ଚାଣକ୍ୟ ନୀତି: ବୃଥା କାର୍ଯ୍ୟ କରି ସମୟ ଅପଚୟ କରନ୍ତୁ ନାହିଁ, କିଛି ସୁଫଳ ମିଳିବ ନାହିଁ

Published: Apr 23, 2021, 6:36 am IST

ଭୁବନେଶ୍ବର, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କିପରି ଅର୍ଥହୀନ କାର୍ଯ୍ୟ କଲେ ସଫଳ ମିଳିବ ନାହିଁ ତାହାର ଉଦାହରଣ ଦେଇଛନ୍ତି। ଚାଣକ୍ୟଙ୍କ ମତରେ ଯଦି ସମୁଦ୍ରରେ ବର୍ଷା ହେବ ତାହା କୌଣସି କାର୍ଯ୍ୟରେ ଆସିବ ନାହିଁ। ଯହି ପେଟପୁରା ଖାଦ୍ୟ ଖାଇଥିବା ମଣିଷକୁ ଭୋଜନ ଦେବେ ତାହା କୌଣସି ଲାଭ ହେବ ନାହିଁ।

ସେହିପରି ଚାଣକ୍ୟ କହିଛନ୍ତି ଯେ, ଧନୀ ଲୋକଙ୍କୁ ଧନ ଦାନ କରିବା ବୃଥା। ଦିନବେଳା ଦୀପ ଲଗାଇବା ମଧ୍ୟ ଅର୍ଥହୀନ। ସେଥିପାଇଁ ଚାଣକ୍ୟ କହିଛନ୍ତି ଆପଣ ଏପରି କାର୍ଯ୍ୟ କରନ୍ତୁ ଯାହା ବୃଥା ହେବ ନାହିଁ।

Related posts