Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଠ ବର୍ଷର ପୁରୁଣା ଗାଡି ଉପରେ ଲାଗିବ ଗ୍ରୀନ ଟାକ୍ସ!: ଜାଣନ୍ତୁ କେଉଁ ଗାଡ଼ିଗୁଡିକ ଏଥିରୁ ବାଦ ପଡିବେ
ଆଜିର ଖବର

ଆଠ ବର୍ଷର ପୁରୁଣା ଗାଡି ଉପରେ ଲାଗିବ ଗ୍ରୀନ ଟାକ୍ସ!: ଜାଣନ୍ତୁ କେଉଁ ଗାଡ଼ିଗୁଡିକ ଏଥିରୁ ବାଦ ପଡିବେ

January 25, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଏଣିକି ଆଠ ବର୍ଷର ପୁରୁଣା ଗାଡି ଉପରେ ଟାକ୍ସ ଲାଗିବ। ଆଠ ବର୍ଷର ପୁରୁଣା ଗାଡି ଉପରେ ଏବେ ଗ୍ରୀନ ଟାକ୍ସ ଲାଗିବ। କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରାଳୟ ଏହି ଗ୍ରୀନ ଟାକ୍ସ ବ୍ୟବସ୍ଥାକୁ ଅନୁମତି ଦେଇଛି। ଫିଟନେସ ପ୍ରମାଣ ପତ୍ର ଦେବା ସମୟରେ ଏହି ଟାକ୍ସକୁ ଜମା କରିବାକୁ ପଡିବ। ହେଲେ ଏହି ପ୍ରସ୍ତାବକୁ ପ୍ରଥମେ ସମସ୍ତ ରାଜ୍ୟର ପରାମର୍ଶ ପାଇଁ ପଠାଯିବ। ତାପରେ ଏହି ପ୍ରସ୍ତାବର ସହମତି ପରେ ଔପଚାରିକ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ।

କେନ୍ଦ୍ର ସରକାରଙ୍କ ପ୍ରସ୍ତାବ ଅନୁଯାୟୀ, ଟ୍ରାନ୍ଷପୋର୍ଟ ଗ୍ରୀନ ଟାକ୍ସ, ରୋଡ ଟାକ୍ସ ୧୦ ପ୍ରତିଶତ ରୁ ୨୫ ପ୍ରତିଶତ ମୂଲ୍ଯରେ ଲାଗିବ। କିନ୍ତୁ ବ୍ୟକ୍ତିଗତ ଗାଡି ଉପରେ ୧୫ ବର୍ଷ ପରେ ଗ୍ରୀନ ଟାକ୍ସ ଲାଗିବ। ସର୍ବସାଧାରଣ ପରିବହନ ତଥା ସିଟି ବସ ଉପରେ ଗ୍ରୀନ ଟାକ୍ସ କମ ଲାଗିବ। ଅତ୍ୟଧିକ ପ୍ରଦ୍ୟୁଶଣ ସହରରେ ପଞ୍ଜୀକରଣ ହୋଇଥିବା ଗାଡି ଉପରେ ସବୁଠାରୁ ଅଧିକ ଗ୍ରୀନ ଟାକ୍ସ (ରୋଡ ଟାକ୍ସ ୫୦%) ଲାଗିବ। ଡିଜେଲ ଏବଂ ପେଟ୍ରୋଲ ଗାଡି ଉପରେ କାଟାଗୋରୀ ହିସାବରେ ଅଲଗା ଅଲଗା ମୂଲ୍ୟର ଗ୍ରୀନ ଟାକ୍ସ ଲାଗିବ। କିନ୍ତୁ ସିଏନଜି ଗାଡି, ଏଲପିଜି ଗାଡି, ଇଥେନାଲ ଗାଡି ଏବଂ ବିଦ୍ୟୁତ ଚାଳିତ ଗାଡି ଉପରେ ଗ୍ରୀନ ଟାକ୍ସ ଲାଗିବ ନାହିଁ।

ପୁରୁଣା ଗାଡି
Share. Facebook Twitter LinkedIn Email WhatsApp Copy Link

Related Posts

ସ୍ଥଗିତ ହେଲା OSSTET ପରୀକ୍ଷା?: ସ୍ପଷ୍ଟ କଲା ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ

September 30, 2026

ଆଜି ସେପ୍ଟେମ୍ବର ୩୦ ତାରିଖରେ ଆଠଟି ରାଶି ପାଇଁ ରହିଛି ଶୁଭଦାୟକ

September 30, 2026

ଘର ଦୁଆରେ ପହଞ୍ଚିବ ସରକାରୀ ସେବା, ୧ରୁ ୧୦ ଦିନିଆ ‘ସେବା ସେତୁ’ ଅଭିଯାନ

September 29, 2026

୪ ଜିଲ୍ଲା ପାଇଁ ୧୦ କୋଟିର ରିଲିଫ୍ ସହାୟତା ମଞ୍ଜୁର କଲେ SRC

September 29, 2026
Latest News

ସ୍ଥଗିତ ହେଲା OSSTET ପରୀକ୍ଷା?: ସ୍ପଷ୍ଟ କଲା ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ

September 30, 2026

ଆଜି ସେପ୍ଟେମ୍ବର ୩୦ ତାରିଖରେ ଆଠଟି ରାଶି ପାଇଁ ରହିଛି ଶୁଭଦାୟକ

September 30, 2026

ଘର ଦୁଆରେ ପହଞ୍ଚିବ ସରକାରୀ ସେବା, ୧ରୁ ୧୦ ଦିନିଆ ‘ସେବା ସେତୁ’ ଅଭିଯାନ

September 29, 2026

୪ ଜିଲ୍ଲା ପାଇଁ ୧୦ କୋଟିର ରିଲିଫ୍ ସହାୟତା ମଞ୍ଜୁର କଲେ SRC

September 29, 2026

ଗୁରୁଜୀ ମହେଶ୍ୱର ମଲ୍ଲଙ୍କ ପଞ୍ଚମ ଶ୍ରାଦ୍ଧବାର୍ଷିକୀ ପାଳିତ 

September 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.