ଭୁବନେଶ୍ବର: ଆସନ୍ତାକାଲି ରାଜ୍ୟ ସରକାର କରୋନାକୁ ନେଇ ସକାଳ ୧୦ ଟା ରେ ବଡ ଘୋଷଣା କରିପାରନ୍ତି। କୋଭିଡ଼ ପରିଚାଳନା ଉପରେ ରାଜ୍ୟ ସରକାର କିଛି ବଡ ଘୋଷଣା କରିପାରନ୍ତି। ତେବେ ମେ’ ମାସ ପାଇଁ ରାଜ୍ୟ ସରକାର କିଛି ନୂଆ ଗାଇଡଲାଇନ ଆଣିବେ ବୋଲି ଅନୁମାନ କରାଯାଉଛି। କରୋନା ବଡ ଘୋଷଣା ରାଜ୍ୟ ସରକାର
ଭାରତରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି ମେଦବହୁଳ, ସରଳ ଓଜନ ହ୍ରାସ ଟିପ୍ସ ପ୍ରଦାନ କଲା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟNovember 16, 2025
ବାସ୍ତୁ ଶାସ୍ତ୍ରରେ ସୂର୍ଯ୍ୟଙ୍କ ରହିଛି ବଡ ଭୂମିକା, ଜାଣନ୍ତୁ କେଉଁ ସମୟରେ କଣ କଲେ ମିଳିବ ସୁଖ ସମୃଦ୍ଧିNovember 16, 2025