Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାନ୍‌ବାକ୍ସି ପ୍ରଚାରକଙ୍କୁ ଜେଲ୍‌ ପଠାଇବାକୁ ସର୍ବାେଚ୍ଚ କୋର୍ଟଙ୍କ ଧମକ
ଆଜିର ଖବର

ରାନ୍‌ବାକ୍ସି ପ୍ରଚାରକଙ୍କୁ ଜେଲ୍‌ ପଠାଇବାକୁ ସର୍ବାେଚ୍ଚ କୋର୍ଟଙ୍କ ଧମକ

April 5, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
shivinder-malvinder WILL GO TO JAIL
shivinder-malvinder WILL GO TO JAIL

ରାନବାକ୍ସିର ପ୍ରଚାରକ ମାଲବିନ୍ଦର ସିଂ ଏବଂ ଶିବିନ୍ଦର ସିଂଙ୍କୁ ଗିରଫ କରିବା ନେଇ ସୁପ୍ରିମକୋର୍ଟ ଚେତାବନୀ ଦେଇଛନ୍ତି। ଅର୍ଥ ହେରଫେର ମାମଲା ନେଇ ସୁପ୍ରିମ୍‌କୋର୍ଟ ଏହି ଚେତାବନୀ ଦେଇଛନ୍ତି। ଏକ ସିଙ୍ଗାପୁର  କମ୍ପାନୀର ୨୫୦୦ କୋଟିର ମଧ୍ୟସ୍ଥତା ଅର୍ଥ ଫେରେଇ ନଥିବାରୁ ଏହି ଚେତାବନୀ ଦେଇଛନ୍ତି ସୁପ୍ରିମ୍‌କୋର୍ଟ। ଏପ୍ରିଲ୍ ୧୧କୁ  ଅର୍ଥ ପ୍ରଦାନର ଶେଷ ତାରିଖ ଧାର୍ଯ୍ୟ କରାଯାଇଥିବା ବେଳେ ସୁପ୍ରିମ୍‌କୋର୍ଟ ମାମଲାର ଶୁଣାଣି ପାଇଁ ମଧ୍ୟ ଏପ୍ରିଲ୍‌ ୧୧ ତାରିଖକୁ  ଧାର୍ଯ୍ୟ କରିଛନ୍ତି। ସିଙ୍ଗାପୁରରେ ଅବସ୍ଥାପିତ କମ୍ପାନୀ ଡାଇଚି ସାଙ୍କ୍ୟୋକୁ ମଧ୍ୟସ୍ଥତା ଅର୍ଥରାଶି ୨୫୬୨ ଟଙ୍କା ପ୍ରଦାନ କରିବ ରାନବାକ୍ସି। ଏହି ଅର୍ଥ କିପରି ପ୍ରଦାନ କରାଯାଇ ପାରିବ ଏହାର ଏକ ଉତ୍ତମ ଯୋଜନା ପ୍ରସ୍ତୁତ କରି ପ୍ରଦାନ କରିବାକୁ ମାଲବିନ୍ଦର ସିଂ ଏବଂ ଶିବିନ୍ଦର ସିଂଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଏହି ନିଷ୍ପତ୍ତି ନେଇଥିଲେ।

thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ପାଚିଲା ଫଳର ଉପକାରୀତା ସମ୍ପର୍କିତ ସଚେତନତା ଓ ମାଗଣା ସ୍ଵାସ୍ଥ୍ୟ ଶିବିର 

September 7, 2026

ପଞ୍ଜାବ ସରକାରଙ୍କ ବିରୋଧ ସତ୍ତ୍ୱେ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଅଶ୍ୱନୀ ମିଶ୍ର

September 7, 2026

ଟିଏମସି ସାଂସଦ ନଦୀମୁଲ ହକ୍ ଉପରେ ଇଡି ର କାର୍ଯ୍ୟାନୁଷ୍ଠାନ: ୭ଟି ସ୍ଥାନରେ ଚଢ଼ାଉ

September 7, 2026

ସତ୍ୟ ନିକେତନ ଦୁର୍ଘଟଣା ପରେ ଦିଲ୍ଲୀ ସରକାରଙ୍କ ବଡ଼ ନିଷ୍ପତ୍ତି: ପୁରୁଣା କୋଠାରେ ଚାଲିବନି PG, ସ୍କୁଲ ଓ ନର୍ସିଂ ହୋମ୍!

September 7, 2026
Latest News

ନେପାଳ ଜଳପ୍ରଳୟ: ମୃତ୍ୟୁ ସଂଖ୍ୟା ୧୩୫୫କୁ ବୃଦ୍ଧି

September 7, 2026

ସତ୍ୟ ନିକେତନ ଘଟଣାର ପ୍ରଥମ ବଡ଼ କାର୍ଯ୍ୟାନୁଷ୍ଠାନ: ୫ MCD ଅଧିକାରୀ ନିଲମ୍ବିତ

September 7, 2026

ପାଚିଲା ଫଳର ଉପକାରୀତା ସମ୍ପର୍କିତ ସଚେତନତା ଓ ମାଗଣା ସ୍ଵାସ୍ଥ୍ୟ ଶିବିର 

September 7, 2026

ଆଜି LPG ର e-KYC ପାଇଁ ଶେଷ ସୁଯୋଗ: ଏବେ କିପରି ପାଇବେ ଗ୍ୟାସ ସିଲିଣ୍ଡର?

September 7, 2026

ପଞ୍ଜାବ ସରକାରଙ୍କ ବିରୋଧ ସତ୍ତ୍ୱେ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଅଶ୍ୱନୀ ମିଶ୍ର

September 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.