍ଥାପନ ହେବ ଆଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା

September 10, 2026

ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ

September 10, 2026

ଓରାଙ୍ଗଉଟାନ ଉଦ୍ଧାର ଘଟଣା: ସବିଶେଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

September 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.