ଶ୍ରୀଗଣେଷଙ୍କ 14ଟି ନାମ ଜପ କରନ୍ତୁ, ବୁଦ୍ଧିମତା ସହିତ ଧନ, ସମୃଦ୍ଧି ଏବଂ ଶାନ୍ତି ମିଳିବ

Published: Jan 20, 2021, 6:12 am IST

ନୂଆଦିଲ୍ଲୀ, ଯେ କୈଣସି ବ୍ୟକ୍ତି ଯିଏ କି କୈଣସି ବିଶେଷ ଉତ୍ସବରେ କିମ୍ବା ବୁଧବାର କିମ୍ବା ଚତୁର୍ଥୀ ତିଥିରେ ଭଗବାନ ଶ୍ରୀ ଗଣେଶଙ୍କ ଚଉଦ ନାମ ଜପ କରନ୍ତି, ନିଶ୍ଚିତ ଭାବରେ ଆଶାତିତ ଫଳାଫଳ ପାଆନ୍ତି । ଯେଉଁମାନେ ଧନ ଚାହୁଁଛନ୍ତି ସେମାନେ ଧନ, ସୁଖ ଏବଂ ସମୃଦ୍ଧତା ପାଆନ୍ତି। ଆସନ୍ତୁ ଭଗବାନ ଗଣେଶଙ୍କ ଏହି 14 ନାମ ମଧ୍ୟ ଜପ କରିବା-

ଭଗବାନ ଗଣେଶଙ୍କର 14 ନାମ: –

1-ବିନୟକ 2. ଗଜାନନ 3. ଗଣେଶ 4. ଲମ୍ବୋଦର 5. ଏକଦନ୍ତ 6. ବକ୍ରତୁଣ୍ଡ 7. ବିଘ୍ନରାଜ  8. ବିଶ୍ବରାଜ 9. ବୁଦ୍ଧିନାଥ 10. ବିକଟ 11. ହେରମ୍ବ 12. କୃଷ୍ଣପିଙ୍ଗାକ୍ଷ 13. ଅଖୁରଥ        14. ଭୂପତି

Related posts