Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସିବିଏସଇ ବୋର୍ଡ: ପରୀକ୍ଷା ବାତିଲ କିମ୍ବା ଅନଲାଇନରେ କରିବା ପାଇଁ ଦାବି କଲେ ପ୍ରିୟଙ୍କା ଗାନ୍ଧୀ
ଆଜିର ଖବର

ସିବିଏସଇ ବୋର୍ଡ: ପରୀକ୍ଷା ବାତିଲ କିମ୍ବା ଅନଲାଇନରେ କରିବା ପାଇଁ ଦାବି କଲେ ପ୍ରିୟଙ୍କା ଗାନ୍ଧୀ

April 9, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
CBSE
ଦ୍ୱାଦଶ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ଜାରି କଲା CBSE: ଜାଣନ୍ତୁ ସବୁକିଛି

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦୃତଗତିରେ ବଢିଚାଲିଛି। ସେଥିପାଇଁ ବୋର୍ଡ ପରୀକ୍ଷାକୁ ବାତିଲ କିମ୍ବା ଅନଲାଇନରେ କରିବା ପାଇଁ ଦାବି ହେଉଛି। ବର୍ତ୍ତମାନ ପ୍ରିୟଙ୍କା ଗାନ୍ଧୀ ବାଡ୍ରା ମଧ୍ୟ ଛାତ୍ରଛାତ୍ରୀଙ୍କ ସପକ୍ଷରେ ବାହାରିଛନ୍ତି। ଏହି ମହାମାରୀ ସମୟରେ ସିବିଏସଇ ବୋର୍ଡ ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନଙ୍କୁ ବସାଇବା ସରକାରର ଏକ ଦାୟିତ୍ଵହୀନତା ବୋଲି ଅଭିଯୋଗ କରିଛନ୍ତି।

ଏହି ପରିସ୍ଥିତିରେ ପରିକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରିବା ଅନୁଚିତ୍। ପରୀକ୍ଷାକୁ ବାତିଲ କିମ୍ବା ପୁନଃନିର୍ଦ୍ଧରାଣ କିମ୍ବା ପରୀକ୍ଷାକୁ ଏଭଳି ଆୟୋଜନ କରିବା ଆବଶ୍ୟକ, ଯେଉଁଥିରେ ଜନଗହଳିପୂର୍ଣ୍ଣ କେନ୍ଦ୍ରରେ ଛାତ୍ରଛାତ୍ରୀମାନଙ୍କ ଶାରୀରିକ ଉପସ୍ଥତି ରହିବ ନାହିଁ।

ଅନଲାଇନ ଛାତ୍ରଛାତ୍ରୀ ପରୀକ୍ଷା ବାତିଲ ପ୍ରିୟଙ୍କା ଗାନ୍ଧୀ ସିବିଏସଇ ବୋର୍ଡ
Share. Facebook Twitter LinkedIn Email WhatsApp Copy Link

Related Posts

ଗୋପାଳପୁରରୁ ୨୫୦ କିମି ଦୂରରେ ଅବପାତ

September 22, 2026

ପାଣି ମେଟେକାରୁ ଜୀବିକା: ଆସାମର ମହିଳା ଏସଏଚଜିଙ୍କ ପାଇଁ ନୂଆ ରୋଜଗାର ସୁଯୋଗ

September 22, 2026

ବିଶ୍ୱ ବଜାରରେ ଆସାମ ଚା’ର ପ୍ରସିଦ୍ଧି ଏବଂ ସଫଳ ଯାତ୍ରା ଅନୁଧ୍ୟାନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

September 22, 2026

ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬

September 22, 2026
Latest News

ଗୋପାଳପୁରରୁ ୨୫୦ କିମି ଦୂରରେ ଅବପାତ

September 22, 2026

UPI ଶୁଳ୍କକୁ ନେଇ ମୋବାଇଲ୍ ବ୍ୟବସାୟୀଙ୍କ ଚିନ୍ତା, ସରକାରଙ୍କୁ ଚିଠି ଲେଖିଲା AIMRA

September 22, 2026

ପାଣି ମେଟେକାରୁ ଜୀବିକା: ଆସାମର ମହିଳା ଏସଏଚଜିଙ୍କ ପାଇଁ ନୂଆ ରୋଜଗାର ସୁଯୋଗ

September 22, 2026

୨୦ ଅକ୍ଟୋବର ୨୦୨୬ରୁ ଭାରତ-ନ୍ୟୁଜିଲାଣ୍ଡ ମୁକ୍ତ ବାଣିଜ୍ୟ ଚୁକ୍ତି ଲାଗୁ

September 22, 2026

ଲାଞ୍ଚ ଅଭିଯୋଗରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ: କୃଷିମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମାର୍କେଟିଂ ଅଧିକାରୀ ନିଲମ୍ବିତ

September 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.