ଏହି ରାଶିର ବ୍ୟକ୍ତିମାନେ ବୁଧବାର ଦିନ କୌଣସି ଯାତ୍ରା ନ କରିବା ଭଲ ହେବ

Published: Apr 6, 2021, 11:34 pm IST

କର୍କଟ: ଘରର ସାଜସଜ୍ଜା ପ୍ରତି ବିଶେଷ ଧ୍ୟାନ ଦେବେ। ନୂତନ ଘରୋଇ ଜିନିଷ କିଣିବାର ସମ୍ଭାବନା ଅଛି। ବ୍ୟବସାୟୀ ଏବଂ ଚାକିରୀଆମାନେ ଲାଭ ଏବଂ ପଦୋନ୍ନତି ଆଶା କରିପାରନ୍ତି। ପାରିବାରିକ ସୁଖ ଏବଂ ଶାନ୍ତି ରହିବ।

ଧନୁ: ଆଜି ଯାତ୍ରା ସ୍ଥଗିତ ରଖିବାକୁ ପରାମର୍ଶ। କାର୍ଯ୍ୟ ବିଫଳତା ହତାଶା ସୃଷ୍ଟି କରିବ ଏବଂ ଆପଣଙ୍କୁ କ୍ରୋଧିତ କରିବ। କିନ୍ତୁ କ୍ରୋଧକୁ ନିୟନ୍ତ୍ରଣରେ ରଖିପାରିଲେ କୌଣସି ଖରାପ କରିବ ନାହିଁ। ପେଟ ସମ୍ବନ୍ଧୀୟ ସମସ୍ୟା ଦେଖାଦେବ।

Related posts