
ଭାରତୀୟ ଟି ୨୦ ଲିଗ୍ ଆଇପିଏଲ୍ର ୧୫ଟି ମ୍ୟାଚ୍ ସରିଲାଣି। ଏହି ୧୫ ମ୍ୟାଚ୍ରେ ଅନେକ ଥର ବ୍ୟାଟ୍ସମ୍ୟାନ୍ଙ୍କ କମାଲ୍ ଦେଖିବାକୁ ମିଳିଥିବା ବେଳେ ବୋଲର ମାନେ ମଧ୍ୟ ପଛରେ ନାହାନ୍ତି। ୬ଟି ମ୍ୟାଚ୍ରେ ୨୦୦ରୁ ଅଧିକ ରନ୍ ସଂଗୃହୀତ ହୋଇ ସାରିଲାଣି। ଟୁର୍ଣ୍ଣାମେଣ୍ଟେର ତିନୋଟି ଶତକ ମଧ୍ୟ ଦେଖିବାକୁ ମିଳିଛି। ଚଳିତ ଆଇପିଏଲ୍ର ସର୍ବାଧିକ ରନ୍ ହାସଲକାରୀ ଏବଂ ସର୍ବାଧିକ ଓ୍ବିକେଟ ହାସଲାକାରୀଙ୍କ ତାଲିକା :
ସର୍ବାଧିକ ଓ୍ବିକେଟ୍ ପର୍ପଲ୍ କ୍ୟାପ୍
ସଂଖ୍ୟା ନାମ ଦଳ ମ୍ୟାଚ୍ ଇନିଂସ ଓ୍ବିକେଟ୍
୧ ୟୁଜବେନ୍ଦ୍ର ଚହଲ ଆରସିବି 4 4 8
୨ ଇମ୍ରାନ ତାହିର ଚେନ୍ନାଇ ସୁପରକିଙ୍ଗସ୍ 4 4 7
3 କାଗିସୋ ରବାଡା ଦିଲ୍ଲୀ କ୍ୟାପିଟାଲ୍ସ 5 5 7
୪ ଡ୍ବେନ୍ ବ୍ରାଭୋ ଚେନ୍ନାଇ ସୁପରକିଙ୍ଗସ୍ 4 4 7
୫ ମହମ୍ମଦ ନବି ସନ୍ରାଇଜର୍ସ 2 2 6
ସର୍ବାଧିକ ରନ୍ ଅରେଞ୍ଜ କ୍ୟାପ୍
ସଂଖ୍ୟା ନାମ ଦଳ ମ୍ୟାଚ୍ ଇନିଂସ ରନ୍
୧ ଡେଭିଡ୍ ଓ୍ବାର୍ଣ୍ଣର ସନ୍ରାଇଜର୍ସ ହାଇଦ୍ରାବାଦ 4 4 264
୨ ଜନି ବାୟରେଷ୍ଟୋ ସନ୍ରାଇଜର୍ସ ହାଇଦ୍ରାବାଦ 4 4 246
୩ ଆନ୍ଦ୍ରେ ରସେଲ କେକେଆର 3 3 159
୪ ଋଷଭ ପନ୍ତ ଦିଲ୍ଲୀ କ୍ୟାପିଟାଲ୍ସ 5 5 158
୫ ଶିଖର ଧଓ୍ବନ୍ ଦିଲ୍ଲୀ କ୍ୟାପିଟାଲ୍ସ 5 5 152
( ମୋବାଇଲ୍ ରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଡାଇନଲୋଡ ପରେ ଇଂରାଜୀ କିମ୍ବା ଓଡିଆ ଭାଷା ବାଛି ସବମିଟ୍ କରନ୍ତୁ, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି ଖବର ପରେ ଖବର ପଢି ଚାଲନ୍ତୁ। )