Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆସନ୍ତାକାଲି ଚିଲିକା ନିର୍ବାଚନମଣ୍ଡଳୀରେ ବିଦ୍ୟୁତ ସରବରାହ ବନ୍ଦ ରହିବ: ଜାଣନ୍ତୁ କେଉଁ ଅଞ୍ଚଳ ଏଥିରୁ ବାଦ୍ ପଡ଼ିବ
ଆଜିର ଖବର

ଆସନ୍ତାକାଲି ଚିଲିକା ନିର୍ବାଚନମଣ୍ଡଳୀରେ ବିଦ୍ୟୁତ ସରବରାହ ବନ୍ଦ ରହିବ: ଜାଣନ୍ତୁ କେଉଁ ଅଞ୍ଚଳ ଏଥିରୁ ବାଦ୍ ପଡ଼ିବ

February 4, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ୱର ଓ କଟକରେ ବିଭିନ୍ନ ସ୍ଥାନରେ ବିଦ୍ୟୁତ ଯୋଗାଣ ବନ୍ଦ ରହିବ।
ଭୁବନେଶ୍ୱର ଓ କଟକରେ ବିଭିନ୍ନ ସ୍ଥାନରେ ବିଦ୍ୟୁତ ଯୋଗାଣ ବନ୍ଦ ରହିବ।
  • ସୀତାରାମ ଅଗ୍ରୱାଲ

ଚିଲିକା: ଆସନ୍ତାକାଲି ଚିଲିକା ନିର୍ବାଚନମଣ୍ଡଳୀରେ ଛଅ  ଘଣ୍ଟା ପାଇଁ ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ବନ୍ଦ ରହିବ। ଏନେଇ ଟି.ପି.ସି.ଓ.ଡି.ଏଲ ବାଲୁଗାଁ ଉପଖଣ୍ଡ ଅଧିକାରୀ ଟୁକୁନା ଦଳେଇ ସୂଚନା ଦେଇଛନ୍ତି। ୩୩/୧୧ କେଭି ବାଲୁଗାଁ ପ୍ରାଥମିକ ସବଷ୍ଟେସନର   ରକ୍ଷଣାବେକ୍ଷଣ କାର୍ଯ୍ୟ ନିମନ୍ତେ ଆସନ୍ତାକାଲି ସକାଳ ୧୦ ଘଟିକାରୁ ଅପରାହ୍ନ ୪ ଘଟିକା ଯାଏଁ ବାଣପୁର, ବାଲୁଗାଁ ଏବଂ ଚିଲିକା ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିବ। ୩୩/୧୧ କେଭି ବାଲୁଗାଁ ପ୍ରାଥମିକ ସବଷ୍ଟେସନ ଅଧୀନରେ ଆସୁଥିବା ସମସ୍ତ ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ଏହି ପରିପ୍ରେକ୍ଷୀରେ ସହଯୋଗ କରିବାକୁ ନିବେଦନ କରିଛନ୍ତି ଉପଖଣ୍ଡ ଅଧିକାରୀ ଶ୍ରୀ ଦଳେଇ।

ଜାଣନ୍ତୁ କେଉଁ ଅଞ୍ଚଳରେ ବିଦ୍ୟୁତ ସରବରାହ ଚାଲୁ ରହିବ ଏବଂ କେଉଁ ଅଞ୍ଚଳରେ ୬ ଘଣ୍ଟା ପାଇଁ ବନ୍ଦ ରହିବ:

୧- ବାଣପୁର ବ୍ଲକ ଏବଂ ବାଣପୁର ଏନ.ଏ.ସି-

(କ) ଦାମିଆ ବରବରା ପଞ୍ଚାୟତ

(ଖ) ନୀଳାଦ୍ରି ପ୍ରସାଦ ପଞ୍ଚାୟତ

(ଗ) ତୋରସିଂହ ପଞ୍ଚାୟତ

(ଘ) ଭେଟେଶ୍ଵର ପଞ୍ଚାୟତ

(ଙ) ନନ୍ଦପୁର ପଞ୍ଚାୟତ

(ଚ) ଗାଲୁଆ ପଞ୍ଚାୟତ

(ଛ) ଗମ୍ଭାରିମୁଣ୍ଡା ପଞ୍ଚାୟତ

(ଜ) ଆୟତପୁର ପଞ୍ଚାୟତ

(ଝ) କୁଲେଇ ପଞ୍ଚାୟତ

(ଞ) ନାଚୁଣୀ ପଞ୍ଚାୟତ

ଏହି ସବୁ ପଞ୍ଚାୟତକୁ ବାଦ ଦେଇ ଅନ୍ୟ ସବୁ ପଞ୍ଚାୟତରେ ବିଦ୍ୟୁତ ସରବରାହ ଛଅ ଘଣ୍ଟା ପାଇଁ ବନ୍ଦ ରହିବ। ଏହା ସହ ବାଣପୁର ବିଜ୍ଞପିତ ଅଞ୍ଚଳର ସମସ୍ତ ୱାର୍ଡରେ  ବିଦ୍ୟୁତ ସରବରାହ ଛଅ ଘଣ୍ଟା ପାଇଁ ବନ୍ଦ ରହିବ।

