Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କରୋନା ଅପଡେଟ୍‌: ଦେଶରେ ଗତ ୨୪ ଘଣ୍ଟାରେ ୧୨ ହଜାର ୧୪୩  ଆକ୍ରାନ୍ତ ଚିହ୍ନଟ
ଆଜିର ଖବର

କରୋନା ଅପଡେଟ୍‌: ଦେଶରେ ଗତ ୨୪ ଘଣ୍ଟାରେ ୧୨ ହଜାର ୧୪୩  ଆକ୍ରାନ୍ତ ଚିହ୍ନଟ

February 13, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୨ ହଜାର ୧୪୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧୦୩ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୮ ଲକ୍ଷ ୯୨ ହଜାର ୭୪୬ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୫ ହଜାର ୫୫୦ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୬ ଲକ୍ଷ ୬୨୫ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାର ଆକ୍ଟିଭ୍‌ କେସ୍‌ ୨ ଲକ୍ଷ ତଳକୁ ଖସିଛି। ଦେଶରେ କରୋନାରୁ ୧ ଲକ୍ଷ ୩୬ ହଜାର ୫୭୧ ଆକ୍ଟିଭ୍‌ କେସ୍ ରହିଛି।

ଆକ୍ରାନ୍ତ ଚିହ୍ନଟ କରୋନା ଅପଡେଟ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ଇସ୍ତଫା ଦେବେ ନ୍ୟାସନାଲ କନଫରେନ୍ସ ସାଂସଦ: ଦଳ ମଧ୍ୟ ଛାଡିବେ

August 28, 2026

ନେପାଳ ପାଇଁ ଆଉ ଏକ ବଡ଼ ବିପର୍ଯ୍ୟୟ!: ସତର୍କତା ଜାରି କଲା ଚୀନ୍ 

August 28, 2026

ଆଜିଠାରୁ ମହିଳା କ୍ରିକେଟ ଏସିଆ କପ୍: ଦେଖନ୍ତୁ ଭାରତର କାର୍ଯ୍ୟସୂଚୀ

August 28, 2026

ସଙ୍କଟକୁ ସାମ୍ନା କରି ହରମୁଜ୍ ରୁ ଆସୁଛି ଇରାକୀ ତେଲ: ପୂର୍ଣ୍ଣ ଶକ୍ତି ଲଗାଉଛି ବିପିସିଏଲ

August 28, 2026
Latest News

୧ କୋଟି ୩ ଲକ୍ଷରୁ ଉର୍ଦ୍ଧ୍ୱ ମହିଳାଙ୍କୁ ମିଳିଲା ସୁଭଦ୍ରା ଟଙ୍କା: ପଞ୍ଚମ କିସ୍ତି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

August 28, 2026

ଇସ୍ତଫା ଦେବେ ନ୍ୟାସନାଲ କନଫରେନ୍ସ ସାଂସଦ: ଦଳ ମଧ୍ୟ ଛାଡିବେ

August 28, 2026

ନେପାଳ ପାଇଁ ଆଉ ଏକ ବଡ଼ ବିପର୍ଯ୍ୟୟ!: ସତର୍କତା ଜାରି କଲା ଚୀନ୍ 

August 28, 2026

ଆଜିଠାରୁ ମହିଳା କ୍ରିକେଟ ଏସିଆ କପ୍: ଦେଖନ୍ତୁ ଭାରତର କାର୍ଯ୍ୟସୂଚୀ

August 28, 2026

ସଙ୍କଟକୁ ସାମ୍ନା କରି ହରମୁଜ୍ ରୁ ଆସୁଛି ଇରାକୀ ତେଲ: ପୂର୍ଣ୍ଣ ଶକ୍ତି ଲଗାଉଛି ବିପିସିଏଲ

August 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.