Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆସନ୍ତାକାଲି ଭାରତ ବନ୍ଦ: ରାଜ୍ୟର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କଲେ ଗଣଶିକ୍ଷା ବିଭାଗ
ଆଜିର ଖବର

ଆସନ୍ତାକାଲି ଭାରତ ବନ୍ଦ: ରାଜ୍ୟର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କଲେ ଗଣଶିକ୍ଷା ବିଭାଗ

March 25, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: କୃଷି ଆଇନ ବିରୋଧରେ ଆସନ୍ତାକାଲି ବନ୍ଦ ଡାକରା ଦିଆଯାଇଛି। ଏହି ପ୍ରରିପ୍ରେକ୍ଷୀରେ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରହିବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି। ରାଜ୍ୟର ସମସ୍ତ ଘରୋଇ ଓ ସରକାରୀ ସ୍କୁଲ ବନ୍ଦ ରହିବ।

ସେହିପରି ଦୋଳ ପୂର୍ଣ୍ଣିମା ଓ ହୋଲି ଉପଲକ୍ଷେ ଗଣଶିକ୍ଷା ବିଭାଗ ଅଧିନରେ ଆସୁଥିବା ଶିକ୍ଷାନୁଷ୍ଠାନ ଗୁଡିକୁ ୨ ଦିନ ପାଇଁ ଛୁଟି ଘୋଷଣା କରାଯାଇଛି। ଆସନ୍ତା ୨୮ ଏବଂ ୨୯ ତାରିଖରେ ୨ ଦିନ ପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇଛି। ସମସ୍ତ ଶିକ୍ଷା ଅଧିକାରୀଙ୍କି ଚିଠି ଲେଖି ଅତିରିକ୍ତ ଶାସନ ସଚିବ ପ୍ରତାପ କୁମାର ମିଶ୍ର ସୂଚନା ଦେଇଛନ୍ତି।

କୃଷି ଆଇନ ଗଣଶିକ୍ଷା ବିଭାଗ ଛୁଟି ଘୋଷଣା ଭାରତ ବନ୍ଦ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର ପାଇକ ବିଦ୍ରୋହ: ଓଡ଼ିଆ ଅସ୍ମିତାର ଏକ ଅନନ୍ୟ ଅଗ୍ନିଶିଖା

June 1, 2026

India Oman CEPA: ଭାରତ ଓମାନ ମଧ୍ୟରେ ଆଜିଠାରୁ ଆରମ୍ଭ ହେଲା ସିଇପି ଚୁକ୍ତିନାମା

June 1, 2026

ମମତା ବାନାର୍ଜୀଙ୍କ ପାଇଁ ଖରାପ ଖବର?: ବୈଠକରେ ଯୋଗଦେଲେ ନାହିଁ ୬୦ ଟିଏମସି ବିଧାୟକ

June 1, 2026

ଇସଲାମ ଧର୍ମ ଛାଡି ସନାତନ ଧର୍ମ ଗ୍ରହଣ କଲେ ମହମ୍ମଦ ଅହସାନ: ଆଇନଗତ ଅନୁମତି ଦେଲେ କୋର୍ଟ

June 1, 2026
Latest News

ବାଣପୁର ପାଇକ ବିଦ୍ରୋହ: ଓଡ଼ିଆ ଅସ୍ମିତାର ଏକ ଅନନ୍ୟ ଅଗ୍ନିଶିଖା

June 1, 2026

India Oman CEPA: ଭାରତ ଓମାନ ମଧ୍ୟରେ ଆଜିଠାରୁ ଆରମ୍ଭ ହେଲା ସିଇପି ଚୁକ୍ତିନାମା

June 1, 2026

ମମତା ବାନାର୍ଜୀଙ୍କ ପାଇଁ ଖରାପ ଖବର?: ବୈଠକରେ ଯୋଗଦେଲେ ନାହିଁ ୬୦ ଟିଏମସି ବିଧାୟକ

June 1, 2026

ଇସଲାମ ଧର୍ମ ଛାଡି ସନାତନ ଧର୍ମ ଗ୍ରହଣ କଲେ ମହମ୍ମଦ ଅହସାନ: ଆଇନଗତ ଅନୁମତି ଦେଲେ କୋର୍ଟ

June 1, 2026

Five New Judges Join SC: ସୁପ୍ରିମକୋର୍ଟକୁ ମିଳିଲା ପାଞ୍ଚ ନୂଆ ବିଚାରପତି, ଜାଣନ୍ତୁ କିଏ

June 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.