ଆଜିଠାରୁ ପାଞ୍ଚ ବର୍ଷ ପାଇଁ ଏହି ଦୁଇ ରାଶି ଉପରେ ଶନିଦେବ କରିବେ ଆର୍ଶିବାଦ

Published: Feb 13, 2021, 10:21 pm IST

ନୂଆଦିଲ୍ଲୀ, ଶନିଦେବଙ୍କୁ ସାଧାରଣତଃ ଭାଗ୍ୟର ଦେବତା ବୋଲି କୁହାଯାଇଥାଏ। ଶନିଦେବ ଯଦି କାହା ଉପରେ କୋପ ଦୃଷ୍ଟି ପକାଇଲେ ତେବେ ତାଙ୍କର ବହୁ କ୍ଷତି ଘଟିବ। ସେଥିପାଇଁ ଯାହାଙ୍କର ଶନି ଦୋଷ ଲାଗିବ ସେମାନେ ଶନିଶ୍ଚର ପୂଜା କରିଥାନ୍ତି। ତେବେ ଖୁସିର କଥା ବର୍ତ୍ତମାନ ଦୁଇଟି ରାଶି ଉପରେ ଶନି ଦେବ ପୁରା ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଆର୍ଶିବାଦ ଢାଳି ଦେଉଛନ୍ତି।

ସେହି ରାଶିର ବ୍ୟକ୍ତିମାନେ କେବେ ବି ଆଉ କୌଣସି ପ୍ରକାରର ଅସୁବିଧାର ସମ୍ମଖୀନ ହେବେ ନାହିଁ। ସେହି ଦୁଇଟି ରାଶି ହେଉଛି ସିଂହ ରାଶି ଏବଂ ମୀନ ରାଶି। ସେମାନଙ୍କର ବ୍ୟବସାୟ ବୃଦ୍ଧି ଘଟିବ। ଧନ ସଂପତ୍ତିରେ କୌଣସି ଅସୁବିଧା ସୃଷ୍ଟି ହେବ ନାହିଁ। ପରିବାରରେ ଶାନ୍ତି ରହିବ। ଯଦି ଅନ୍ୟ କୌଣସି ଦୋଷ ରହେ ତେବେ ସେଥିରେ ସମସ୍ୟା ଆସିପାରେ। ହେଲେ ଶନିଙ୍କ ସଂପର୍କିତ ଅସୁବିଧା କିଛି ରହିବ ନାହିଁ।

Related posts