୨- ଚିଲିକା ବ୍ଲକ ଏବଂ ବାଲୁଗାଁ ଏନ.ଏ.ସି:

(କ) ନଇରୀ ପଞ୍ଚାୟତ

(ଖ) ବଉଳାବନ୍ଧ ପଞ୍ଚାୟତ

(ଗ) ହରିପୁର ପଞ୍ଚାୟତ

(ଘ) କଳକଳେଶ୍ଵର ପଞ୍ଚାୟତ

(ଙ) ସୋରଣ ପଞ୍ଚାୟତ

ଏହି ୫ ଟି ପଞ୍ଚାୟତକୁ ବାଦ ଦେଇ ବାକି ସମସ୍ତ ପଞ୍ଚାୟତରେ ଆସନ୍ତାକାଲି ବିଦ୍ୟୁତ୍‌ ସରବରାହ ବନ୍ଦ ରହିବ। ସେହିପରି ବାଲୁଗାଁ ଏନଏସିର ସମସ୍ତ ଅଞ୍ଚଳରେ ୬ ଘଣ୍ଟା ପାଇଁ ବିଦ୍ୟୁତ୍‌ ସରବରାହ ବନ୍ଦ ରହିବ ବୋଲି ସୂଚନା ରହିଛି।

ଚିଲିକା ନିର୍ବାଚନମଣ୍ଡଳୀ ବାଲୁଗାଁ ଉପଖଣ୍ଡ ବିଦ୍ୟୁତ ସରବରାହ
Share. Facebook Twitter LinkedIn Email WhatsApp Copy Link

Related Posts

ସର୍ବଭାରତୀୟ ପୋଲିସ ସୁଟିଂ ପ୍ରତିଯୋଗିତା: ଓଡ଼ିଶା ପୋଲିସକୁ ବଡ଼ ସଫଳତା

March 28, 2026

ପଞ୍ଜାବରେ କେତେ ଦିନ ପାଇଁ ମହଜୁଦ ଅଛି ପେଟ୍ରୋଲ-ଡିଜେଲ?: ଜଣାଇଲେ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ

March 28, 2026

ବିଜେପିର ମିଶ୍ରଣ ପର୍ବ: ଯୋଗଦେଲେ ନାଏବ ସରପଞ୍ଚଙ୍କ ସମେତ ବିଜେଡ଼ି ଓ କଂଗ୍ରେସ କର୍ମୀ

March 28, 2026

ଅତିରିକ୍ତ ୩ ଦିନ ପାଇଁ ଖୋଲିବ ସୈନିକ ସ୍କୁଲ୍‌ ନାମଲେଖା କାଉନସେଲିଂ ପୋର୍ଟାଲ

March 28, 2026
Latest News

ସର୍ବଭାରତୀୟ ପୋଲିସ ସୁଟିଂ ପ୍ରତିଯୋଗିତା: ଓଡ଼ିଶା ପୋଲିସକୁ ବଡ଼ ସଫଳତା

March 28, 2026

ପଞ୍ଜାବରେ କେତେ ଦିନ ପାଇଁ ମହଜୁଦ ଅଛି ପେଟ୍ରୋଲ-ଡିଜେଲ?: ଜଣାଇଲେ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ

March 28, 2026

ବିଜେପିର ମିଶ୍ରଣ ପର୍ବ: ଯୋଗଦେଲେ ନାଏବ ସରପଞ୍ଚଙ୍କ ସମେତ ବିଜେଡ଼ି ଓ କଂଗ୍ରେସ କର୍ମୀ

March 28, 2026

ଅତିରିକ୍ତ ୩ ଦିନ ପାଇଁ ଖୋଲିବ ସୈନିକ ସ୍କୁଲ୍‌ ନାମଲେଖା କାଉନସେଲିଂ ପୋର୍ଟାଲ

March 28, 2026

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସୁଭଦ୍ରା ଯୋଜନାରେ ନୂତନ ଆବେଦନ ପାଇଁ ଆରମ୍ଭ ହେବ ପଞ୍ଜୀକରଣ

March 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.